Daily Archives

May 22, 2019

ଗୁଳି ମାରିଲେ, ଗଳା କାଟିଲେ । ଆସ୍କାରେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

କନକ ବ୍ୟୁରୋ : ଗଣତି ପୂର୍ବରୁ ଗୁଳିମାଡ । ଆସନ୍ତାକାଲି ଭୋଟଗଣତି ହେବା ପୂର୍ବରୁ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଆସ୍କାର କଂଗ୍ରେସ ବିଧାନସଭା ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ ସହ ମରଣାନ୍ତକ ଆକ୍ରମଣ । ଆଉ ଏଭଳି ଘଟଣା ଏବେ ଆସ୍କାରେ ଆତଙ୍କ ଖେଳାଇ ଦେଇଛି । ସୂଚନା…

ଗଡୁଛି ସମୟ, ବଢୁଛି ଟେନସନ୍: କାଲି ଖୋଲିବ ଭାନୁମତୀ ପେଡି, ଜଣାପଡ଼ିବ କାହାକୁ ଆଶୀର୍ବାଦ କରିଛନ୍ତି ଜନତା, କାହା…

କନକ ବ୍ୟୁରୋ: ଗଣତି ପୂର୍ବରୁ ବଢ଼ିବାରେ ଲାଗିଛି ନେତାଙ୍କ ହାର୍ଟବିଟ୍ସ । ନିର୍ବାଚନ ଜିତିବା ପାଇଁ ଦିନ ରାତି ଏକ କରି ଦେଇଥିବା ନେତାଙ୍କୁ ଘାରିଛି ଜିତିବା ହାରିବା ଚିନ୍ତା । ବିଶେଷ କରି ଏକଜିଟ୍ ପୋଲ୍ ରିପୋର୍ଟ ନେତାଙ୍କ ନିଦ ହଜାଇ ଦେଇଛି । ଯେଉଁ ପ୍ରାର୍ଥୀଙ୍କ ବିପକ୍ଷରେ ବୁଥ ବାହୁଡ଼ା ମତ…

ଏକଜିଟ୍ ପୋଲ ଆକଳନକୁ ମାନିବାକୁ ନାରାଜ୍ ବିରୋଧୀ । ଏନଡିଏ ଓ ୟୁପିଏ ବାଦ୍ ତୃତୀୟ ସାମୁଖ୍ୟର ସରକାର ଗଠନ ପାଇଁ ପ୍ରୟାସ

କନକ ବ୍ୟୁରୋ: ଏକଜିଟ ପୋଲ ରିପୋର୍ଟ ଅନୁସାରେ କେନ୍ଦ୍ରରେ ଏନଡିଏ ସରକାରକୁ ମିଳିବ ବହୁମତ । ଏବଂ ସରକାର ଗଠନ କରିବ ଏନଡିଏ । ଏହାସତ୍ୱେ ମଧ୍ୟ ତୃତୀୟ ସାମୁଖ୍ୟ ଗଠନ ନେଇ ବିରୋଧିମାନେ ଏକାଠି ହେଉଛନ୍ତି । ସେମାନଙ୍କ ଆକଳନ ହେଲା, କେନ୍ଦ୍ରରେ ହେବ ଝୁଲା ସରକାର । ଆଉ ସରକାର ଗଠନରେ…

ରାଫେଲ ଡିଲ : ଫ୍ରାନ୍ସରେ ଭାରତୀୟ ଟିମ ଠିକଣାରେ ଅନୁପ୍ରବେଶ ଉଦ୍ୟମ, ହାଇଆଲର୍ଟରେ ବାୟୁସେନା

ଲୋକସଭା ନିର୍ବାଚନ ସମୟରେ ରାଫେଲ ଚୁକ୍ତି ମାମଲା ନିର୍ବାଚନୀ ମୁଦ୍ଦା ବନିଥିଲା । କଂଗ୍ରେସ ଓ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଚୁକ୍ତି ଉପରେ ସରକାରକୁ ଘେରିଥିଲେ । କିନ୍ତୁ ଏବେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଏହି ସମ୍ପର୍କରେ ବଡ ଖବର ଫ୍ରାନ୍ସରୁ ଆସିଛି, ଯେଉଁଠି ଭାରତୀୟ ରାଫେଲ…

ମତଗଣନା ପୂର୍ବରୁ କର୍ମୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ। କର୍ମୀଙ୍କୁ ଟିପ୍ସ ଦେଇ କହିଲେ, ଆସନ୍ତା…

କନକ ବ୍ୟୁରୋ: ଜାତୀୟ ସ୍ତରରେ ସର୍ଭେ ସଂସ୍ଥାର ଏଗଜିଟ ପୋଲ୍ ପୂର୍ବାନୁମାନ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଗଜିଟ ପୋଲ ପୂର୍ବାନୁମାନ ଅନୁସାରେ ଏନଡିଏକୁ ବହୁମତ ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ…

ଡିଜିଟାଲ ଡିସପ୍ଲେ ବୋର୍ଡରେ ଆସିବ ନିର୍ବାଚନ ଫଳାଫଳ । ଲୋକେ ପାଇପାରିବେ ଟିକିନିକି ତଥ୍ୟ

କନକ ବ୍ୟୁରୋ : ଆସନ୍ତାକାଲି ଖୋଲିବ ଭାନୁମତୀ ପେଡି । ଆଉ ଏହାସହ ନିର୍ଦ୍ଧାରଣ ହୋଇଯିବ ନେତାଙ୍କ ଭାଗ୍ୟ । କିଏ ବାଜି ମାରିବ,ଆଉ କିଏ ପୁଣି ୫ ବର୍ଷକୁ ଅପେକ୍ଷା କରିବ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ଭୋଟଗଣତି ହେବାକୁ ଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ…