Monthly Archives

June 2019

ବାଜି ମାରିନେଲେ ବ୍ରିଟିଶ୍ ! ୧୯ ବିଶ୍ୱକପରେ ଭାରତର ପ୍ରଥମ ପରାଜୟ, ବିରାଟ ବାହିନୀକୁ ୩୧ ରନରେ ହରାଇଲା ଇଂଲଣ୍ଡ ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପରେ ପ୍ରଥମ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଆୟୋଜକ ଇଂଲଣ୍ଡ ଠାରୁ ଦଳ ୩୧ ରନରେ ପରାଜିତ ହୋଇଛି । ବର୍ମିଂହାମ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆଜି ବଡ଼ ମୁକାବିଲା ଖେଳାଯାଇଥିଲା । ବିଶ୍ୱକପ୍ ଲଢ଼େଇରେ ଇଂଲଣ୍ଡ ଦେଇଥିବା ୩୩୮ ରନର ଟାର୍ଗେଟକୁ ପିଛା କରି ଶେଷରେ ପରାସ୍ତ…

ରଥଯାତ୍ରାର ସୁରୁଖୁର ସମାପନ ପାଇଁ ୪ ଆଇପିଏସ୍ ଅଫିସରଙ୍କୁ ଗୁରୁ ଦାୟିତ୍ୱ । ମୂତୟନ ହେବେ ୧୫୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ…

କନକ ବ୍ୟୁରୋ : ଜୁଲାଇ ୪ ତାରିଖରେ ଘୋଷଯାତ୍ରା । ରଥଯାତ୍ରାରେ ସୁରକ୍ଷା ନେଇ ସମୀକ୍ଷା ବୈଠକ କରିଛି ପୁଲିସ ବିଭାଗ । ସୁରୁଖୁରୁରେ ରଥଯାତ୍ରା ସମାପନ କରିବାକୁ ୪ଜଣ ଆଇପିଏସ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ…

ଅସରାଏ ବର୍ଷାରେ ବଦଳିଗଲା ସ୍ମାର୍ଟସିଟିର ରୂପ ! ଉବୁଟୁବୁ ହେଲା ଭୁବନେଶ୍ୱର, ଇସ୍କନ ମନ୍ଦିର ଆଗରେ ଭାସିଲା ଗାଡି ।

କନକ ବ୍ୟୁରୋ : ସ୍ମାର୍ଟସିଟିରେ ଅଭାବନୀୟ ସ୍ଥିତି । ଅସରାଏ ବର୍ଷାରେ ପୁଣି ଉବୁଟୁବୁ ହେଲା ରାଜଧାନୀ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ସ୍ଥିତି । ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ରାସ୍ତାରେ ଲହଡି ଭାଂଗିଛି ଆଂଟୁଏ ପାଣି । ରାଜପଥ ମଝିରେ ଅଟକି ଯାଇଛି…

ଭୋକ ଆଗରେ ଆତ୍ମସମର୍ପଣ ବଦଳରେ ଆତ୍ମହତ୍ୟାକୁ ବାଛିନେଲା ମା’ । ନିଜେ ମଲା, ୨ ଛୁଆଙ୍କୁ ମାରିଲା…ପଢନ୍ତୁ…

କନକ ବ୍ୟୁରୋ: ‘ଘରେ କିଛି ନାହିଁରେ ଧନ...ଏଇ ଦି ମୁଠା ଚାଉଳ ଆଉ ଗୋଟେ ଦିଟା ପିଆଜ । ୟାକୁ ଖାଇ କଣ ଜୀବନ ବଞ୍ଚିହେବ । ତୋ ବାପା ଥିଲେ ଯେ, ତମର ସବୁ ଅଳି ଅର୍ଦଳି ବୁଝୁଥିଲେ । କଣ ଖାଇବ, କଣ ପିନ୍ଧିବ, ତମେମାନେ କେମିତି ଭଲରେ ରହିବ ସେ ସବୁ କଥା ବୁଝୁଥିଲେ । ହେଲେ ଏ ନିଆଁ ଲଗା ଭାଗ୍ୟଟା…

ରୋହିତ, କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ । ବିଜୟ ଆଡକୁ ଧିରେ ଧିରେ ଆଗଉଛି ଭାରତ ।

କନକ ବ୍ୟୁରୋ : ୩୩୮ ରନର ବିଶାଳ ବିଜୟଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଜାରି ରଖିଛି ଭାରତ । ପ୍ରଥମରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ କୌଣସି ରନ୍ କରିବା ପୂର୍ବରୁ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହା ପରେ ଚାପରେ ରହିଥିଲା ଭାରତୀୟ ଦଳ । କିନ୍ତୁ ଅଧିନାୟକ ବିରାଟ କୋହଲି…