Daily Archives

May 28, 2019

ଜଳୁଛି ପଶ୍ମିମ ଓଡ଼ିଶା । ୧୨ ସହରରେ ପାରଦ ଛୁଇଁଲା ୪୦ ଡିଗ୍ରୀ, ସବୁଠୁ ଉତ୍ତପ୍ତ ସମ୍ବଲପୁର ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୨ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସମ୍ବଲପୁରରେ ପାରଦ ୪୪.୭ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ…

ନବୀନ ନିବାସରୁ କଲ୍ ପରେ କଲ୍ । ପ୍ରମିଳା ମନ୍ତ୍ରୀ ନୁହେଁ ହେବେ ମୁଖ୍ୟ ସଚେତକ !

କନକ ବ୍ୟୁରୋ: ମନ୍ତ୍ରୀ ପଦ ନେଇ ନବୀନ ନିବାସରୁ କଲ୍ ପରେ କଲ୍ ଆସିବାରେ ଲାଗିଛି । ସେପଟେ ଦଳର ପୁରୁଣା ସଦସ୍ୟଙ୍କୁ କିଭଳି ଥଇଥାନ୍ କରିବେ ସେନେଇ ମଧ୍ୟ ନବୀନ ନିବାସରେ କସରତ ଚାଲିଛି । ତେବେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ପଦ…

ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର! ନବୀନ ନିବାସରୁ ଗଲା ଫୋନ୍ କଲ, ୭ ଥର ବିଧାୟକ ଭାବେ ହୋଇଛନ୍ତି ନିର୍ବାଚିତ ।

କନକ ବ୍ୟୁରୋ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନବୀନ । ନିଜ ନୂଆ ଟିମ୍ ସହ ପ୍ରର୍ଦଶନୀ ପଡିଆରେ ଶପଥ ନେବେ ନବୀନ । ଖାସକରି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକଙ୍କ ନିକଟକୁ ନବୀନ ନିବାସରୁ କଲ ଯାଉଛି ।…

ନବୀନଙ୍କ ନୂଆ ଟିମ୍ ! ମନ୍ତ୍ରୀପଦ ପାଇଁ ଜଣକ ପରେ ଜଣେ ବିଧାୟକଙ୍କ ନିକଟକୁ ନବୀନ ନିବାସରୁ କଲ ଆସୁଛି,ଜାଣନ୍ତୁ…

କନକ ବ୍ୟୁରୋ : ନବୀନଙ୍କ ନୂଆ ଟିମ୍ । ଆସନ୍ତାକାଲି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ କରିବେ ନବୀନ । ତେବେ ନୂଆ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ତାହାକୁ ନେଇ କଳ୍ପନା ଜଳ୍ପନା…

ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା । ସକାଳ ୭ରୁ ୧୨ ମଧ୍ୟରେ ମଧୁସୂଦନ ମାର୍ଗରେ ଯାତାୟତ ବନ୍ଦ,…

କନକ ବ୍ୟୁରୋ : ରାତି ପାହିଲେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରସ୍ତୁତି ଏକରକମ ଶେଷ ହୋଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ସକାଳ ୧୦ଟା ୩୦ ମିନିଟରେ ନିଜ ମନ୍ତ୍ରୀମଣ୍ଡଳ ସହ ଶପଥ ଗ୍ରହଣ କରିବେ ନବୀନ । ଶପଥଗ୍ରହଣ ଉତ୍ସବକୁ ବିଭିନ୍ନ ଅତିଥିଙ୍କୁ…

ଶପଥ ପୂର୍ବରୁ ଶ୍ରୀକ୍ଷେତ୍ରରେ ସୁପ୍ରିମୋ । ଆଗାମୀ ଶାସନକାଳ ପାଇଁ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଆଗାମୀ ଶାସନକାଳର ଶପଥ ପୂର୍ବରୁ ଶ୍ରୀକ୍ଷେତ୍ର ଗସ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ ପୁରୀରେ ପହଁଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ନବୀନ । ଆସନ୍ତାକାଲି ବିଧିବଦ୍ଧଭାବେ ନିଜର ୫ମ ପାଳି  ତଥା ମୁଖ୍ୟମନ୍ତ୍ରୀଭାବେ ଶପଥ…