Daily Archives

June 4, 2019

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜାଣନ୍ତୁ ରଥଯାତ୍ରା ପାଇଁ କେଉଁ ପୋଲିସ ଅଧିକାରୀଙ୍କୁ ମିଳିଲା କେଉଁ…

କନକ ବ୍ୟୁରୋ : ଆଗାମୀ ଜୁଲାଇ ମାସ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବିଶେଷ କରି ବାତ୍ୟା ‘ଫୋନି’ ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରି ଚାଲିଯିବା ପରେ ରଥଯାତ୍ରା ଏବେ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଆଉ ଏହାରି ଭିତରେ ରଥଯାତ୍ରା ପାଇଁ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜୟ ପାଇଁ ନବୀନଙ୍କୁ ଜଣାଇଲେ…

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱରର ନବନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହା ତାଙ୍କର ଥିଲା ପ୍ରଥମ ସାକ୍ଷାତ । ତେବେ ଏହି ସାକ୍ଷାତକାରକୁ ସେ କେବଳ ସୌଜନ୍ୟମୂଳକ ସାକ୍ଷାତ ବୋଲି…

ମୋଦି ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବ କି ଓଡ଼ିଶା? ରାଜ୍ୟ ସରକାରଙ୍କ ସହ ଆଲୋଚନାକୁ ସକରାତ୍ମକ କହିଲେ…

କନକ ବ୍ୟୁରୋ : ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ଟିମ୍ । ମୋଦି ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କିଛି ପ୍ରସ୍ତାବ ବି ଦେଇଛନ୍ତି । ବୈଠକ ପରେ ଆୟୁଷ୍ମାନ ଭାରତ…

ରାଜନୀତିର ସେଣ୍ଟର ଷ୍ଟେଜରେ ପଶ୍ଚିମ ଓଡ଼ିଶା । ବିରୋଧୀ ଦଳ ନେତା ଓ ଉପ-ବାଚସ୍ପତି ପଦରେ ପଶ୍ଚିମ ଓଡିଶା ନେତା ବସିବା ନେଇ…

କନକ ବ୍ୟୁରୋ : ରାଜନୀତିର ସେଣ୍ଟର ଷ୍ଟେଜରେ ଏବେ ପଶ୍ଚିମ ଓଡିଶା । ନିର୍ବାଚନ ସିନା ସରିଯାଇଛି, କିନ୍ତୁ ଏବେ ମଧ୍ୟ ପଶ୍ଚିମ ଓଡିଶାର ରାଜନୀତିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଖରାର ତାତି ଭଳି ରାଜ୍ୟ ରାଜନୀତିକୁ ମଧ୍ୟ ତତାଉଛି ପଶ୍ଚିମ ଓଡିଶା ରାଜନୀତି । ପ୍ରଥମେ ମୋଦିଙ୍କ…

ରାଜଧାନୀରେ କଙ୍ଗାରୁ କୋର୍ଟ । ଶିକ୍ଷକଙ୍କୁ ଲଣ୍ଡା କରି, କଳା ବୋଳି, ଚପଲ ମାଳ ପିନ୍ଧାଇ ବୁଲାଇଲେ ବସ୍ତିବାସିନ୍ଦା ।…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ନାକ ତଳେ ଚାଲିଲା କଙ୍ଗାରୁ କୋର୍ଟ । ଜଣେ ଶିକ୍ଷକଙ୍କୁ ଘଂଟା ଘଂଟା ଧରି ପିଟିଲେ ଗାଁ ଲୋକେ । ତଥାପି ରାଗ ଥମିଲାନି । ଚୁଟି କାଟି ଲଣ୍ଡା କଲେ, ଆଉ ଜୋତା ମାଳ ପିନ୍ଧାଇ ଗାଁ ବୁଲାଇଲେ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ…

ରାଜ୍ୟରେ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଲାଗାଯିବ ୯ କୋଟି ଗଛ, ବନ ବିଭାଗ ପକ୍ଷରୁ ସୂଚନା 

କନକ ବ୍ୟୁରୋ: ସାମୁଦ୍ରିକ ଝଡ ଫୋନି ଉଜାଡି ଦେଇଛି ସାରା ରାଜ୍ୟର ସବୁଜିମା । ପରିବେଶ ଉପରେ ପଡିଛି ଫୋନିର ବଡ ପ୍ରଭାବ । ଭାଙ୍ଗିଯାଇଛି ବହୁ ବର୍ଷ ପୁରୁଣା ଲକ୍ଷ ଲକ୍ଷ ଗଛ । ତେଣୁ ବାତ୍ୟା ଫୋନିରେ ହୋଇଥିବା କ୍ଷତିକୁ ପୁରା କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୯ କୋଟି…