Daily Archives

May 30, 2019

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବିଜେପୁର । ନିର୍ବାଚନ ଜିତିବାପରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ନବୀନ ।

କନକ ବ୍ୟୁରୋ: ପଞ୍ଚମ ପାଳିର ଦ୍ୱିତୀୟ ଦିନରେ ବିଜେପୁର ପାଇଁ ଭଣ୍ଡାର ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜରେ ବିଜେପୁର ଅଂଚଳର ଯୋଗ୍ୟ ହିତାଧିକାରୀଙ୍କୁ ୩୪ ହଜାର ପକ୍କା ଘର ମିଳିବ। ବିଜେପୁରରେ ୧୧୨୦ କୋଟି ଯଙ୍କା…

ନମୋଙ୍କ ନୂଆ ଇନିଂସ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୪ କ୍ୟାବିନେଟ ମନ୍ତ୍ରୀ, ଓଡିଆ ପୁଅ ଧର୍ମେନ୍ଦ୍ରଙ୍କୁ ମିଳିଲା ସ୍ଥାନ…

କନକ ବ୍ୟୁରୋ : ଆରମ୍ଭ ହେଲା ମୋଦିଙ୍କ ଦ୍ୱିତୀୟ ଇନିଂସ । ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ର୍ରପତି ଭବନରେ ଭବ୍ୟ ସମାରୋହରେ ନିଜ ନୂଆ ମନ୍ତ୍ରିମଣ୍ଡଳ ସହ ଶପଥ ନେଇଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର…

ପୁଣି ମୋଦିଙ୍କ ମନଜିଣିଲେ ଧର୍ମେନ୍ଦ୍ର । ଦ୍ୱିତୀୟ ଇନିଂସର ନୂଆ ମନ୍ତ୍ରିମଣ୍ଡଳରେ ହେଲେ ସାମିଲ । 

କନକ ବ୍ୟୁରୋ: ବିଧିବଦ୍ଧଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ମୋଦି ସରକାର । ରାଷ୍ଟ୍ରପତି ଭବନରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ଆଉ ପୁଣି ଥରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ଓଡ଼ିଆ ପୁଅ ତଥା ପୂର୍ବ ସରକାରର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ମୁଁ ନରେନ୍ଦ୍ର ଦାମୋଦର ଦାଶ ମୋଦି… । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି, ରାଷ୍ଟ୍ରପତି…

କନକ ବ୍ୟୁରୋ : ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଓ…

ମୋଦି ସରକାରରେ ସାମିଲ ହେବନି ଜେଡିୟୁ । ବିଜେପି ଅଫରକୁ ଗ୍ରହଣ କଲେନି ନୀତିଶ, ମନ୍ତ୍ରିମଣ୍ଡଳରେ ଅପନା ଦଳକୁ ମିଳିଲାନି…

ଆଉ ମାତ୍ର କିଛି ସମୟର ଅପେକ୍ଷା । ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ମୋଦି ଶପଥ ନେବା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଫାଟ ଦେଖିବାକୁ ମିଳିଛି । ବିଜେପିର ସହଯୋଗୀ ଦଳ ଭାବେ ଏନଡିଏରେ ସାମିଲ ଥିବା ଜେଡିୟୁ ଓ ଅପନା ଦଳ ମୋଦିଙ୍କ ଦ୍ୱିତୀୟ ପାଳିରେ ସାମିଲ…

ମୋଦିଙ୍କ ଦ୍ୱିତୀୟ ପାଳି । ଶାହାଙ୍କୁ ମିଳିପାରେ ଅର୍ଥମନ୍ତ୍ରାଳୟ ଦାୟିତ୍ୱ?

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ବିଜେପି ସଭାପତି ଅମିତ ଶାହା ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କୁ ଅର୍ଥ ମନ୍ତ୍ରାଳୟ ପରି ଏକ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦିଆଯିବାର ସମ୍ଭାବନା ରହିଛି । ମନ୍ତ୍ରୀ ହେବା ପରେ ସେ…