Daily Archives

June 5, 2019

ପ୍ରକାଶ ପାଇଲା ନିଟ୍ ପରୀକ୍ଷାଫଳ । ରାଜସ୍ଥାନର ନଲିନ ଖଣ୍ଡେଲୱାଲ ଟପ୍ପର, ଓଡିଶାରୁ ୧୯,୨୪୪ ଜଣ ପରୀକ୍ଷାର୍ଥୀ…

କନକ ବ୍ୟୁରୋ : ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍ । ସେ ସମୁଦାୟ ୭୨୦ରୁ ୭୦୧ ନମ୍ବର(୯୯.୯୯) ପ୍ରତିଶତ ରଖି ସର୍ବ ଭାରତୀୟ ସ୍ତରରେ…

ନିର୍ବାଚନ ପରେ ନିଆରା ଦୃଶ୍ୟ । ଗୋଟିଏ ଫ୍ରେମରେ ନବ-ସୁରେଶ-କିଶୋର । ସାଥୀ ହୋଇ କେକ୍ କାଟିଲେ, ଫଟୋ ପାଇଁ ପୋଜ୍ ଦେଲେ…

କନକ ବ୍ୟୁରୋ : ନିର୍ବାଚନ ସରିଲା,ଦୂରତା କମିଲା । ପରସ୍ପରର ବିରୋଧୀ ଥିବା ନେତାଙ୍କୁ ଏକାଠି କଲା ସରକାରୀ ଯୋଜନା । ସାଥୀ ହୋଇ କେକ୍ କାଟିଲେ, ଫଟୋ ପାଇଁ ପୋଜ ଦେଲେ । ନିର୍ବାଚନ ପରେ ଏଭଳି ନିଆରା ଦୃଶ୍ୟ ଝାରସୁଗୁଡା ବିମାନବନ୍ଦରରେ ଦେଖିବାକୁ ମିଳିଛି । ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି…

ବିପଦ ଆଣିଲା ମୋବାଇଲ ଫୋନ୍ । ସୋଲାର ବ୍ୟାଟେରିରେ ବସିଥିଲା ଚାର୍ଜ, କାଢିଲାବେଳେ ହେଲା ବିସ୍ଫୋରଣ ।  ଯୁବକଙ୍କ ପେଟ ଓ…

କନକ ବ୍ୟୁରୋ : ଅସାବଧାନତା ଯୋଗୁଁ ମୋବାଇଲ୍ ଫୋନ ଜୀବନକୁ ବିପଦ ଭିତରୁ ମଧ୍ୟ ଠେଲିଦିଏ । ନବରଙ୍ଗପୁରରୁ ଆସିଛି ସେହିଭଳି ଏକ ଖବର । ଘରିଗାଁ ବ୍ଳକ୍ ବଡ଼ପାଲିଆ ଗାଁରେ ମୋବାଇଲ୍ ଫୋନ୍ ବ୍ଲାଷ୍ଟ ହେବାରୁ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଲକ୍ଷ୍ମଣ ଭୁଂଜିଆ ନାମକ ଜଣେ ଯୁବକ ମୋବାଇଲ୍…

ଆଦିବାସୀ ଇଲାକାରୁ ଆସିଲା ଆମ୍ବ ସ୍ୱାବଲମ୍ବୀ କରିବାର କାହାଣୀ । ଶହଶହ ଚାଷୀଙ୍କୁ ଲାଭ ଦେଉଛି ଆମ୍ବ ଚାଷ, ଶୀତଳ ଭଣ୍ଡାର…

କନକ ବ୍ୟୁରୋ : ଆଦିବାସୀ ଇଲାକାର ଲୋକଙ୍କୁ ସ୍ୱାବଲମ୍ବୀ କରିଛି ଆମ୍ବ । ରାୟଗଡା ଓ ମାଲକାନଗିରିର ଶହ ଶହ ଚାଷୀ ଉପକୃତ ହୋଇଛନ୍ତି । ଏଠାରେ ଅମଳ ହୋଇଥିବା ଉନ୍ନତମାନର ଆମ୍ବ ଦେଶର ବିଭିନ୍ନ ଅଂଚଳକୁ ପଠାଯାଉଛି । ଯେଉଁ ଢିପ ଜମି ପୂର୍ବରୁ ପଡିଆ ପଡୁଥିଲା, ଏଥିରେ ଏବେ ସୁଆଦିଆ ଆମ୍ବ ଫଳାଇବାରେ…

ଇଦରେ ଭାଇଜାନଙ୍କ ଫିଲ୍ମର ବମ୍ପର ଓପନିଂ! ୪ ହଜାର ସ୍କ୍ରିନରେ ହାଉସଫୁଲ ‘ଭାରତ’, ସଲମାନ ଓ କାଟ୍ରିନାଙ୍କ କେମେଷ୍ଟ୍ରୀକୁ…

କନକ ବ୍ୟୁରୋ : ଇଦରେ ସଲମାନ୍ ଖାନଙ୍କ ଫ୍ୟାନମାନଙ୍କୁ ଭାଇଜାନଙ୍କ ବଡ ଭେଟି । ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ । ଏକ ୟୁନିକ୍ ଲଭ୍ ଷ୍ଟୋରୀ ଓ ପରିବାର ପ୍ରତି ସମର୍ପଣର କାହାଣୀ ହେଉଛି ଭାରତ । ସିନେମାରେ ହିରୋ ସଲମାନ୍ ଖାନ୍, ହିରୋଇନ କ୍ୟାଟ୍ରିନା କୈଫ୍, ସୁନୀଲ୍ ଗ୍ରୋଭର୍,…

ଟିମ୍ ଇଣ୍ଡିଆର ବୋଲିଂରେ ଘାଇଲା ହେଲା ଦକ୍ଷିଣଆଫ୍ରିକା ! ଚହଳ ପକାଇଲେ ଚହଲ । ବିଜୟ ଅଭିଯାନ ପାଇଁ ବିରାଟ ବାହିନୀ ଆଗରେ…

କନକ ବ୍ୟୁରୋ : ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ସାଉଥହମ୍ପଟନର ଦ ରୋଜ ବୌଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯାଉଛି ବିଶ୍ୱକପର ଅଷ୍ଟମ ମ୍ୟାଚ । ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି…