Daily Archives

May 21, 2019

ମୂଲାୟମ ଓ ଅଖିଳେଶଙ୍କୁ ବଡ ଆଶ୍ୱସ୍ତି । ଆୟ ବର୍ହିଭୁତ ସମ୍ପତି ମାମଲାରେ କ୍ଲିନଚିଟ୍ ଦେଲା ସିବିଆଇ ।

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ମାମଲାରେ ମୁଲାୟମ ସିଂହ ଯାଦବ ଓ ଅଖିଳେଶ ସିଂହ ଯାଦବଙ୍କୁ ବଡ ଆଶ୍ୱସ୍ତି । ଉଭୟ ଅଖିଳେଶ ଓ ମୂଲାୟମଙ୍କୁ କ୍ଲିନଚିଟ୍ ଦେଇଛି ସିବିଆଇ । ସପା ସଂରକ୍ଷକ ମୂଲାୟମ ସିଂହ ଯାଦବ ଓ ସପା ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବଙ୍କ ବିରୋଧରେ ସୁପ୍ରିମକୋର୍ଟରେ ସତ୍ୟପାଠ…

କେମିତି ଅଛି ବଡଦେଉଳ ନୀଳଚକ୍ରର ସ୍ଥିତି ? ଡ୍ରୋନ୍ ମାଧ୍ୟମରେ ନୀଳଚକ୍ର ସ୍ଥିତି ଅନୁଧ୍ୟାନ କରିବ ଏଏସଆଇ ।

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ଫନି’ ପରେ ଶ୍ରୀମନ୍ଦିରର ନୀଳଚକ୍ର କେମିତି ଅଛି, ତାହା ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ସନ୍ଧ୍ୟାରେ ନିଷ୍ପତ୍ତି ହୋଇଛି । ମାତ୍ର ଶ୍ରୀମନ୍ଦିର ଉପରକୁ ଚଢ଼ି ସିଧାସଳଖ ‘ନୀଳଚକ୍ର’ର ସ୍ଥିତି…

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଭାବୁକ ହେଲେ ରାହୁଲ ଓ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଟ୍ୱିଟ୍, ମୋ ପିତା ମୋ ପାଇଁ…

କନକ ବ୍ୟୁରୋ : ଭାବୁକ ହେଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ଶ୍ରାଦ୍ଧ ଦିବସରେ ତାଙ୍କ ଉଦ୍ଦେଶ୍ୟରେ କିଛି ଲେଖା ସେୟାର କରି ମନ କଥା କହିଛନ୍ତି ଭାଇ ରାହୁଲ ଓ ଭଉଣୀ ପ୍ରିୟଙ୍କା । ଦିଲ୍ଲୀ ବୀରଭୁମିରେ ରାଜୀବଙ୍କୁ ଶ୍ରଦ୍ଧାଂଜଳି…

ଆସିଲା ରେଜଲ୍ଟ । ସଫଳତାର ସୂତ୍ର ବଖାଣିଲେ ମାଟ୍ରିକରେ ମ୍ୟାଜିକ୍ କରିଥିବା ହିରୋ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ । ଚଳିତ ବର୍ଷ ୬ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ । ମୋଟ ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଝାରସୁଗୁଡାରେ ସର୍ବାଧିକ ଏବଂ…

ଦିନକ ପରେ ହେବ ସାଧାରଣ ନିର୍ବାଚନର ଭୋଟ ଗଣତି । ସକାଳ ୮ଟାରୁ ୬୩ଟି କେନ୍ଦ୍ରରେ ଆରମ୍ଭ ହେବ ମତଗଣନା, ସମ୍ବଲପୁରରୁ ସଅଳ…

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଆସିବାକୁ ଯାଉଛି ୨୦୧୯ ନିର୍ବାଚନର ଫଳାଫଳ । ଭୋଟ ଗଣତିକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଚୁଡାନ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ମୋଟ ୬୩ଟି ଭୋଟ ଗଣତି କେନ୍ଦ୍ରରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ । ସକାଳ ୮ଟା ରେ ଆରମ୍ଭ…