Daily Archives

May 24, 2019

କେନ୍ଦ୍ରାପଡାରେ ଧରାଶାୟୀ ହେଲେ ବୈଜୟନ୍ତ । ପଲଟିଲା ବାଜି, ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ବିଜୟ ହେଲେ ବିଜେଡି ପ୍ରାର୍ଥୀ…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମାଟି କାମୁଡିଲେ ବୈଜୟନ୍ତ ପଣ୍ଡା । ସତ ହେଲା ଏକଜିଟ୍ ପୋଲର ରିପୋର୍ଟ । ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଫେଲ ମାରିଲା ବିଜେପିର ସବୁ ରଣନୀତି । ଅନୁଭବଙ୍କ…

୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଚଳିତମାସ ଶେଷ ସୁଦ୍ଧା ଗଠନ ହେବ ନୂଆ ସରକାର ।

କନକ ବ୍ୟୁରୋ : ଏନଡିଏର ବିପୁଳ ବିଜୟ ପରେ ଆଜି ୧୬ତମ ଲୋକସଭାକୁ ଭାଙ୍ଗିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ସୁପାରିଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ନୂଆ ସରକାର ଗଠନ ନେଇ ମୋଦି ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିବା…

ଭାଉଜଙ୍କ ରଣନୀତି ଆଗରେ ଫେଲ୍ ମାରିଲା ଦିଅରଙ୍କ ଲୋକପ୍ରିୟତା । ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗୀର ସିଂହାସନ ଦଖଲ କଲେ…

କନକ ବ୍ୟୁରୋ :  ବଲାଙ୍ଗୀରରେ ଭାଉଜ ଜିତିଲେ, ଦିଅର ହାରିଲେ । ଭାଉଜଙ୍କ ନିର୍ବାଚନ ରଣନୀତି ଆଗରେ ଫେଲ୍ ମାରିଲା ଦିଅରଙ୍କ ଲୋକପ୍ରିୟତା । ପାଟଣାଗଡ ରାଣୀ ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ବଲାଙ୍ଗୀର ସିଂହାସନ ଦଖଲ କରିଥିବା ବେଳେ ବଲାଙ୍ଗୀର ଯୁବରାଜଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । କଡା…

ବିଜୟ ବ୍ୟବଧାନ ‘ଲକ୍ଷେ ପ୍ଲସ୍’ । କେଉଁଠି ଅଭିଜ୍ଞ ନେତା ମାତ୍ ଖାଇଲେ, କେଉଁଠି ନବାଗତ କଲେ କମାଲ?

କନକ ବ୍ୟୁରୋ : ଭୋଟ ଗଣତି ସରିଛି, ରେଜଲ୍ଟ ଆସିଛି । କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ଆରମ୍ଭ କରିଛନ୍ତି ନିଜର ରାଜନୀତି କ୍ୟାରିୟର । କିଏ ଅଳ୍ପ କିଛି ଭୋଟରେ ପରାସ୍ତ ହୋଇ ଆଉ ୫ ବର୍ଷର ଅପେକ୍ଷାରେ ରହିଛି ତ ପୁଣି କିଏ ସର୍ବାଧିକ…

ପରାଜୟ ପରେ ରାଜ୍ୟ କଂଗ୍ରେସକୁ ଝଟକା । ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ ।

କନକ ବ୍ୟୁରୋ : ଗତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଛି । ଲୋକସଭା ନିର୍ବାଚନରେ ଦଳ ମାତ୍ର ଗୋଟିଏ ଆସନ…

ସୁରଟର ଏକ ଟ୍ରେନିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବାକୁ ଯାଇ ୪ ମହଲା ଛାତରୁ ଡେଇଁପଡି ଜୀବନ ହାରିଲେ…

କନକ ବ୍ୟୁରୋ : ଗୁଜୁରାଟର ସୁରଟରେ ଆଜି ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଏକ ୪ ମହଲା ବିଶିଷ୍ଟ କୋଠାର ଉପର ମହଲାରେ  ନିଆଁ ଲାଗିବାରୁ ଅତି କମରେ ୧୫ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ…