Daily Archives

May 15, 2019

ଜନ୍ମ ଦେଇ ଛାଡିଗଲା ମା’ । କୁନି ପିଲାର ଭରଣ ପୋଷଣର ଦାୟିତ୍ୱ ନେଲେ ହସ୍ପିଟାଲରେ ଭର୍ତ୍ତି କରାଇଥିବା ଅଟୋଚାଳକ ।

କନକ ବ୍ୟୁରୋ : ବେଳେ ବେଳେ କିଛି ଏମିତି ଘଟଣା ମଣିଷ ଜୀବନରେ ଘଟି ଯାଇଥାଏ, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇଥାଏ । ଜୀବନରେ କୌଣସି ଜିନିଷ ମଣିଷର ଯୋଜନା ହିସାବରେ ହୋଇ ନଥାଏ, ଯାହା ଭାଗ୍ୟରେ ଥାଏ, ତାହା ହିଁ ଘଟିଥାଏ । ତେବେ ସେଭଳି ଏକ ଘଟଣା ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ସହ…

ଶତ୍ରୁପକ୍ଷ ସାବଧାନ୍ ! ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଭାରତ ପ୍ରସ୍ତୁତ କରୁଛି ସ୍ୱତନ୍ତ୍ର ସେନା । ପାରା କମାଣ୍ଡୋ,…

କନକ ବ୍ୟୁରୋ : ଥରହର ହେବ ଶତ୍ରୁ ଶିବିର ! କିଛି ଭାବିବା ପୂର୍ବରୁ ଆଖିପିଛୁଳାକେ ହେବ ଆକ୍ରମଣ । ଏଭଳି ଆକ୍ରମଣ ପାଇଁ ସ୍ୱତନ୍ତ୍ର ସେନା ପ୍ରସ୍ତୁତ କରୁଛି ଭାରତ । ଏଣିକି ଶତ୍ରୁଙ୍କୁ ଘାରିବ ଭାରତ ଭୟ । ସର୍ଜିକାଲ ଷ୍ଟ୍ରାଇକ ଭଳି ଆକ୍ରମଣ ପାଇଁ ସ୍ୱତନ୍ତ୍ର ସେନା ପ୍ରସ୍ତୁତ କରିବାକୁ ଅଣ୍ଟା…

ରାଜୀବ ଗାନ୍ଧିଙ୍କୁ ନେଇ ମୋଦିଙ୍କ ବୟାନ ପରେ ଜବାବ ରଖିଲେ ରାହୁଲ । କହିଲେ, ମରିଯିବି ପଛେ ମୋଦିଙ୍କ ବାପା ମା’ଙ୍କୁ…

କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ଲଢେଇ ପୂର୍ବରୁ ରୋଚକ ହେବାରେ ଲାଗିଛି ରାଜନୀତି । ଆସନ୍ତା ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ । ପ୍ରଚାର ସମୟରେ ସବୁ ଦଳ ନିଜ ବିପକ୍ଷ ଦଳ ବିରୋଧରେ ବୟାନବାଜି…

ପଶ୍ଚିମବଙ୍ଗ ହିଂସାକାଣ୍ଡ ପାଇଁ ଟିଏମସି ଦାୟୀ : ଶାହା । କହିଲେ, ସିଆରପିଏଫ ଯବାନ ନଥିଲେ ବଞ୍ଚିବା ହୋଇଥାଆନ୍ତା…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର‌୍ୟାଲି ସମୟରେ ଟେକାପଥର ମାଡ । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପି ଦଳର…

ମୋବାଇଲ ଟର୍ଚ୍ଚ ଲାଇଟରେ ଦେଖିଲେ ଯୁକ୍ତ ଦୁଇ ପରୀକ୍ଷା ଖାତା । ତନାଘନା ପରେ ସିଏଚଏସଇ କହିଲା, ଗାଇଡ୍ଲାଇନରେ ହୋଇଛି…

କନକ ବ୍ୟୁରୋ : ବିଳମ୍ବ ହେବ ଯୁକ୍ତ ଦୁଇ ରେଜଲ୍ଟ । ପ୍ରତିବର୍ଷ ମେ ମାସ ଦ୍ୱୀତିୟ ଅବା ତୃତୀୟ ସପ୍ତାହରେ ପ୍ରକାଶ ପାଉଥିବା ରେଜଲ୍ଟ ଚଳିତବର୍ଷ ଜୁନ ମାସରେ ପ୍ରକାଶ ପାଇବ । ଚଳିତବର୍ଷ ୩ଲକ୍ଷ ୬୯ହଜାର୫୩୭ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଇଛନ୍ତି । ବାତ୍ୟା ଫୋନୀ ପ୍ରଭାବରେ ଖାତା ଦେଖା…