Daily Archives

May 7, 2019

ରାଜଧାନୀବାସୀଙ୍କ ମନ ଜିଣିଲା ବାବୁ ମୋସାଏ ହୋଟେଲ । ବାତ୍ୟା ପରେ ହନ୍ତସନ୍ତ ହେଉଥିବା ସ୍ମାର୍ଟସିଟିବାସୀଙ୍କୁ ବିନା…

କନକ ବ୍ୟୁରୋ : ରାସ୍ତା ଉପରେ ଭାତ ଡାଲମା । ଲମ୍ବା ଧାଡିରେ ଆସି ଲୋକେ ମାଗଣାରେ ଦିମୁଠା ଖାଉଛନ୍ତି । ବାତ୍ୟା ଫୋନି ପ୍ରଳୟ ପରେ ରାଜଧାନୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସବୁଆଡେ ପାଣି, ବିଜୁଳି ସମସ୍ୟା ଦେଖାଦେଇଥିବା ବେଳେ ଭୁବନେଶ୍ୱର ନିକୋ ପାର୍କ ନିକଟରେ ଲୋକଙ୍କୁ ଅନ୍ନ ଦାନ…

ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ । ପୁରୀ ଜିଲ୍ଲାରେ ‘ଫୋନି’ ପ୍ରଭାବିତଙ୍କ ନଷ୍ଟ ସମ୍ପତିର ଆକଳନ…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ଭାଙ୍ଗି ପଡ଼ିଥିବା ଓଡ଼ିଶାକୁ ପୁଣି ଗଢ଼ିବାକୁ ଉଦ୍ୟମ । ଫୋନିରେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଭାଙ୍ଗି…

ସତ୍ୟବାଦୀର ସୌନ୍ଦର୍ଯ୍ୟ ନଷ୍ଟ କରିଦେଲା ସାଇକ୍ଲୋନ ଫୋନି ।  । ମାଟି କାମୁଡି ପଡି ରହିଛି ହଜାର ହଜାର ନଡିଆ ଗଛ,…

କନକ ବ୍ୟୁରୋ : ସାଇକ୍ଲୋନ୍ ପରେ ସତ୍ୟବାଦୀର ଚିତ୍ର । ଯେଉଁ ହଜାର ହଜାର ନଡିଆ ଗଛ ସତ୍ୟବାଦୀର ସୌନ୍ଦର୍ଯ୍ୟ ବଢାଉଥିଲା, ସେହି ନଡିଆ ଗଛ ସବୁ ଏବେ ମାଟିରେ ଶୋଇପଡିଛି । ଫୋନିର ପ୍ରବଳ ଶକ୍ତିକୁ ମୁକାବିଲା କରିନପାରି ଅସହାୟ ହୋଇ ଏବେ ମାଟି କାମୁଡି ପଡିଛି । କେବଳ ସତ୍ୟବାଦୀ ନୁହେଁ ପିପିଲି,…

ପୁଣି ତୃତୀୟ ମୋର୍ଚ୍ଚା ନେଇ ଜୋର ଧରିଲା ଚର୍ଚ୍ଚା । ଅଣ-କଂଗ୍ରେସ ଓ ଅଣ-ବିଜେପି ଦଳର ନୂଆ ରଣନୀତି, ୨୩ ଫଳାଫଳ ଉପରେ ନଜର…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ପୁଣି ତୃତୀୟ ମୋର୍ଚ୍ଚା ଚର୍ଚ୍ଚା ଜୋର ଧରିଛି । ୫୪୩ ଲୋକସଭା ଆସନ ମଧ୍ୟରୁ ୪୨୫ ଆସନ ପାଇଁ ଭୋଟଗ୍ରହଣ ସରିଛି ଓ ଆଉ ୧୧୮ ଆସନ ପାଇଁ ଭୋଟିଂ ବାକି ରହିଛି । ଏହି ସମୟରେ ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ରାଜନୈତିକ…

‘ଫୋନି’ ଗଲାପରେ ଅନ୍ଧାରରେ ଟ୍ୱିନସିଟି । ଏବେସୁଦ୍ଧା କେଉଁଠାରେ କେତେ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ହୋଇଛି, ତଥ୍ୟ ଦେଲେ…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ଗଲାପରେ ଅନ୍ଧକାରରେ ଜୀବନଯାପନ କରୁଛନ୍ତି ପୁରୀ, ଭୁବନେଶ୍ୱର ଓ କଟକବାସୀ । ଆଉ ଭୟଙ୍କର ବାତ୍ୟାରେ ପୁରୀ ଓ ଭୁବନେଶ୍ୱରରେ ଉପୁଡ଼ି ପଡ଼ିଛି ୧ଲକ୍ଷ ୫୬ ହଜାର ବିଦ୍ୟୁତ୍ ଖୁଣ୍ଟି । ଯାହାଫଳରେ ବିଦ୍ୟୁତ୍ ସେବା ଏପ୍ରକାର ଠପ୍ ହୋଇ ପଡ଼ିଛି । ତେବେ ଏହି ପ୍ରମୁଖ…

ଅମୁଲ କମ୍ପାନି ସେୟାର କଲା ବାତ୍ୟା ଫୋନି ପରର ନିଆରା ଫଟୋ । ଫୋନିର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା,…

କନକ ବ୍ୟୁରୋ : ପ୍ରଳୟଙ୍କାରୀ ବାତ୍ୟା ଫୋନିକୁ ସଫଳତାର ସହ ମୁକାବିଲା ପାଇଁ ଚାରିଆଡୁ ଉଚ୍ଚ ପ୍ରଂଶସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ମୁକାବିଲା ପାଇଁ ନବୀନଙ୍କ ଷ୍ଟ୍ରାଟେଜି ଦେଶ ବିଦେଶର ପ୍ରମୁଖ ଗଣମାଧ୍ୟମ ପ୍ରଥମ ପୃଷ୍ଠା ମଣ୍ଡନ କରିଛି । ଏପରିକି ମିଳିତ ଜାତିସଂଘ…