Daily Archives

May 13, 2019

ଦୁଇ ଦଳର ଶୀର୍ଷ ନେତାଙ୍କ ମୁଡ୍ ବଦଳାଇଲା ବାତ୍ୟା ଫୋନି । ‘ପ୍ରଂଶସା’ର ରିଟର୍ଣ୍ଣ ଗିଫ୍ଟ ‘ଧନ୍ୟବାଦ’ରେ ।

କନକ ବ୍ୟୁରୋ : ରାଜନୀତିରେ ଧନ୍ୟବାଦ । ମୋଦିଙ୍କୁ ଧନ୍ୟବାଦ ଦେଇ ରିଟର୍ଣ୍ଣ ଗିଫ୍ଟ କରିଛନ୍ତି ନବୀନ । ବାତ୍ୟା ଫୋନି ପରେ ରାଜ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ନିର୍ବାଚନ ସଭାରୁ ଦୁଇ ଦଳର ଶୀର୍ଷ ନେତା ପରସ୍ପରକୁ କଡା ସମାଲୋଚନା କରୁଥିବା ବେଳେ ବାତ୍ୟା ଫୋନି ଏହି…

ବିନା ଓଟିପି ଏବଂ ଏଟିଏମରେ ଆକାଉଣ୍ଟରୁ ଟଙ୍କା ଗାଏବ । ଜଣେ କି ଦୁଇ ଜଣ ନୁହେଁ, ୮୮ ଜଣ ଲୋକଙ୍କ ବ୍ୟାଙ୍କ ଖାତାରୁ ୧୯…

କନକ ବ୍ୟୁରୋ : ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବା, ଆକାଉଣ୍ଟ ହ୍ୟାକ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ଦିଲ୍ଲୀରେ ୮୮ ଜଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୯ ଲକ୍ଷ ଟଙ୍କା ଉଭାନ ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ ଉପାୟରେ ଚୋର ଆକାଉଣ୍ଟରୁ ଟଙ୍କା ଚୋରି କରିଛି…

ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ୍ । ନିର୍ବାଚନୀ ସଭାରୁ କଲେ ସମାଲୋଚନା । କହିଲେ, ଖରା ହେଉ କି ବର୍ଷା,…

କନକ ବ୍ୟୁରୋ : ୧୯ ଯୁଦ୍ଧର ଶେଷ ଲଢେଇ ବାକି ରହିଥିବା ବେଳେ ସରଗରମ ରହିଛି ଜାତୀୟ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏୟାରଷ୍ଟ୍ରାଇକକୁ ନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ରଖିଥିବା ବୟାନକୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଆଜି ଇନ୍ଦୋରରେ ଏକ ଜନସଭାକୁ ସମ୍ବୋଧିତ…

ମୋଦିଙ୍କ ସାକ୍ଷାତକାରକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା : କହିଲେ, ୧୯୮୮ରେ ଉଠାଇଥିଲେ ଡିଜିଟାଲ କ୍ୟାମେରାରେ ଫଟୋ,…

କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିବାଦରେ ଫସିଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାରଣ ସାକ୍ଷାତକାରରେ ମୋଦି କହିଛନ୍ତି ଯେ, ୧୯୮୭-୮୮ରେ ସେ ପ୍ରଥମେ ଡିଜିଟାଲ କ୍ୟାମେରାରେ କଲର ଫଟୋ ଉଠାଇଥିଲେ ଏବଂ ତାହାକୁ ଇ-ମେଲ ଜରିଆରେ ଦିଲ୍ଲୀ ପଠାଇଥିଲେ । ସାକ୍ଷାତକାରରେ ମୋଦି…

ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଟିମର ପ୍ରଶଂସା ! ଫୋନି ପରେ ପରେ ତ୍ୱରିତ ପୁନରୁଦ୍ଧାର କାମ ପାଇଁ ସ୍ୱାଭାବିକ ହେଉଛି…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରୀୟ ଟିମ୍ । ଅତି ପ୍ରଚଣ୍ଡ ରୂପ ନେଇ ପ୍ରଳୟ ରଚାଇଥିବା ସାମୁଦ୍ରିକ ବାତ୍ୟା ଫୋନିରେ ବିଧ୍ୱସ୍ତ ଅଚଂଳରେ ରାଜ୍ୟ ସରକାରଙ୍କ ପୁନରୁଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରୀୟ ଶକ୍ତି ଓ ଟେଲି ଯୋଗାଯୋଗ ସଚିବ । ବାତ୍ୟା ପରେ…