Daily Archives

May 24, 2019

ସୁରଟରେ ଟ୍ୟୁସନ୍ କ୍ଲାସରେ ଭୟାବହ ଅଗ୍ନିକାଣ୍ଡରେ ୧୯ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ସହରର ସମସ୍ତ କୋଚିଂ ସେଣ୍ଟର ବନ୍ଦ…

ସୁରଟ ତକ୍ଷଶିଳା କମପ୍ଲେକ୍ସରେ ଭୀଷଣ ଅଗ୍ନିକାଣ୍ଡରେ ୧୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଏହି ଦୁଃଖଦାୟକ ଘଟଣା ପରେ ଅହମ୍ମଦାବାଦ ସହରରେ ଥିବା ସମସ୍ତ ଟ୍ୟୁସନ୍ କ୍ଲାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅହମ୍ମଦାବାଦ ମ୍ୟୁନିସାପାଲ…

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଷୋଡଶତମ ଲୋକସଭାକୁ ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କୁ କଲେ ସୁପାରିଶ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ତଫା ଦେଇଛନ୍ତି । ଆଜି ବସିଥିବା କ୍ୟାବିନେଟର ଶେଷ ବୈଠକରେ ୧୬ଶ ଲୋକସଭାକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରାଯାଇଛି । ଏହା ସହିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାକୁ ସେ ରାଷ୍ଟ୍ରପତି ରାମନାଥ…

ହେବିୱେଟଙ୍କ ହାତରୁ ଖସିଲା ଗଡ । ଫିକା ପଡିଲା ଅନେକ ତୁଙ୍ଗ ନେତାଙ୍କୁ ଚମକ, ନିରାଶ କଲା ୧୯ ନିର୍ବାଚନର ଫଳାଫଳ ।

କନକ ବ୍ୟୁରୋ : ଶେଷ ହୋଇଛି ନିର୍ବାଚନ । ଏଥର ଫଳାଫଳ ଅନେକଙ୍କୁ ତାଜୁବ୍ କରିଛି । କାରଣ ରାଜନୀତିର ମୈଦାନରେ ଅନେକ ହେଭିୱେଟଙ୍କ ହାତରୁ ଖସି ଯାଇଛି ଗଡ । ବୈଜୟନ୍ତଙ୍କ ଠାରୁ ଆରମ୍ଭ କରି ଦାମ ରାଉତ, ଦାସବର୍ମାଙ୍କ ଠାରୁ କନକ ବର୍ଧନ ସଭିଏଁ ଭୋଗିଛନ୍ତି ପରାଜୟ । ସମସ୍ତଙ୍କୁ ଚମକାଇ ଦେବା ଭଳି…

ବିଜେଡିର ରଥୀ ମହାରଥୀଙ୍କ ଚକ୍ରବ୍ୟୁହ ଭିତରୁ ବରଗଡରେ ବାଜି ମାରିଲା ବିଜେପି । ସୁରେଶ ପୂଜାରୀଙ୍କୁ ମିଳିଲା ବଡ ସଫଳତା ।

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି, ଓଡ଼ିଶାରେ ନବୀନ । ଫଳାଫଳ ଆସିବା ପୂର୍ବରୁ ଯାହା ଆକଳନ କରାଯାଉଥିଲା ତାହା ଶତ ପ୍ରତିଶତ ସଠିକ୍ ହୋଇଛି । ଦେଶରେ ମୋଦି ମ୍ୟାଜିକ୍ କାମ କରିଥିବା ବେଳେ ରାଜ୍ୟରେ ଚାଲିଛି ନବୀନଙ୍କ ଯାଦୁ । କିନ୍ତୁ ଏସବୁ ଭିତରେ ଓଡ଼ିଶାର ୩ଟି ଲୋକସଭା ଆସନରେ ଏଭଳି ପରିଣାମ…

ମୋଦି ସୁନାମିରେ ଦୋହଲିଗଲା କଂଗ୍ରେସ । ହାରିଲେ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୭ ଜଣ ମୁଖ୍ୟମନ୍ତ୍ରୀ ବି ଚିତପଟାଙ୍ଗ ।

କନକ ବ୍ୟୁରୋ : ମୋଦି ସୁନାମୀରେ ଦୋହଲିଗଲା କଂଗ୍ରେସ । ହାରିଲେ ଅଧ୍ୟକ୍ଷ, ୭ମୁଖ୍ୟମନ୍ତ୍ରୀ ଚିତପଟାଙ୍ଗ । ବର୍ଷ ବର୍ଷ ଧରି କଂଗ୍ରେସ ଜିତି ଆସୁଥିବା ପାରମ୍ପରିକ ଆସନ ଆମେଠିରେ ଏଥର ଦଳର ମଙ୍ଗୁଆଳଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିପୁଳ ଭୋଟ୍…

ଜନତା କୋର୍ଟରେ ବଡ ବିଚାର । ଶେଷ ମୁହୂର୍ତ୍ତରେ ପଲଟିଗଲା ଭାଗ୍ୟ, ହାରୁ ହାରୁ ଜିତିଗଲେ ପ୍ରାର୍ଥୀ ।

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଫଳାଫଳ ଛାତି ଥରାଇଦେଇଛି ନେତାଙ୍କର । କିଏ ଜିତୁ ଜିତୁ ହାରିଛି ତ ଆଉ କିଏ ହାରୁ ହାରୁ ଜିତିଯାଇଛି । ଅନେକ ଆସନରେ ଦୁଇ ନେତାଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ବି ବହୁତ କମ୍ ରହିଛି । କମ ବ୍ୟବଧାନର ବିଜୟ କିଛି ନେତାଙ୍କୁ ବିଧାୟକ ହେବାର ସୁଯୋଗ ଦେଇଛି ତ ପୁଣି…