Daily Archives

May 14, 2019

ବାତ୍ୟା ‘ଫୋନି’ ପରେ ଅଣ୍ଟା ସଳଖୁଛି ଓଡିଶା । ପୁନରୁଦ୍ଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ପାୱାରଗ୍ରୀଡ୍ ।

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଉପକୂଳ ଓଡିଶା । ଫୋନି ଉପକୂଳ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ବର୍ବାଦ କରିବା ପରେ ପାଓ୍ଵାରଗ୍ରୀଡ଼ ପୁନରୁଦ୍ଧାର କାମରେ ଲାଗିଛି । ମେ’ ମାସ ୩ରେ ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା ଯୋଗୁଁ ବିଦ୍ୟୁତ…

ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ କରି ଚାକିରିରୁ ନିଲମ୍ବିତ ହେଲେ ଅଧ୍ୟାପକ । ଜାଣନ୍ତୁ କଣ ଭବିଷ୍ୟତବାଣୀ କରିଥିଲେ…

ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡିଛି । ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ ପାଇଁ ଅଧ୍ୟାପକଙ୍କୁ ସସପେଣ୍ଡ ହେବାକୁ ପଡିଛି । ଏଭଳି ଘଟଣା ମଧ୍ୟପ୍ରଦେଶର ଉଜ୍ଜେନରେ ଦେଖିବାକୁ ମିଳିଛି । ଜ୍ୟୋତିଷ ତଥା ପେଶାରେ ସଂସ୍କୃତ ଅଧ୍ୟାପକ ଥିବା…

ନା ବାଦଲ ନା ବର୍ଷା । ଜାଣନ୍ତୁ କାହିଁକି ନିର୍ଦ୍ଧାରିତ ସମୟରେ କରାଯାଇଥିଲା ଏୟାରଷ୍ଟ୍ରାଇକ୍ ।

କନକ ବ୍ୟୁରୋ : ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ବାଲାକୋଟ୍ ଆତଙ୍କୀ ଶିିବିରରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ତେବେ ଏୟାରଷ୍ଟ୍ରାଇକ ବାବଦରେ ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ…

ନୀତା ଅମ୍ବାନିଙ୍କ ଗୁରୁ କଲେ ବଡ ଖୁଲାସା । ମୁମ୍ବାଇକୁ ଚାମ୍ପିୟନ କରିବାକୁ ଏହି ପୂଜାପାଠ କରୁଥିଲେ ମାଲିକାଣୀ ନୀତା ।

ସରିଛି ଆଇପିଏଲ, ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ମୁମ୍ବାଇର ବିଜୟକୁ ନେଇ ଏବେ ବଡ ଖୁଲାସା ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣି ନୀତା ଅମ୍ବାନିଙ୍କ ଆଧ୍ୟାତ୍ମିକ ଗୁରୁ ପଣ୍ଡିତ ଚନ୍ଦ୍ର ଶେଖର ଶର୍ମା ଏହି ଖୁଲାସା କରିଛନ୍ତି । ଫାଇନାଲ ମ୍ୟାଚରେ ଦଳକୁ…

୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସିଇଓଙ୍କ ନିର୍ଦ୍ଦେଶ । ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ ।

କନକ ବ୍ୟୁରୋ : ଚଳିତ ମାସ ୧୯ ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେବ । ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ…