Monthly Archives

May 2019

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନାହିଁ ପଶ୍ଚିମ ଓଡିଶାର ସ୍ଥାନ! ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କଲେ ସମାଲୋଚନା, ବିଜେପି…

କନକ ବ୍ୟୁରୋ : କେନ୍ଦ୍ର ନା ରାଜ୍ୟ କାହା ଫୋକସରେ ପଶ୍ଚିମ ଓଡ଼ିଶା । ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦି ଦାୟିତ୍ୱ ନେବା ପରେ ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଯାଇଛି, ପଶ୍ଚିମ ଓଡ଼ିଶାର ଉନ୍ନତି । ମୋଦି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ନାହାଁନ୍ତି ପଶ୍ଚିମ ଓଡ଼ିଶାର ଜଣେ ହେଲେ ହେଲେ ବି ସାଂସଦ…

ନବୀନଙ୍କ ପରେ ଚାଷୀଙ୍କ ପାଇଁ ଖୁସିଖବର ଆଣିଲେ ମୋଦି ! ବଢିଲା ପିଏମ୍ କିଷାନ ଯୋଜନାର ପରିସର, ୧୫ କୋଟି କୃଷକଙ୍କୁ ମିଳିବ…

କନକ ବ୍ୟୁରୋ : ନବୀନଙ୍କୁ ଅନୁକରଣ କଲେ ମୋଦି । କାଳିଆ ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଖୁସି ଆଣିଦେଇଥିବା ବେଳେ ଏବେ କୃଷକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୋଦି । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ସାରା ଦେଶର କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ…

ପ୍ରେମିକାର ସ୍ୱାମୀକୁ ହତ୍ୟା କଲା ୧୬ ବର୍ଷ ତଳର ପ୍ରେମିକ । ୟୁ-ଟ୍ୟୁବରୁ ଶିଖିଲା ମର୍ଡର ଟ୍ରିକ୍, ନିଶା ଦେଇ ଇଟାରେ…

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଂଚଳରେ ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୧୬ ବର୍ଷ ତଳର ପ୍ରେମିକ ହତ୍ୟା କରିଛି ପ୍ରେମିକାର ସ୍ୱାମୀଙ୍କୁ । ଏହି ହତ୍ୟାକାଣ୍ଡର ଟ୍ରିକ୍ ୟୁ-ଟ୍ୟୁବରୁ ଶିଖିଥିବା କହିଛି ଅଭିଯୁକ୍ତ…

ପ୍ୟାକେଜକୁ ନେଇ ପଲିଟିକ୍ସ । ନବୀନଙ୍କ ବିଜେପୁର ଘୋଷଣା ପରେ ଚିହିଁକି ଉଠିଲା ବିଜେପି, କହିଲା, ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପରେ ତେଜିଲା ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ବିଜେପି ସିଧାସଳଖ ବିଜେପୁରବାସୀଙ୍କୁ ଠକିବାର ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ ଆଣିଛି । ମୁଖ୍ୟମନ୍ତ୍ରୀ ଚଳିତଥର ଦୁଇଟି…

ମୋଦିଙ୍କ ମନ୍ତ୍ରୀ ନମ୍ବର-୫୬ଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା । ପ୍ରତାପଙ୍କ ଶପଥ ବେଳେ କରତାଳିରେ କମ୍ପିଉଠିଥିଲା…

କନକ ବ୍ୟୁରୋ : ମୋଦିଙ୍କ ମନ୍ତ୍ରୀ ନମ୍ବର ୫୬କୁ ନେଇ ସାରା ଦେଶରେ ଚର୍ଚ୍ଚା । ଶପଥ ବେଳେ କରତାଳିରେ କମ୍ପିଲା ରାଷ୍ଟ୍ରପତି ଭବନ । ନିଜ ସରଳ ଜୀବନଯାପନ ପାଇଁ ଚର୍ଚ୍ଚାରେ ଥିବା ଓଡ଼ିଆ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ।…