ଦିଲ୍ଲୀକୁ ଋଷଭ ଦେଲେ ରୋମାଞ୍ଚକର ବିଜୟ । ହାଇଦ୍ରାବାଦକୁ ୨ ୱିକେଟରେ ମାତ୍ ଦେଲା ଦିଲ୍ଲୀ ।
କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଆଡକୁ ଗୋଟିଏ ପାଦ ଆଗକୁ ବଢାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ବିଶାଖାପାଟଣାରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମରୁ ହିଁ ଭଲ ବ୍ୟାଟିଂ ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ…