Daily Archives

May 12, 2019

ହାଇଦ୍ରାବାଦରେ ଚେନ୍ନାଇକୁ ଚିତ୍ କଲା ମୁମ୍ବାଇ, ଚତୁର୍ଥ ଥର ପାଇଁ ହାତେଇଲା ଆଇପିଏଲ ଟ୍ରଫି ।

କନକ ବ୍ୟୁରୋ : ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ଚିତ୍ କରି ଆଇପିଏଲ ୨୦୧୯ର ବାଦଶାହା ହେଲା ମୁମ୍ବାଇ ଇଣ୍ଡିିଆନ୍ସ । ଚତୁର୍ଥ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ରୋହିତ୍ ବ୍ରିଗେଡ୍ ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ଠାରୁ ୧ ରନରେ ବିଜୟ ହୋଇ ଚତୁର୍ଥ ଥର ପାଇଁ ଆଇପିଏଲ ତାଜ୍ ପିନ୍ଧିଲା ରୋହିତ୍…

କ୍ରିକେଟ ଜଗତରୁ ବଲିଉଡ ଜଗତ । ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସେଲିବ୍ରିଟି, ଜାଣନ୍ତୁ କିଏ କିଏ ଦେଲେ ଭୋଟ ।

ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ବଡ ବଡ ସେଲିବ୍ରିଟିଙ୍କୁ ମତଦାନ କରୁଥିବାର ଦେଖିବାକୁ ମିଳିଥିଲା । ଖାସକରି ବଲିଉଡ ଓ କ୍ରିକେଟ ଜଗତର ନାମଦାମୀ ଚେହେରାଙ୍କୁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡା ହୋଇଥିବାର ଦେଖିବାକୁ…

‘ଫୋନି’ ପରେ ପଲିଟିକ୍ସ ! ବାତ୍ୟା ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ କେବଳ ଲୋକ ଦେଖାଣିଆ ବୋଲି କହିଲେ…

କନକ ବ୍ୟୁରୋ: ‘ଫୋନି’ ପରେ ବଢ଼ିଲା ରାଜନୀତି । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କାରଣ ଏଥିରେ କୃଷକ, ପଶୁ ମତ୍ସ୍ୟଚାଷୀ ଓ ଏସଏଚଜି ଗ୍ରୁପଙ୍କ ପାଇଁ…

ଫାଇନାଲ ଫାଇଟରେ ହାଇଭୋଲଟେଜ୍ ଟକ୍କର । ଚେନ୍ନାଇ ଆଗରେ ୧୫୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ମୁମ୍ବାଇ ।

କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଫାଇଟରେ ଚାଲିଛି ହାଇଭୋଲଟେଜ୍ ଟକ୍କର । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଦଳ ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲା । କ୍ୱିଣ୍ଟନ୍ ଡିକକ୍ ଏବଂ ରୋହିତ ଶର୍ମା ପ୍ରଥମ ୩…

ଟ୍ୱିଟରରେ ଟ୍ରୋଲ ହେଲେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ । ଭାରତୀୟ ଜାତୀୟ ପତାକା ବଦଳରେ ପାରାଗୁଏର ପତାକା ସେୟାର…

ଟ୍ୱିଟରରେ ଫଟୋ ସେୟାର କରି ଟ୍ରୋଲ ହେଲେ କଂଗ୍ରେସ ମହାସଚିବ ପ୍ର୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ଭଦ୍ରା । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେଉଥିବା ବେଳେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଭୋଟ ଦେଇଥିଲେ । ଭୋଟ ଦେବା ପରେ କାଳି ଲାଗିଥିବା ଆଙ୍ଗୁଳି ସହ ଫଟୋ…

ବାତ୍ୟା ବିଗାଡିଦେଲା ଭୁବନେଶ୍ୱରର ଚିତ୍ର ! ପୁଣି ଥରେ ରାଜଧାନୀକୁ ସୁନ୍ଦରକରି ଗଢିତୋଳଇବା ପାଇଁ ଚାଲିଛି କସରତ

କନକ ବ୍ୟୁରୋ : ବାତ୍ୟା ଫନୀ ରାଜଧାନୀକୁ ଛାରଖାର କରିଦେଲା ପରେ ଏବେ ଧିରେଧିରେ ସଜାଡି ହେଉଛି । ବିଏମସି, ଏନଡିଆରଏଫ, ଓଡ୍ରାଫ ଟିମ ସହିତ ବାହାର ରାଜ୍ୟର ଶ୍ରମିକ ମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜନ ହୋଇଛନ୍ତି । ଧିରେଧିରେ ରାସ୍ତାରୁ ଉପୁଡି ଯାଇଥିବା ଗଛକୁ ଉଠାଯାଉଛି ତ କେଉଁଠି…