Daily Archives

May 25, 2019

ଏଭରେଷ୍ଟ ବିଜୟିନୀ କଳ୍ପନାଙ୍କ ଶେଷ ଫଟୋ ! ମରଶରୀର ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ସହାୟତା…

କନକ ବ୍ୟୁରୋ : ଏଭରେଷ୍ଟ ଶୃଙ୍ଗ ଉପରେ ପର୍ବତାରୋହୀ କଳ୍ପନା ଦାଶଙ୍କ ଶେଷ ଫଟୋ । ଗୋଟିଏ ଫଟୋ ଏଭରେଷ୍ଟ ଆରୋହଣ ସମୟର ହୋଇଥିବା ବେଳେ ଅନ୍ୟ ଫଟୋରେ କଳ୍ପନା ତଳେ ପଡ଼ିଯାଇଥିବାର ଦେଖିବାକୁ ମିଳିଛି । ସମ୍ଭବତଃ କଳ୍ପନାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଶେର୍ପା ଏହି ଫଟୋ ଉଠାଇଛନ୍ତି ।…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ସରକାର ଗଢିବାକୁ ଜଣାଇଲେ ଦାବି ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବି କରିଛନ୍ତି । ମୋଦିଙ୍କ ସହ ଏନଡିଏର ପ୍ରତିନିଧିମଣ୍ଡଳୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତିି । ଆଜି ସନ୍ଧ୍ୟାରେ ସଂସଦୀୟ ଦଳ ବୈଠକ ପରେ…

ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଅନେକ । ପ୍ରଥମ ଦିନରୁ ପ୍ରତିଶୃତି ପୂରଣ କରିବେ କି ନବୀନ?

କନକ ବ୍ୟୁରୋ : ପୁଣିଥରେ ରାଜ୍ୟରେ ସରକାର ଗଢିବାକୁ ଯାଉଛି ବିଜେଡି । ୫ମ ଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାବାସୀ ନବୀନଙ୍କୁ ପ୍ରଚଣ୍ଡ ବହୁମତ ସହ ପୁଣିଥରେ ରାଜ୍ୟ ସିଂହାସନରେ ବସାଇଛନ୍ତି । ତେବେ ନୂଆ ସରକାର ଆଗରେ ଏବେ ନୂଆ ଚ୍ୟାଲେଞ୍ଜ ଉଭା…

ବିଶ୍ୱକପ୍ ପୂର୍ବରୁ ବିରାଟ ବାହିନୀଙ୍କୁ ଝଟକା । ଅଭ୍ୟାସ ମ୍ୟାଚରେ ଭାରତକୁ ଶୋଚନୀୟ ପରାଜୟ ଦେଲା ନ୍ୟୁଜିଲାଣ୍ଡ ।

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଲଣ୍ଡନରେ ଝୁଣ୍ଟିଲା ବିରାଟ ବାହିନୀ । ଲଣ୍ଡନର କେନିଂଟନ୍ ଓଭାଲ ପଡ଼ିଆରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଅଭ୍ୟାସ ମ୍ୟାଚ୍ ଶୋଚନୀୟ ପରାଜୟ ହୋଇଛି ଭାରତୀୟ ଦଳ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୩୯.୨…

କାମ ଦେଲା ମହିଳା କାର୍ଡ, ବିଜୟୀ ହେଲେ ନବୀନ । ସ୍ୱୟଂ ସହାୟିକା ଗୋଷ୍ଠୀ ସାଜିଲା ସମର୍ଥନର ବଡ ପୁଞ୍ଜି, ଲୋକସଭାରେ ୩୩…

କନକ ବ୍ୟୁରୋ : ବିଜେଡିର ବିପୁଳ ବିଜୟ ପଛରେ ମହିଳାଙ୍କ ସମର୍ଥନ ସବୁଠୁ ବଡ କାରଣ ଥିଲା ବୋଲି କୁହାଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସମର୍ଥନ ଯୋଗାଡ କରିପାରିଥିଲା ଦଳ । ଓଡିଶାରେ ପ୍ରାୟ ଦେଢ କୋଟି ମହିଳା ଭୋଟର ଥିବା ବେଳେ, ବିଜୁ ଜନତା ଦଳ ଏଥିପାଇଁ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ…