Daily Archives

May 21, 2019

ରେଜଲ୍ଟ ପୂର୍ବରୁ ରାଜନୀତି ! ‘ଫୋନି’ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର, ଫଳାଫଳ ପୂର୍ବରୁ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଆର୍ଟିକିଲ, ଯାହା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି । ଯାହା ଫଳାଫଳ ପୂର୍ବରୁ ପଲିଟିକ୍ସର ପାରଦ ବଢ଼ାଇଛି । ଏହାର ଶୀର୍ଷକ ରହିଛି- ଫୋନିର ମୁକାବିଲା ଦିଗରେ ଓଡ଼ିଶା, ଏକ ପ୍ରଶଂନୀୟ କାର୍ଯ୍ୟ କରିଛି ଏବଂ କେନ୍ଦ୍ର ଓ…

ସିସିଟିଭି ଲାଗିଲା, ସଫଳତା କମିଲା ! ମାଟ୍ରିକ୍ ରେଜଲ୍ଟ ପରେ ପାସ୍ ହାରକୁ ନେଇ ବଢ଼ିଲା ଚିନ୍ତା, ପୁଅଙ୍କୁ ଟପିଲେ ଝିଅ ।

କନକ ବ୍ୟୁରୋ : ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ । ଚଳିତ ବର୍ଷ ୬ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ । ମୋଟ ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଝାରସୁଗୁଡାରେ ସର୍ବାଧିକ ଏବଂ…

ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ନିର୍ବାଚନ କମିଶନଙ୍କୁ ଭେଟିଲେ ବିରୋଧୀ ମେଣ୍ଟର ୨୨ ଦଳର…

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ଦିଲ୍ଲୀରେ ମେଳି ବାନ୍ଧିଲେଣି ନେତା । କଂଗ୍ରେସ, ଏସପି, ବିଏସପି ଏବଂ ଟିଡିପି ସମେତ ୨୨ଟି ରାଜନୈତିକ ଦଳ ଆଜି ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ପ୍ରସଙ୍ଗ ହେଉଛି ଇଭିଏମ୍ । ଗଣତି ସମୟରେ…

ଭୋଟ୍ ଗଣତି ପୂର୍ବରୁ ସମର୍ଥନ ନେଇ ଜବାବ୍ ରଖିଲା ବିଜେଡି । କହିଲା, ଓଡ଼ିଶାର ସ୍ୱାର୍ଥକୁ ଯିଏ ଦେଖିବ, ତାକୁ ବିଜେଡି…

କନକ ବ୍ୟୁରୋ: ଏକଜିଟ୍ ପୋଲର ଆକଳନ ଅନୁସାରେ କେନ୍ଦ୍ରରେ ସରକାର କରିବ ଏନଡିଏ । ଯଦି ଏନଡିଏକୁ ପୂର୍ଣ୍ଣ ବହୁମତ ନମିଳେ , ତେବେ ଦରକାର ପଡିବ ବିଜେଡି ଭଳି ଆଂଚଳିକ ଦଳର ସମର୍ଥନ । ତେବେ ଏପରି ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ କେନ୍ଦ୍ରୀୟ ନେତାଙ୍କ ନଜର ରହିଛି । ଆଉ ବିଜେଡିର…

୨୦୧୯ରେ ରାଜ୍ୟ ରାଜନୀତି ଦେଖିବ ନୂଆ ଟ୍ରେଣ୍ଡ! ଲୋକସଭା ଏବଂ ବିଧାନସଭା ପାଇଁ ଅଲଗା ଅଲଗା ପଡ଼ିଲା ଭୋଟ

କନକ ବ୍ୟୁରୋ: ସମ୍ବାଦ ଓ କନକ ନ୍ୟୁଜର ଏଗଜିଟ୍ ପୋଲ ଆକଳନ ନେଇ ସାରା ଓଡିଶାରେ ଆଲୋଚନା ସରଗରମ ଚାଲିଛି । ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ବିଜେପି ପାଇଁ ଅଲଗା ଅଲଗା ଭୋଟ୍ ପଡିଛି ବୋଲି, ଏକଜିଟ୍ ପୋଲ ଦର୍ଶାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି, ଓଡିଶାରେ ଏହି ଟ୍ରେଣ୍ଡ…

ଗଡୁଛି ସମୟ, ବଢୁଛି ନେତାଙ୍କ ହାର୍ଟବିଟ୍ । ଆଉ ମାତ୍ର ୪୮ ଘଣ୍ଟାର ସମୟ, ୧୯ ଯୁଦ୍ଧର ହେବ ମହାନିର୍ଣ୍ଣୟ ।

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇସାରିଛି ଆଉ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିସାରିଛି । ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ଥିବା ବେଳେ ରାଜନୀତି ମଧ୍ୟ ସରଗରମ ରହିଛି । ସମୟର କଣ୍ଟା ଯେତିକି ଆଗକୁ ବଢୁଛି, ନେତାଙ୍କ ହୃତସ୍ପନ୍ଦନ ମଧ୍ୟ ସେତିକି…