Daily Archives

June 2, 2019

ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବାଂଲାଦେଶ । କ୍ରମାଗତ ଦ୍ୱିତୀୟ ପରାଜୟ ସହ…

କନକ ବ୍ୟୁରୋ : ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ । ବିଶ୍ୱକପରେ ଆଜି ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ବାଂଲାଦେଶ ଏବଂ ଦକ୍ଷିଣଆଫ୍ରିକା ମୁହାଁମୁହିଁ ହୋଇଥିଲେ । ପ୍ରଥମେ ଟସ୍ ଜିତି ଦକ୍ଷିଣଆଫ୍ରିକା ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ…

ବିଜେପି-ଜେଡିୟୁ ମଧ୍ୟରେ ଫାଟ । ଆଗକୁ ଏନଡିଏର କୌଣସି ମନ୍ତ୍ରିମଣ୍ଡଳରେ ସାମିଲ ହେବନି ଜେଡିୟୁ ।

କନକ ବ୍ୟୁରୋ: ବଢ଼ିଲା ଦୂରତା ଭାଜପା-ଜେଡିୟୁ ମଧ୍ୟରେ ଫାଟ । ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବନି ଜେଡିୟୁ । କାରଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଏହାର…

ମମତାଙ୍କ ରାଗର ନିଆଁରେ ବାରୁଦ ଭରିଲା ବିଜେପି । ଦିଦିଙ୍କୁ ପଠାଇଲା ୧୦ ଲକ୍ଷ ‘ଜୟ ଶ୍ରୀ ରାମ’ ଲେଖାଥିବା ପୋଷ୍ଟକାର୍ଡ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୦ଲକ୍ଷ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ପଠାଇଲା ବିଜେପି । ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଏବେ ବିଜେପି ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କୁ ପଠାଇ କଟା ଘା’ରେ ଚୂନ ଦେଇଛି । ଗତ…

କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଦିନ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ, ୱେବସାଇଟରେ ବି ହେବ…

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ସୋମବାର ଦିନ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷା ଫଳ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ଓଡିଶା ରେଜଲ୍ଟ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ସିଏଚଏସଇ…

ସାଙ୍ଗ ବନିଗଲା ସଇତାନ । ହତ୍ୟାକାଣ୍ଡ ପରେ କାର୍ଟୁନରେ ଭର୍ତି କରି ଫିଙ୍ଗିଦେଲା ମୃତଦେହ, ମାତ୍ର ୧୦ହଜାର ଟଙ୍କା ପାଇଁ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ମାତ୍ର ୧୦ ହଜାର ଟଙ୍କା ପାଇଁ ସାଙ୍ଗ ମାରିଦେଇଛି ସାଙ୍ଗକୁ । ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ପୋଲିସର ତଦନ୍ତକୁ ଏଡାଇବା ପାଇଁ କାର୍ଟୁନ ଭିତରେ ମୃତଦେହକୁ ଭର୍ତି କରି…

ବିଜେପୁର ପାଇଁ ବିଜେଡିର ପ୍ରାର୍ଥୀ କିଏ ? ରୀତାଙ୍କୁ ରିପିଟ୍ ନା ଆଉ କାହାକୁ ଭରସିବେ ନବୀନ, ଆରମ୍ଭ ହେଲା ଅଙ୍କ କଷା ।

କନକ ବ୍ୟୁରୋ: କିଏ ହେବ ବିଜେପୁର ବିଜେଡି ବିଧାୟକ ପ୍ରାର୍ଥୀ ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କାରଣ ବିଜେପୁର ବିଧାନସଭା ସିଟ୍ ଛାଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧିବିଦ୍ଧଭାବେ ବାଚସ୍ପତିଙ୍କ ନିକଟକୁ ବିଜେପୁର ବିଧାୟକ ପଦ ଛାଡ଼ି ଇସ୍ତଫା ପତ୍ର…