Daily Archives

May 15, 2019

ଶେଷ ଲଢେଇ ପୂର୍ବରୁ ରୋଚକ ହେଲା ପଶ୍ଚିମବଙ୍ଗ ରାଜନୀତି । ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବଙ୍କୁ ଛୁଟିରେ ପଠାଇଲେ…

କନକ ବ୍ୟୁରୋ : ୧୯ ଯୁଦ୍ଧର ଶେଷ ପର୍ଯ୍ୟାୟ ଲଢେଇ ବାକି ରହିଥିବା ବେଳେ ନୂଆମୋଡ ନେଇଛି ପଶ୍ଚିମବଙ୍ଗ ରାଜନୀତି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍ ସୋ’ ବେଳେ ଯେଉଁ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା, ତାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ…

ବିଜୁଳି ଜଳିଲା ବଡଦେଉଳେ । ଦୀର୍ଘ ୧୨ ଦିନ ପରେ ଉଜ୍ଜ୍ୱଳ ଆଲୁଅରେ ଝଲସି ଉଠିଲା ଶ୍ରୀମନ୍ଦିର, ଟ୍ୱିଟ୍ କରି ବିଦ୍ୟୁତ…

କନକ ବ୍ୟୁରୋ : ଜଗା ଦୁଆରେ ଜଳିଲା ଲାଇଟ । ଦୀର୍ଘ ୧୨ ଦିନ ପରେ ଆଲୋକିତ ହେଲା ଶ୍ରୀମନ୍ଦିର ଓ ବଡଦାଣ୍ଡ । ପ୍ରଳୟଙ୍କାରୀ ବାତ୍ୟା ଫୋନି ଚାଲିଯିବା ସହ ଶ୍ରୀକ୍ଷେତ୍ରକୁ ଘନ ଅନ୍ଧକାର ମଧ୍ୟକୁ ଠେଲି ଦେଇଥିଲା । ପୂର୍ବରୁ ଚଳଚଞ୍ଚଳ ହୋଇ ଉଠୁଥିବା ବଡଦାଣ୍ଡ ସନ୍ଧ୍ୟା ହେବା ମାତ୍ରେ ଶୂନଶାନ ହୋଇ…

ବାତ୍ୟା ପରେ ଛାରଖାର ହୋଇଯାଇଛି ବାଲୁଖଣ୍ଡ । ଆକାଶମାର୍ଗରୁ ଖାଁ ଖାଁ ଲାଗୁଛି ଅଭୟାରଣ୍ୟ, ବନବିଭାଗ ଜାରିକଲା ନିଖୋଜ…

କନକ ବ୍ୟୁରୋ : ଏ ହେଉଛି ଆକାଶମାର୍ଗରୁ ପୁରୀ-କୋଣାର୍କ ବେଳାଭୁମି ନିକଟସ୍ଥ ବାଲୁଖଣ୍ଡ ଅଭୟାରଣ୍ୟ । ସାମୁଦ୍ରିକ ଝଡ ଫୋନି ଏଠାରେ ରଚିଯାଇଛି ଧ୍ୱଂସର ତାଣ୍ଡବଲୀଳା । ସବୁକିଛି ଛାରଖାର କରିଦେଇଛି ଭୟଙ୍କର ପବନ । ସବୁଜିମାରେ ଭରପୂର ଏହି ଅଭୟାରଣ୍ୟରେ ଏବେ ଧ୍ୱଂସସ୍ତୁପର ଭ୍ରମ ସୃଷ୍ଟି କରୁଛି ।…

ମିଳୁନାହିଁ ପିଇବା ପାଣି ! ହନ୍ତସନ୍ତ ହେଉଛନ୍ତି ଲୋକ, ପାଣି ଲାଗି ଯିବାକୁ ପଡୁଛି ଦେଢକୋଷ ବାଟ

କନକ ବ୍ୟୁରୋ : ପାଣି ମୁନ୍ଦେ ପାଇଁ ଆଉଟପାଉଟ ହେଉଛନ୍ତି ବୋଲଗଡ ବ୍ଲକର ପୋଡପାଟଣା ଓ ଜରିପଡା ଗାଁର ଲୋକେ । ସ୍ୱାଧିନତାର ୭୨ବର୍ଷ ପରେ ବି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଏହି ଦୁଇଟି ଗ୍ରାମର ଲୋକେ । ପାନୀୟ ଜଳ ସମସ୍ୟା ଏଠାରେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥିବା ବେଳେ ବାଧ୍ୟ ହୋଇ ଦେଢ…

ପଶ୍ଚିମବଙ୍ଗରେ ହିଂସା ପରେ ନିର୍ବାଚନ କମିସନଙ୍କ କଡ଼ା ନିଷ୍ପତ୍ତି : ଦିନକ ଆଗରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ,…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପାଇଁ ନିର୍ବାଚନ କମିସନଙ୍କ କଡ଼ା ନିଷ୍ପତ୍ତି । ପଶ୍ଚିମବଙ୍ଗରେ ବିଜେପି ରାଷ୍ଟିୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଼ସୋ’ରେ ହିଂସାକାଣ୍ଡ ପରେ କଡ଼ା ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିସନ୍ । ଦିନକୁ ଆଗରୁ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇଛନ୍ତି । ଏହାବ୍ୟତୀତ…

ବାଜିମାତ କଲା ରେଡିଓ ଚକଲେଟ ! ବିଜୟୀ ହେଲା ‘ରେଡିଓ ଫର ଚାଇଲଡ ଆୱାର୍ଡସ’ କାର୍ଯ୍ୟକ୍ରମରେ

କନକ ବ୍ୟୁରୋ : ୟୁନିସେଫ୍ ଦ୍ୱାରା ଆୟୋଜିତ ରେଡିଓ ଜଗତର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରେଡିଓ ଫର୍ ଚାଇଲଡ୍ ଆୱାର୍ଡସ୍’ର ତୃତୀୟ ସଂସ୍କରଣରେ ‘ରେଡିଓ ଚକଲେ୍ଟ୍’ ବାଜି ମାରିଛି। ମୁମ୍ବାଇ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଡିଟୋରିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟ୍ ୩ଟି…