Daily Archives

May 9, 2019

କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ବାତ୍ୟା ‘ଫୋନି’ ବିପର୍ଯ୍ୟସ୍ତ ହୋଇପଡ଼ିଥିବା…

କନକ ବ୍ୟୁରୋ: କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ।  ବାତ୍ୟା ‘ଫୋନି’ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବିଶ୍ୱ ଐତିହ୍ୟ ସ୍ଥଳୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର କ୍ଷୟକ୍ଷତିର ପୁନଃରୁଦ୍ଧାର ପାଇଁ ଚିଠିରେ ଅବଗତ…

ଫଟୋରେ ଫଟୋରେ ‘ଫୋନି’ର ଭୟାବହତା । ନାସା ଜାରି କଲା ବାତ୍ୟା ବିପର୍ଯ୍ୟୟର ଚିତ୍ର ।

କନକ ବ୍ୟୁରୋ : ଫଟୋରେ ଫୋନିର ବିପର୍ଯ୍ୟସ୍ତ ଚିତ୍ର । ବାତ୍ୟା ପୂର୍ବର ଓଡିଶା ଏବଂ ବାତ୍ୟା ପରର ଓଡିଶା ଫଟୋ ଜାରି କରିଛି ଆମେରିକୀୟ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ନାସା । ଫୋନି ପରେ ଅଧା ଓଡିଶାର ଚିତ୍ର କେମିତି ବଦଳି ଯାଇଛି, ତାହା ନାସା ଜାରି କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡୁଛି ।…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଫୋନି’ ପ୍ରଭାବିତଙ୍କୁ ସହଜରେ ଋଣ…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ପୁରୀର ହୋଟେଲ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହୋଟେଲ ଭିତିଭୂମିକୁ ସୁଧାରିବା ପାଇଁ ବର୍ତମାନ ଆର୍ଥିକ ଆବଶ୍ୟକତା ରହିଛି । ହୋଟେଲ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ସେମାନଙ୍କୁ ସୁହାଇବା ଭଳି ପୁରୁଣା ଋଣର ସରଳି କରଣ ଓ ସହଜ ନୂଆ ଋଣ ପ୍ରଦାନ…

ଆସନ୍ତାକାଲି ସୁପ୍ରିମକୋର୍ଟରେ ‘ସୁପ୍ରିମ’ ନିଷ୍ପତ୍ତି । ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଶୁଣାଣି ।

କନକ ବ୍ୟୁରୋ : ଆସନ୍ତାକାଲି ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ । ଏ ସଂପର୍କରେ ସୁପ୍ରିମକୋର୍ଟ ଓ୍ବେବସାଇଟରେ ଏକ ନୋଟିସ ଦିଆଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ପାଞ୍ଚ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ । ଗତ ଜାନୁୟାରୀରେ…

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ।

କନକ ବ୍ୟୁରୋ : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ବାତ୍ୟା ‘ଫନି’ ପରେ ବାତ୍ୟା ପ୍ରଭାବିତ ଜିଳ୍ଲାଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକୁ ଉଚିତ ଭାବରେ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । ଏହି ଅଦଳବଦଳ ପ୍ରକ୍ରିୟାରେ କୋରାପୁଟ…