Daily Archives

June 1, 2019

ସିଝୁଛି ସାରା ଓଡ଼ିଶା । ୧୦ ସହରର ପାରଦ ଛୁଇଁଲା ୪୦ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୦ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ାରେ ପାରଦ ୪୨.୬ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ରହିଥିବା ଯୋଗୁଁ…

ପୁଣି ଆରମ୍ଭ ହେଲା କଂଗ୍ରେସ କଳି । ହେମାନନ୍ଦଙ୍କ ବିରୋଧରେ ବିଷ ଉଗାଳିଲେ କାହ୍ନୁ, କହିଲେ, ଶୃଙ୍ଖଳା କମିଟି ଅଧ୍ୟକ୍ଷ,…

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପରେ କଂଗ୍ରେସରେ ପରାଜୟର ସମୀକ୍ଷା ସହ ଆରମ୍ଭ ହୋଇଯାଇଛି କନ୍ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ବନାମ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ଆଜି ହେମାନନ୍ଦଙ୍କୁ ଟାର୍ଗେଟ୍ କରି…

ଜାତୀୟ ଗଣମାଧ୍ୟମରେ ପ୍ରତାପଙ୍କୁ ନେଇ ଚର୍ଚ୍ଚା । କିଏ କରୁଛି ପ୍ରଂଶସା, କିଏ କରୁଛି ନିନ୍ଦା । ଉଠିଲା ଗ୍ରାହମ ଷ୍ଟେନ…

କନକ ବ୍ୟୁରୋ : କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡଙ୍ଗୀ । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଓଡିଶାର ମୋଦି ଭାବରେ ସୋସିଆଲ ମିଡିଆ ସେନସେସନ ପାଲଟିଯାଇଥିବା ଏହି ବିଜେପି ମନ୍ତ୍ରୀଙ୍କୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଅ।।ରମ୍ଭ…

ନା ଧର୍ମ ନା ଜାତି, କିଛି ଭାବିଲେନି ଚର୍ଚ୍ଚ ବିଶପ । ନିଜ କିଡ଼ନୀ ଦାନ କରି, ବଞ୍ଚାଇଲେ ଜଣେ ହିନ୍ଦୁ ଯୁବକର ଜୀବନ ।

କନକ ବ୍ୟୁରୋ: ଆଧୁନିକ ଯୁଗ ସହିତ ଅନେକ ସ୍ଥାନରେ ମଣିଷର କର୍ତ୍ତବ୍ୟ ମଧ୍ୟ ବଦଳିଯାଇଥିବା ଦେଖିବାକୁ ମିଳେ । ହେଲେ କେରଳର ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ମାନବ ଧର୍ମର ଏକ ଉଦାହରଣ ପାଲଟିଛନ୍ତି । ଯାହା ଏବେ ଚର୍ଚ୍ଚା ଜୋର ଧରିଛି । କିଭଳି ଜଣେ ହିନ୍ଦୁ ଲୋକକୁ ନିଜର କିଡନୀ ଦାନ କରି ତାଙ୍କ ଜୀବନ…

ଭାରତର ବିଶ୍ୱକପ ବିଜୟ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧୋନିଙ୍କ ମା’ । କହିଲେ, ପୁଣିଥରେ ଭାରତ ହେବ ବିଶ୍ୱବିଜେତା

ଆସନ୍ତା ୫ ତାରିଖରେ ଭାରତ ଆରମ୍ଭ କରିବ ବିଶ୍ୱକପ ଅଭିଯାନ । ଦକ୍ଷିଣ-ଆଫ୍ରିିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ରହିଛି । ଏପରିକି ଭାରତ ବେଶ ସହଜରେ ସେମିଫାଇନାଲରେ ପହଞ୍ଚି ପାରିବ ବୋଲି କ୍ରିକେଟ ବିଶାରଦ ମାନେ ଭବିଷ୍ୟବାଣୀ କରିଛନ୍ତି…

ଝଡ଼ ମୁହଁର ସାମ୍ବାଦିକଙ୍କୁ ସମ୍ବାଦ ଗ୍ରୁପ ପକ୍ଷରୁ ସମ୍ବର୍ଦ୍ଧନା । ସମ୍ମାନିତ ହେଲେ ରିପୋର୍ଟର ଓ ଭିଡ଼ିଓ ଜର୍ଣ୍ଣାଲିଷ୍ଟ…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ନିଜ ଜୀବନକୁ ଖାତିର ନକରି କୋଟି କୋଟି ଓଡ଼ିଆଙ୍କୁ ସଚେତନ କରାଇଥିବା କନକ ନ୍ୟୁଜ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବାତ୍ୟା ଫୋନି ଯେବେଠାରୁ ଓଡ଼ିଶା ମୁହାଁ ହୋଇଥିଲା ସେତେବେଳେ ଏକ ଦାୟିତ୍ୱବାନ ଗଣମାଧ୍ୟମଭାବେ କନକ ନ୍ୟୁଜର ରିପୋର୍ଟର ଏବଂ ଭିଡ଼ିଓ…