Daily Archives

May 11, 2019

ଭାରତରେ ଗଠନ ହୋଇସାରିଛି ISISର ନୂଆ ଶାଖା । ଦାବି କଲା ଦୁର୍ଦ୍ଧଷ ଆତଙ୍କବାଦୀ ସଙ୍ଗଠନ ISIS

ଦୁର୍ଦ୍ଧଷ ତଥା ନୃଂଶସ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଭାରତରେ ନିଜର ଏକ ଶାଖା ସ୍ଥାପିତ କରିବାରେ ସଫଳ ହୋଇଥିବା ଦାବି କରିଛି । ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏଭଳି ଦାବି କରିଛି ଆଇଏସଆଇଏସ । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ସମୟରେ ଜଣେ…

‘ଦେଶର ସବୁ ଗରିବଙ୍କ ଯେଉଁ ଜାତି, ତାହା ମୋର ଜାତି ।’ ଜାତିକୁ ନେଇ ମାୟାବତୀଙ୍କୁ ମୋଦିଙ୍କ ଆକ୍ରମଣ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପକ୍ଷ ଦଳକୁ ସମାଲୋଚନା କରିବାକୁ ଭୁଲି ନ ଥିଲେ । ସମସ୍ତଙ୍କ ବୟାନର ଗୋଟି ଗୋଟି କରି ଜବାବ ଦେଇଥିଲେ ମୋଦୀ । ଜନସଭାକୁ ସମର୍ଥନ କରି, ୨୧ବର୍ଷ ପୂର୍ବେ ପରମାଣୁ ପରୀକ୍ଷଣ ଅପରେସନ…

ବିବାଦ ବଢ଼ାଇଲା ବିଜୁଳି ଖୁଂଟ: ୧୮୦ କିଲୋମିଟର ବେଗର ପବନରେ ବି ସଳଖି ଠିଆ ହୋଇଛି ରେଲୱେ ବିଭାଗର ବିଦ୍ୟୁତ ଖୁଂଟ, ହେଲେ…

କନକ ବ୍ୟୁରୋ: ବାତ୍ୟାଂଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିଦ୍ୟୁତ ବ୍ୟବସ୍ଥା ଭିତରେ ଆମେ ଆପଣଙ୍କୁ ବିଦ୍ୟୁତ ଭିତିଭୂମିର ଦୁଇଟି ଚିତ୍ର ଦେଖାଇବାକୁ ଯାଉଛୁ । ଯାହାକୁ ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେବ । ଗୋଟିଏ ଚିତ୍ର ହେଉଛି, ଶକ୍ତି ବିଭାଗର ବିଦ୍ୟୁତ ଖୁଂଟ । ହଜାର ହଜାର…

ରଥ କାଠ ଓହ୍ଲାଇବା ବେଳେ ଅଘଟଣ । ବନ ବିଭାଗ କର୍ମଚାରୀଙ୍କ ଗୋଡରେ ପଡିଲା ରଥ କାଠ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

କନକ ବ୍ୟୁରୋ : ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଆଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ମଧ୍ୟ ଆସି ପହଞ୍ଚିଲାଣି । ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲା ବନଖଣ୍ଡରୁ ଆଜି ଧୌରା ଓ ଅସନ ମିଶି ପଚିଶି ଖଣ୍ଡ କାଠ ଆସିଛି । ତେବେ ସେହି କାଠକୁ ବନ ବିଭାଗ…

ପାଣି ପାଇଁ ହାହାକାର, ବିଜୁଳି ପାଇଁ ହସ୍ତସନ୍ତ : ପାଣି ଓ ବିଜୁଳି ଦାବିରେ ରାସ୍ତାକୁ ଓହ୍ଲାଇଲେ ବାତ୍ୟା ପ୍ରଭାବିତ

କନକ ବ୍ୟୁରୋ : ଶହ ଶହ ଗାଡ଼ି, ହଜାର ହଜାର ଲୋକ । ଦୂରରୁ ଦେଖିଲେ ଲାଗୁଛି ବୋଧେ କୌଣସି ନେତା କିମ୍ବା ଫିଲ୍ମ ତାରକା ଆସିଛନ୍ତି । କିନ୍ତୁ ପାଖକୁ ଗଲେ ସ୍ପଷ୍ଟ ହୋଇଯାଉଛି ଗହଳି ପଛର କାରଣ । ରାଜରାସ୍ତା ଉପରେ ବସିଛନ୍ତି ମହିଳା ଏବଂ ପାଣି-ବିଜୁଳି ପାଇଁ କରୁଛନ୍ତି ପ୍ରତିବାଦ । କାରଣ ବାତ୍ୟାର…

ଫୋନି ଉଜାଡିଦେଲା ବାଲୁଖଣ୍ଡ ଅଭୟାରଣ୍ୟ : ୪ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ନାହିଁ, କୁଆଡେ ଗଲେ ହରିଣ ?

କନକ ବ୍ୟୁରୋ : ବାତ୍ୟା ଫୋନି ଉଜାଡି ଦେଇଛି ବାଲୁଖଣ୍ଡ ଅଭୟାରଣ୍ୟ । ପୁରା ଖିନବିନ ହୋଇଯାଇଛି ଏହି ବନାଂଚଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭୟାରଣ୍ୟରେ ଥିବା ୪ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ନାହିଁ । କୁଆଡେ ଗଲେ ଏହି ହରିଣ । ପବନ ଉଡେଇନେଲା ନା ମାଟିରେ ମିଶିଗଲେ । ଏହି…