Daily Archives

May 17, 2019

ପ୍ରଚାର ଶେଷଦିନରେ ଦେଖିବାକୁ ମିଳିଲା ହାଇଭୋଲଟେଜ ଲଢେଇ । ପୁଣି ଥରେ ମୋଦି-ରାହୁଲ ପରସ୍ପରକୁ କଲେ ସମାଲୋଚନା

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ନିର୍ବାଚନ କୋଳାହଳ ମଧ୍ୟ କମିଯାଇଛି । ଆସନ୍ତା ରବିବାର ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଶେଷ ପର୍ଯ୍ୟାୟରେ ୮ ରାଜ୍ୟରେ ୫୯ ସିଟରେ ମୋଟ ନିର୍ବାଚନ ହେବା ପାଇଁ ଯାଉଛି ।…

୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଭୋଟ ପାଇଁ ବିଶ୍ୱର ସର୍ବୋଚ୍ଚ ଉଚ୍ଚତମ କେନ୍ଦ୍ରରେ…

କନକ ବ୍ୟୁରୋ : ସାରା ଦେଶରେ ନିର୍ବାଚନ ମାହୋଲ । କହିବାକୁ ଗଲେ ଆଗାମୀ ନିର୍ବାଚନ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଂଚିଛି । ମିଳିଥିବା ସୂଚନା ଅନୁସାରେ , ବିଭିନ୍ନ ବୁଥରେ ପୋଲିଂ ପାର୍ଟି ପହଂଚିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ଏହାରି ମଧ୍ୟରେ ,…

ଦକ୍ଷିଣ ଭାରତରେ ବଢିଚାଲିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ! ସରକାରଙ୍କୁ ସତର୍କ କରାଇଲା ଗୁଇନ୍ଦା ବିଭାଗ

କନକ ବ୍ୟୁରୋ : ଦକ୍ଷିଣ-ଭାରତରେ ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସର ଅନୁପ୍ରବେଶ ବଢିଚାଲିଛି । ଏ ନେଇ ଗୁଇନ୍ଦା ସଂସ୍ଥାମାନେ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ବିଶେଷକରି ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ ଆଇଏସ ଆତଙ୍କବାଦୀମାନଙ୍କ ନେଟଓ୍ଵାର୍କ ରହିଛି ବୋଲି ଗୁଇନ୍ଦା…

ପ୍ରଚାର ଶେଷ ଦିନରେ ମୋଦିଙ୍କ ରଣହୁଙ୍କାର: କହିଲେ ଅବ୍ କି ବାର୍ ତିନି ଶହ ପାର୍; ରାହୁଲ୍ କହିଲେ, ଅଜ୍ଞାନୀ ବାଂଟୁଛନ୍ତି…

କନକ ବ୍ୟୁରୋ: ଶେଷ ହୋଇଛି ଚଳିତ ନିର୍ବାଚନର ଶେଷ ଦିନର ପ୍ରଚାର । ଆଉ ଅନ୍ତିମ ପ୍ରଚାରରେ ପ୍ରମୁଖ ଦଳ ମଧ୍ୟରେ ଜୋରଦାର୍ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଆଜି ସରିଛି ଶେଷ ପ୍ରଚାର । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶରେ ବିଶାଳ…

କାହାକୁ ମିଳିବ କେତେ ସିଟ୍, କ’ଣ ହେବ ବିଜେଡିର ଆଭିମୁଖ୍ୟ? ଗଣତି ପୂର୍ବରୁ ଆରମ୍ଭ ହେଲା ଚର୍ଚ୍ଚା

କନକ ବ୍ୟୁରୋ: ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ କିଏ ହେବ ଭାରତବର୍ଷର ପରବର୍ତି ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ୟୁପିଏ, ଏନଡିଏ ଓ ଫେଡରାଲ ଫ୍ରଂଟ ମଧ୍ୟ ବିଭିନ୍ନ ଆକଳନ କରିବା ସହ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । କିନ୍ତୁ ଜାତୀୟ…