Daily Archives

May 10, 2019

ଫୋନି ବନାମ ମହାବାତ୍ୟା, ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରି ଗମାଙ୍ଗ । କହିଲେ, ସ୍ଥାନାନ୍ତରଣ ନିର୍ଦ୍ଦେଶ…

କନକ ବ୍ୟୁରୋ : ୯୯ ମସିହାର ମହାବାତ୍ୟା ପରେ ସବୁଠୁ ବଡ ବାତ୍ୟା ଫୋନିକୁ ସାମ୍ନା କରିଛି ଓଡ଼ିଶା । ଆଉ ୨୦ ବର୍ଷ ତଳେ ସେଇ ମହାବାତ୍ୟାକୁ ମୁକାବିଲା କରିଥିବା ଓଡ଼ିଶାର ତକ୍ରାଳିନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଜି ପ୍ରଥମ ଥର ପାଇଁ ଫୋନିକୁ ନେଇ ମୁହଁଖୋଲିଛନ୍ତି । ଗମାଙ୍ଗ କହିଛନ୍ତି,…

ଜଳୁଛି ଓଡ଼ିଶା ! ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼, ପାରଦ ଛୁଇଁଲା ୪୫.୫…

କନକ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା । ରାଜ୍ୟର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ ଉଲ୍ଲେଖ ରହିଛି ଯେ, ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ରହିଛି । ଯାହାର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରହିଥିଲା । ଏହା…

ବିଜୁଳି ଆସିବ କେବେ ? ୧୨ ସୁଦ୍ଧା ଭୁବେନଶ୍ୱରରେ ସଂପୂର୍ଣ୍ଣ ବିଜୁଳି ସଂଯୋଗ ନେଇ ପ୍ରତିଶ୍ରୁତି ଦେଇଥିଲେ ଶକ୍ତି ସଚିବ,…

କନକ ବ୍ୟୁରୋ : କଥା ବଦଳାଇଲେ ଶକ୍ତି ସଚିବ । ଗତକାଲି ପର୍ଯ୍ୟନ୍ତ ୧୨ ତାରିଖ ସୁଦ୍ଧା ରାଜଧାନୀର ସବୁ ଅଂଚଳକୁ ଶତ ପ୍ରତିଶତ ବିଜୁଳି ସଂଯୋଗ ସ୍ୱାଭାବିକ ହେବ ବୋଲି କଥା ଦେଇଥିଲେ ସରକାର । ହେଲେ ଆଜି ବଦଳି ଯାଇଛି ପ୍ରତିଶ୍ରୁତି । ପୁରୀକୁ ଛାଡ଼ି ଅନ୍ୟ ପ୍ରଭାବିତ ଅଂଚଳରେ ୧୨ ତାରିଖ ସୁଦ୍ଧା ୯୦…

ମେ’ ୨୩ରେ ଭୋଟ ଗଣତି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କଲେ ସମୀକ୍ଷା, ବାତ୍ୟା…

କନକ ବ୍ୟୁରୋ : ଆସନ୍ତା ୨୩ରେ ଦେଶ ଓ ରାଜ୍ୟର ରାଜନୈତିକ ଭବିଷ୍ୟତ ସହ ହେବାକୁ ଯାଉଛି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ବାତ୍ୟା ଫୋନି ପାଇଁ ଶିଥିଳ ହୋଇ ପଡ଼ିଥିବା ରାଜନୈତିକ ବାତାବରଣ ପୁଣିଥରେ ସରଗରମ ହେବାକୁ ଯାଉଛି । ମତଗଣନା କିଭଳି ସୁରୁଖୁରୁରେ ହେବ ସେନେଇ ଆରମ୍ଭ ହେଲା ପ୍ରସ୍ତୁତି । ଆଜି…

ପାଣି ପାଇଁ ରାଜଧାନୀରେ ପୁଣି ତାତିଲେ ଲୋକେ । ଗ୍ୟାରେଜ ଛକରେ ରାସ୍ତା ଉପରେ ଶୁଖିଲା କାଠ ଖଣ୍ଡ ପକାଇ ରାସ୍ତାରୋକ ।…

କନକ ନ୍ୟୁଜ : ବିଜୁଳି, ପାଣି ପାଇଁ ପ୍ରତିବାଦ । ରାଜଧାନୀରେ ରାସ୍ତାରୋକ । କଟକ-ପୁରୀ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ରାଜଧାନୀ ବାସିନ୍ଦା । ଭୁବନେଶ୍ୱର ଗ୍ୟାରେଜ ଛକରେ ରାସ୍ତା ଉପରେ ବାଉଁଶ, ଗଛଡାଳ ପକାଇ ଘଂଟାଘଂଟା ଧରି ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଅଭିଯୋଗ, ବାତ୍ୟା ଫୋନି ଚାଲିଯିବାର…

‘ଫୋନି’ ପ୍ରପୀଡ଼ିତଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ । ଓଡ଼ିଶାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍, ବାତ୍ୟା ପ୍ରଭାବିତ…

କନକ ବ୍ୟୁରୋ: ବାତ୍ୟା ପରବର୍ତୀ ଅବସ୍ଥାରେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡିଶା ଗସ୍ତରେ ଆସିଛନ୍ତି  କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ । କେନ୍ଦ୍ରରୁ ୧୨ ଜଣିଆ ବିଶେଷଜ୍ଞ ଦଳ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣିଆ ଟିମ୍ ବାତ୍ୟା ପ୍ରଭାବିତ…