Daily Archives

May 22, 2019

ଗଣତନ୍ତ୍ରକୁ ବଞ୍ଚାଇବାକୁ ଗୁଳି ଚଳାଇବାକୁ ମଧ୍ୟ ପ୍ରସ୍ତୁତ । କାହିଁକି ଏଭଳି କହିଲେ ପୂର୍ବତନ ବିଧାୟକ

ଆସନ୍ତାକାଲି ଇଭିଏମରୁ ସିଲ ଖୋଲିବା ସହ ଫିଟିବ ନେତାଙ୍କ ଭାଗ୍ୟ । ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିହାରରେ ଉଷ୍ମ ହୋଇଛି ରାଜନୀତି ପାଣିପାଗ । ଆରଏଲଏସପି ପ୍ରମୁଖ ଉପେନ୍ଦ୍ର କୁଶୱାହାଙ୍କ ବିବାଦୀୟ ବୟାନକୁ ସମର୍ଥନ କରିବା ସହ ଭଭୁଆର ପୂର୍ବତନ ବିଧାୟକ ତଥା ବକ୍ସର ଲୋକସଭା…

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏନସିପିକୁ ବଡ ଝଟକା : ଶିବସେନାରେ ସାମିଲ ହେବେ ଏହି ବଡ ନେତା

ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦଳର ସହଯୋଗୀ ଏନସିପିକୁ ବଡ ଝଟକା ଲାଗିଛି । ମହାରାଷ୍ଟ୍ରରେ ଏନସିପି ନେତା ତଥା ପୂର୍ବ ମନ୍ତ୍ରୀ ଜୟଦତ୍ତ କ୍ଷୀରସାଗର ଆଜି ଶିବସେନାରେ ସାମିଲ ହେବେ । ଆଜି ସନ୍ଧ୍ୟା ୫ଟାରେ ଶିବସେନା ଭବନରେ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଜୟଦତ୍ତ…

ତାତିରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡିଘଡି ସହ ହୋଇପାରେ ବର୍ଷା ।

କନକ ବ୍ୟୁରୋ : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ୧୫ଟି ଜିଲ୍ଲାରେ ୨୨ରୁ ୨୩ ତାରିଖ ମଧ୍ୟରେ ଘଡ଼ଘଡ଼ି ସହ ହାଲକା ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିପାରେ ବୋଲି ବୁଧବାର…

ନିଜ ସର୍ଭେ ରିପୋର୍ଟରେ ବି ଫେଲ ହେଲା କଂଗ୍ରେସ । ୟୁପିଏକୁ ପଛରେ ପକାଇ ଆଗରେ ରହିଲା ଏନଡିଏ

କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଉ ଏହାପରେ ଆସିଲା ଏକଜିଟ ପୋଲ ରିପୋର୍ଟ । ଦେଶର ମୁଡ କଣ ରହିଛି? ଆଗାମୀ ଦିନରେ କିଏ ନିର୍ବାଚନରେ ବିଜୟୀ ହେବେ ଆଜିକୁ ନେଇ ସର୍ଭେ କରାଯାଏ । ଚଳିତଥର ମଧ୍ୟ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ନିଜର ଏକଜିଟ ପୋଲ କରିଥିଲେ । କେବଳ ତାହା ନୁହେଁ ବିଭିନ୍ନ ମଧ୍ୟ…

ରାତି ପାହିଲେ ହେବ ନେତାଙ୍କ ଭାଗ୍ୟ ଗଣତି। ରାଜ୍ୟର ୨୧ ଲୋକସଭା ସମେତ ୧୪୬ ବିଧାନସଭା ଆସନରେ ସକାଳ ୮ଟାରୁ କାଉଣ୍ଟିଂ

କନକ ବ୍ୟୁରୋ: ରାତି ପାହିଲେ ହେବ ନେତାଙ୍କ ଭାଗ୍ୟ ଗଣତି । ବାହାରିବ ୨୦୧୯ ନିର୍ବାଚନ ପରିକ୍ଷାର ଫଳ । ଯାଜପୁର ଜିଲ୍ଲାର ଏନସି କଲେଜ ପରିସରରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗଣତି ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସକାଳ ୬ଟା ପରେ ଭୋଟ ଗଣତି…

ପଂଜାବ ମନ୍ତ୍ରୀମଣ୍ଡଳରେ ସିଦ୍ଧୁଙ୍କୁ ତୀବ୍ର ବିରୋଧ; ବିପଦରେ ମନ୍ତ୍ରୀ ପଦ । ସିଦ୍ଧୁଙ୍କ ଇସ୍ତଫା ଦାବି କଲେ ୪ ମନ୍ତ୍ରୀ

କନକ ବ୍ୟୁରୋ : ପଂଜାବର ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କ ଇସ୍ତଫା ଦାବି ଜୋର ଧରିଲାଣି । ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ଦାବି କରିଛନ୍ତି କି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ସିଦ୍ଧୁଙ୍କୁ ଇସ୍ତଫା ଦେବା ଉଚିତ୍ । ଏମିତିରେ ସାଧାରଣ ନିର୍ବାଚନର ୨୩…