Daily Archives

May 23, 2019

ଘଷିପୁରା ଆସନକୁ ଅକ୍ତିଆର କଲା ବିଜେଡି । ନିଜ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ନିରଞ୍ଜନ ପଟ୍ଟନାୟକଙ୍କୁ ପରାଜିତ କରି ବିଜୟ…

କନକ ବ୍ୟୁରୋ: ଘଷିପୁରା ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ର । କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୬୬୬ ଖଣ୍ଡ ଭୋଟ୍ ରେ ମାତ୍ ଦେଇ ୫ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ବଦ୍ରି ପାତ୍ର । ତେବେ ଯେଉଁଭଳି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି…

ଭଟଲୀରେ ପୁଣି ବାଜିଲା ଶଙ୍ଖ । ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ପୁଣି ବିଧାୟକ ହେଲେ ସୁଶାନ୍ତ ସିଂ ।

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଯୁଦ୍ଧରେ ବାଜି ମାରିଚାଲିଛି ବିଜୁ ଜନତା ଦଳ । ଆଉ ଏହି କ୍ରମରେ ଭଟଲୀ ଆସନକୁ ନିଜ କବଜାକୁ ନେଇଛି ବିଜେଡି । ପୁଣି ଥରେ ଏଠାରେ କମାଲ୍ ଦେଖାଇଛନ୍ତି ବିଜୁ ଜନତା ଦଳ ଯୁବ ନେତା ତଥା ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତି ସିଂହ । ଭଟଲୀରେ…

ବିଧାନସଭା ନିର୍ବାଚନ ୨୦୧୯: ପୁଣି ଦିଗପହଣ୍ଡିର ଦିଗବାରେଣୀ ହେଲେ ସୂର୍ଯ୍ୟ ପାତ୍ର, ବିଜେପି ପ୍ରାର୍ଥୀ ପିଙ୍କି…

କନକ ବ୍ୟୁରୋ: ପୁଣି ଦିଗପହଣ୍ଡିରେ ଦିଗବାରେଣୀ ହେଲେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର । ୪୦ ହଜାର ୪୭୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିର ପିଙ୍କି ପ୍ରଧାନଙ୍କୁ ଦେଲେ ମାତ୍ ଦେଇ ବିଜୟ ତିଳକ ପିନ୍ଧିଲେ ବିଜେଡି ହେଭିୱେଟ୍ ସୂର୍ଯ୍ୟ ନାରାୟଣ ପାତ୍ର । ଆଉ ବିଜେଡି ସୁପ୍ରିମୋ ନବୀନ…

ଯାଜପୁରରେ ବିଜେଡିର ଜବରଦସ୍ତ ବିଜୟ । ତୃତୀୟ ଥର ପାଇଁ ହ୍ୟାଟ୍ରିକ୍ ମାରିଲେ ହେଭିୱେଟ୍ ବବି ଦାସ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେଉଛି ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ଯାଜପୁର ଆସନକୁ ପୁଣି ଥରେ ବିଜେଡି ଅକ୍ତିଆର କରିଛନ୍ତି । ଆଉ ପୁଣି ତୃତୀୟ ଥର ପାଇଁ ଯାଜପୁରବାସୀଙ୍କ ଭରସା ଜିତି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ ।…

କେନ୍ଦୁଝରରେ ଫୁଟିଲା ପଦ୍ମ । ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଲେ…

କନକ ବ୍ୟୁରୋ : କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ । ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଲେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝି । ୧୧୮୯ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି । ଗତ ଦୁଇଟି ଟର୍ମ ଧରି କେନ୍ଦୁଝର ଆସନକୁ…

ବିଜେଡି ଖାତାକୁ ଗଲା ପାରାଦୀପ ଆସନ । ବାପି ସର୍ଖେଲଙ୍କୁ ୨୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ କରି ‘ଶଙ୍ଖ’ ନାଦ…

କନକ ବ୍ୟୁରୋ: ପାରାଦୀପ ବିଧାନସଭା ଆସନକୁ ଅକ୍ତିଆର କଲା ବିଜେଡି । ପାରାଦ୍ୱୀପରେ ବିଜେଡି ପ୍ରାର୍ଥୀ ୨୦ ହଜାର ୮୦୨ ଖଣ୍ଡ ଭୋଟ୍ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ଓରଫ୍ ବାପି ସର୍ଖେଲଙ୍କୁ ପରାଜିତ କରି ବାଜି ମାରିନେଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଆଉ ପ୍ରଥମଥର…