Daily Archives

May 27, 2019

ନବୀନଙ୍କ ଶପଥ ସମାରୋହ ପାଇଁ ସଜେଇ ହେଉଛି ଇଡକୋ ପଡିଆ । ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ନିମନ୍ତ୍ରଣ…

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ହୋଇଛି ବଡ ବିଜୟ । ଲଗାତାର ପଂଚମ ଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଦର୍ଶନୀ ପଡିଆରେ ବୁଧବାର ହେବ ଶପଥଗ୍ରହଣ ଉତ୍ସବ । ବୁଧବାର ସକାଳ ସାଢେ ୧୦ଟାରେ ଶପଥ ନେବେ ନବୀନ । ନବୀନଙ୍କ ଶପଥ ଗ୍ରହଣ ସମାରୋହରେ…

ଜଳୁଛି ପଶ୍ମିମ ଓଡ଼ିଶା । ଟିଟିଲାଗଡ଼ଠୁ ବଳିଗଲା ସୋନପୁର ତାତି, ୧୦ ସହରରେ ପାରଦ ଟପିଲା ୪୧ ଡିଗ୍ରୀ ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୦ଟି ସହରର ପାରଦ ୪୧ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସୋନପୁରରେ ପାରଦ ୪୪.୮ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ…

କାହିଁକି ହାରିଲେ ବିଜେଡି ପ୍ରାର୍ଥୀ ? ନବୀନ ନିବାସରେ ପରାଜୟର ପୋଷ୍ଟମର୍ଟମ୍, ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ବିଧାନସଭାରେ ବିପୁଳ ବିଜୟ, ହେଲେ ହାତରୁ ଖସିଗଲା ୮ ଲୋକସଭା ଆସନ । କାହିଁକି ଏସବୁ କ୍ଷେତ୍ରରେ ହେଲା ପରାଜୟ, ଆରମ୍ଭ ହୋଇଛି ପୋଷ୍ଟମର୍ଟମ୍ । ବିଶେଷ କରି ପ୍ରାର୍ଥୀଙ୍କ ପରାଜୟ ପଛର କାରଣ ଜାଣିବାକୁ ନବୀନ କରୁଛନ୍ତି ସମୀକ୍ଷା । ନବୀନ ନିବାସକୁ ଛୁଟିଛନ୍ତି ପରାଜିତ ପ୍ରାର୍ଥୀ ।…

ବିଜେଡିର ଉତ୍ତରାଧିକାରୀ ବିଜେଡିରୁ । ୬ଷ୍ଠ ଥର କ୍ଷମତାକୁ ଆସିବାକୁ ଆଶାବାଦୀ, ବଡ ବିଜୟ ପରେ ଜାତୀୟ ଗଣମାଧ୍ୟମରେ ମୁହଁ…

କନକ ବ୍ୟୁରୋ : ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ବିଜେଡିର ସଫଳତାର କାହାଣୀ ବଖାଣିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଉପରୁ ପରଦା ହଟାଇଛନ୍ତି ନବୀନ । ଗତ…

ଦୁର୍ଘଟଣା ଏଡ଼ାଇବାକୁ ପୋଲିସ କମିଶନରଙ୍କ କସରତ । ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ବ୍ଲାକସ୍ପଟ୍ ଚିହ୍ନଟ କରିବାକୁ…

କନକ ବ୍ୟୁରୋ: ବିଗତ କିଛି ଦିନ ହେବ କଟକ-ଭୁବନେଶ୍ୱର ଟ୍ୱିନ-ସିଟି ଜାତୀୟ ରାଜପଥରେ ଘଟୁଛି ଦୁର୍ଘଟଣା । ଆଉ ଚାଲିଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ଏଭଳି ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସତର୍କମୂଳବ ପଦକ୍ଷେପ ନିଆଯାଇଛି । ଏନେଇ ପୋଲିସ କମିଶନର…

ଗାଁ କମିଟିର ଜୁଲମ୍ ପରେ ଜଙ୍ଗଲରେ ବିତୁଛି ଜୀବନ । କଙ୍ଗାରୁ କୋର୍ଟର ଦଣ୍ଡ ଭୋଗୁଛନ୍ତି ୧୨ଟି ହରିଜନ ପରିବାର, ଦୁଃଖ…

କନକ ବ୍ୟୁରୋ : ଜମି ଜବରଦଖଲ ଅଭିଯୋଗରେ ଦଣ୍ଡ ଦେଇଛି କଂଗାରୁ କୋର୍ଟ । ଗାଁ କମିଟିର କଙ୍ଗାରୁ କୋର୍ଟରେ ଦଣ୍ଡ ବିଧାନ ପରେ ୩ ବର୍ଷ ୪ ମାସ ହେବ ଗାଁ ଛାଡି ଜଙ୍ଗଲରେ ବିତୁଛି ଜୀବନ । କଡା ଆଇନ୍ ସତ୍ୱେ ଗାଁ ଗହଳିରେ ଏବେ ବି କଙ୍ଗାରୁ କୋର୍ଟ ଚାଲିଥିବା ଖବର ଆସିଛି ଢେଙ୍କାନାଳ ସଦର ବ୍ଲକ…