Daily Archives

June 6, 2019

ଥରହର ହେବ ଶତ୍ରୁ ଶିବିର, ନିମିଷକେ ବଡ ବଡ ବିଲ୍ଡିଂକୁ ଧ୍ୱଂସ କରିଦେବ ଭାରତର ଏହି ବ୍ରହ୍ମାସ୍ତ୍ର । ଇସ୍ରାଏଲ ଠାରୁ…

ଥରହର ହେବ ଶତ୍ରୁ ଶିବିର । ଇସ୍ରାଏଲ ଠାରୁ ୧୦୦ରୁ ଅଧିକ ସ୍ପାଇଶ ବମ୍ କିଣିବ ଭାରତ । ଏନେଇ ଇସ୍ରାଏଲ ସହ ଚୁକ୍ତି କରିଛି ଭାରତ । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଏହି ଡିଲ୍ ହୋଇଥିବା ଆଗାମୀ ୩ ମାସ ମଧ୍ୟରେ ଏହି ବମକୁ ଭାରତକୁ ଦେବ ଇସ୍ରାଏଲ । ଏହି ବମକୁ ପୂର୍ବରୁ ବାଲାକୋଟ ଆତଙ୍କବାଦୀ…

ବିସିସିଆଇକୁ ଆଇସିସିର ଅପିଲ୍ । ଧୋନିଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ କଲା ଅପିଲ୍ ।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଧୋନୀଙ୍କ ଦେଶପ୍ରେମକୁ ପୂରା ଦେଶବାସୀ…

ଜମ୍ମୁରେ ପୁଣି ମାତିଲେ ଆତଙ୍କୀ । ମସଜିଦରେ ପଶି ଭାରତ ବିରୋଧୀ ନାରା ଦେବା ସହ ଲୋକଙ୍କୁ ମାଡ ମାରି ଆଦାୟ କଲେ ଟଙ୍କା 

ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କଲା ପରେ ଅମିତ୍ ଶାହା ଜମ୍ମୁ-କଶ୍ମୀରରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ଶୁକ୍ରବାର ନମାଜ କାଳରେ ଲସ୍କର-ଇ-ତୋଏବାର ଦୁଇ…

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବାସଭବନରେ ରହିବେ ଅମିତ ଶାହା । ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ…

ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ଥିବା ଅମିତ ଶାହାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାସଭବନ ଆବଣ୍ଟିତ କରାଯାଇଛି । ଗୁୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ମନ୍ତ୍ରୀ ଥିବା ଅମିତ ଶାହାଙ୍କ ନୂଆ ଠିକଣା ପାଲଟିବ ବାଜପେୟୀଙ୍କ ବାସଭବନ । ଅମିତଙ୍କୁ ୬ଏ କୃଷ୍ଣ ମେନନ୍ ମାର୍ଗରେ…

ନୀତି ଆୟୋଗର ପୁର୍ନଗଠନ କଲେ କେନ୍ଦ୍ର ସରକାର । ଜାଣନ୍ତୁ, କାହାକୁ ମିଳିଲା ଆୟୋଗରେ କେଉଁ ଦାୟିତ୍ୱ ।

କନକ ବ୍ୟୁରୋ: ନୀତି ଆୟୋଗର ପୁର୍ନଗଠନ କଲେ ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନର ଟ୍ରାନ୍ସର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି । ପିଆବି ତରଫରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ମୁତାବକ ଏହି ନବ ଗଠିତ ନୀତି ଆୟୋଗର…