Daily Archives

May 18, 2019

ଭୋଟ୍ ଗଣତି ପାଇଁ ଚାଲିଛି ପ୍ରସ୍ତୁତି । ଡିଜି କହିଲେ ୬୨ଟି ସ୍ଥାନରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଓଡିଶାରେ ଶେଷ ହୋଇସାରିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଆଉ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, କାହା ସପକ୍ଷରେ ଯାଉଛି ଜନମତ । ଏହା ପୂର୍ବରୁ ରାଜ୍ୟର ୬୨ଟି ସ୍ଥାନରେ…

‘ଫୋନି’ ପରେ ସୁଧୁରିଲାଣି ସ୍ଥିତି । କେଉଁଠି କେତେ ପୁନଃରୁଦ୍ଧାର ହୋଇଛି, ହିସାବ ଦେଲେ ସରକାର ।

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ପରବର୍ତ୍ତୀ ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି । ଜନଜୀବନ ଯଥେଷ୍ଟ ଭାବରେ ବ୍ୟବସ୍ଥିତ ହୋଇପାରିଛି । ବାତ୍ୟା ପୂର୍ବର ପ୍ରସ୍ତୁତିମୂଳକ ପଦକ୍ଷେପ ଯୋଗୁଁ ଜୀବନହାନୀ ରୋକା ଯାଇପାରିଛି । ବାତ୍ୟା ପୂର୍ବରୁ ପ୍ରାକ୍-ପ୍ରସ୍ତୁତି ବାତ୍ୟା ପରବର୍ତ୍ତୀ ସମୟରେ…

ସୂର୍ଯ୍ୟଙ୍କୁ ଦାମଙ୍କ କଟାକ୍ଷ ! କହିଲେ, ନବୀନ ପ୍ରଧାନମନ୍ତ୍ରୀ ହେଲେ, ସୂର୍ଯ୍ୟ ପାତ୍ର ହେବେ ପେଟ୍ରୋଲିୟମ ମନ୍ତ୍ରୀ ।

କନକ ବ୍ୟୁରୋ: ପୁଣି ଦାମଙ୍କ ନିଶାନାରେ ସୂର୍ଯ୍ୟ ପାତ୍ର । ୨୩ ପରୀକ୍ଷା ଫଳ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଯୋଗ୍ୟ ସେନେଇ ଗତକାଲି ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ କି ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ବାବୁ ପୁରା ଯୋଗ୍ୟ ପ୍ରାର୍ଥୀ । ଆଉ…

ପୁରୀରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଜୁନ ୧୭ ସୁଦ୍ଧା ଶ୍ରୀମନ୍ଦିର ହେବ ସ୍ୱାଭାବିକ ।

କନକ ବ୍ୟୁରୋ : ଆସନ୍ତା ୧୭ ତାରିଖ ସୁ୍ଦ୍ଧା ସରିବ ଶ୍ରୀମନ୍ଦିର ମରାମତି କାମ । ଶ୍ରୀମନ୍ଦିର କ୍ଷୟକ୍ଷତିର ସ୍ଥିତି ପରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବାତ୍ୟା…

ଭାରତର ସବୁଠୁ ବୟସ୍କ ଭୋଟର । ୧୦୩ ବର୍ଷ ବୟସରେ କାଲି ୧୭ଥର ପାଇଁ କରିବେ ମତଦାନ । ବାଜାବାଣ ସହ ରେଡ୍ କାର୍ପେଟ୍ ପକାଇ…

କନକ ବ୍ୟୁରୋ : ରାତିପାହିଲେ ଦେଶରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଅର୍ଥାତ୍ ସପ୍ତମ ପର୍ଯ୍ୟାୟ ମତଦାନ । ଭୋଟ୍ ଦେବେ ଶ୍ୟାମ ସରନ୍ ନେଗୀ । ଭୋଟ୍ ଦେବା ଆମ କର୍ତ୍ତବ୍ୟ । ଆସନ୍ତାକାଲି ଅନେକ ଭୋଟର ମଧ୍ୟ ଭୋଟ୍ ଦେବେ । ଏହା ଏକ ପ୍ରକ୍ରିୟା । ହେଲେ ଆମେ ଆଜି ଏହି ଖବର ଆପଣଙ୍କୁ ଏଥିପାଇଁ…