Daily Archives

May 26, 2019

ପଲିଟିକ୍ସ ପରୀକ୍ଷାରେ ପ୍ରମିଳା ପାସ୍ । ଜଣେ ସାଧାରଣ ଏସଏଚଜି ସଂଗଠକରୁ ସଂସଦ ପର୍ଯ୍ୟନ୍ତ ରାସ୍ତା ।

କନକ ବ୍ୟୁରୋ: ଆଜି ନବନିର୍ବାଚିତ ବିଜେଡି ସଂସଦୀୟ ଦଳର ବୈଠକରେ ଦେଖିବାକୁ ମିଳିଥିଲା ପ୍ରମିଳା ବିଶୋୟୀଙ୍କୁ । ଆସିକା ଲୋକସଭା ଆସନରୁ ନିକଟ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ହରାଇ ସାଂସଦ ବନିଛନ୍ତି ପ୍ରମିଳା । ଭାରତୀୟ ଗଣତନ୍ତ୍ରର ମୌଳିକ ମୂଳ୍ୟବୋଧ ଯୋଗୁଁ ପ୍ରମିଳାଙ୍କ ଭଳି ଜଣେ ସାଧାରଣ…

ଶପଥ ଗ୍ରହଣ ପରେ ପ୍ରତିଶ୍ରୁତି ପାଳନ କରିବେ ନବୀନ । ୭ରୁ ୮ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ ୧୦ ହଜାର ଲେଖାଏଁ…

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ଉତ୍ସବ ଦିନ ତାଲିକା କରାଯାଇଥିବା ପ୍ରାୟ ୨୫ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ । ଅର୍ଥାତ ୨୯ ତାରିଖ ଦିନ ହିଁ ବାକି ରହିଯାଇଥିବା ଚାଷୀଙ୍କୁ କାଳିଆ ଟଙ୍କା ମିଳିବ ବୋଲି ସୂଚନା…

ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ନବୀନ । ଓଡ଼ିଶାରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ, ୨୯ରେ ପଞ୍ଚମ ଥର…

କନକ ବ୍ୟୁରୋ : ପଂଚମଥର ପାଇଁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନବୀନ । ନିର୍ବାଚନରେ ବିଜୟୀ ୧୧୨ ବିଧାୟକଙ୍କୁ ନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବସିଥିଲା ବୈଠକ । ଏଠାରେ ସର୍ବସମ୍ମତିରେ ନବୀନଙ୍କୁ ନେତା ନିର୍ବାଚନ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି…

ତାତିରୁ ତ୍ରାହି ନାହିଁ । ଟିଟିଲାଗଡ଼ଠୁ ବଳିଗଲା ତାଳଚେର ତାତି, ୧୧ ସହରରେ ପାରଦ ଟପିଲା ୪୧ ଡିଗ୍ରୀ ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୧ଟି ସହରର ପାରଦ ୪୧ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ତାଳଚେରରେ ପାରଦ ୪୪.୬ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୯ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ…

ସରିଲା ନିର୍ବାଚନ , ଆଚରଣବିଧି ଉଠାଇଲେ ନିର୍ବାଚନ କମିଶନ ।

କନକ ବ୍ୟୁରୋ: ଦେଶରୁ ଉଠିଲା ଲାଗୁ ହେଲା ଆଦର୍ଶ ଆଚରଣବିଧି । ଚଳିତ ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାରୁ ଆଦର୍ଶ ଆଚରଣବିଧି ଉଠିଲା । ସମସ୍ତ କ୍ଷେତ୍ର ପାଇଁ ଆଜି ବିଧିବଦ୍ଧଭାବେ ଆଚରଣବିଧି ଉଠାଇଲେ ନିର୍ବାଚନ କମିଶନ । ଚଳିତଥର ଲୋକସଭା ନିର୍ବାଚନ ସହ ୪ ରାଜ୍ୟରେ ବିଧାନସଭା…

ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ । ଦ୍ୱିତୀୟ ଥର ପାଇଁ ଦେଶର ମଙ୍ଗ ଧରିବେ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ଆସନ୍ତା ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ଶପଥଗ୍ରହଣ କରିବେ । ମେ’ ୩୦ ତାରିଖ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ଉତ୍ସବ…