Daily Archives

May 20, 2019

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆଶଙ୍କା ! ମୁତୟନ ରହିବେ ୨୦୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ।

କନକ ବ୍ୟୁରୋ : ଶେଷ ହୋଇଛି ୧୯ ଯୁଦ୍ଧର ଲଢେଇ ଆଉ ଅପେକ୍ଷା ରହିଛି ଫଳାଫଳକୁ । ଆଉ ଏହାରି ଭିତରେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ହେବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଶେଷ ହେବା ସତ୍ତ୍ୱେ ପଶ୍ଚିମବଙ୍ଗରେ ଥିବା କେନ୍ଦ୍ରୀୟ…

ରାତି ୧୧ଟା ସୁଦ୍ଧା ୨୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୨୪ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୧୧ଟା ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ…

ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଗେଲ୍ (ଇଣ୍ଡିଆ) । ‘ଫୋନି’ ବିପନ୍ନଙ୍କ ପାଇଁ ଦେଲା ୫ କୋଟି ଟଙ୍କାର ସହାୟତା…

କନକ ବ୍ୟୁରୋ : ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଗେଲ୍ (ଇଣ୍ଡିଆ) ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)କୁ ରିଲିଫ ଏବଂ ଥଇଥାନ ବାବଦକୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କେ…

‘ଫୋନି’ ପରେ ଓଡ଼ିଶା ସାଥିରେ ସମସ୍ତେ । ବିଦେଶରୁ ମଧ୍ୟ ବଢ଼ାଇପାରିବେ ସହାୟତାର ହାତ । ଜାଣନ୍ତୁ କିପରି?

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ବିର୍ଯ୍ୟସ୍ତ ଓଡ଼ିଶାର ପୁନଃରୁଦ୍ଧାର ପାଇଁ ପ୍ରୟାସ । ଦେଶର କୋଣ ଅନୁକୋଣରୁ ଓଡ଼ିଶା ପାଇଁ ସହାୟତାର ହାତ ବଢୁଥିବାବେଳେ ଏଣିକି ବିଦେଶରୁ ମଧ୍ୟ ସହାୟତା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ପେଜରୁ ସୂଚନା ମିଳିଛି । ‘ଫୋନି’ ପ୍ରପୀଡ଼ିତ…

ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସିଙ୍ଗାପୁର ଓଡ଼ିଆ ସମାଜ । ଖାଦ୍ୟସାମଗ୍ରୀ ସହ ଆଦିବାସୀ…

କନକ ବ୍ୟୁରୋ : ବାତ୍ୟା ‘ଫୋନି’କୁ ବିତିଲାଣି ୧୮ ଦିନ । କିନ୍ତୁ ଆଜିବି ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି ଉପକୂଳ ଓଡିଶାବାସୀ । ବାତ୍ୟା ସିନା ଚାଲିଯାଇଛି, କିନ୍ତୁ ଯେଉଁ ଚିହ୍ନ ଛାଡିଦେଇଛି, ତାହା କେବେଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ । ତେବେ ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ…