Daily Archives

May 6, 2019

ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍…

କନକ ବ୍ୟୁରୋ : ବାତ୍ୟା ଫୋନିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଓଡିଶା ପାଇଁ ଛୁଟୁଛି ସହାୟତାର ସୁଅ । ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ ।…

IAS ସ୍ତରରେ ଅଦଳବଦଳ । ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ ପୁରୀ ଜିଲ୍ଲାପାଳ ଭାବେ କାହାକୁ ମିଳିଲା…

କନକ ବ୍ୟୁରୋ : ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ । ବାତ୍ୟା ଫୋନି ପରେ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କର ବଦଳି ହୋଇଥିବା ବେଳେ କିଛି ଆଇଏଏସ ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ…

ବ୍ୟାଙ୍କରେ ରହିଛି ପୁଳା ପୁଳା ଟଙ୍କା, କିନ୍ତୁ ଲୋକଙ୍କ ପକେଟ୍ ଖାଲି ।ଏଟିଏମ ଆଗରେ ଲାଗୁଛି ଲମ୍ବା ଲାଇନ, ଘଣ୍ଟା ଘଣ୍ଟା…

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜିଠୁ ବ୍ୟାଙ୍କ ଖୋଲିଛି । ହେଲେ କାରବାର ହୋଇପାରିନି । ଇଂଟରନେଟ୍ କାମ କରୁନଥିବାରୁ ଅଚଳ ହୋଇଯାଇଛି ବ୍ୟାଙ୍କ ସେବା । ଲୋକେ ବ୍ୟାଙ୍କ ଆସି ନିରାଶ ହୋଇ ଫେରିଛନ୍ତି । ସେପଟେ ଏଟିଏମରେ ବି ଟଙ୍କା ନାହିଁ । ରାଜଧାନୀର ଯେଉଁ ଗୋଟିଏ କି ଦୁଇଟି ଏଟିଏମ୍ କାମ କରୁଛି,…

‘ଫୋନି’ ଉଜାଡ଼ିଦେଲା ବେଉସା । କେଇ ଘଣ୍ଟାର ତାଣ୍ଡବରେ ଛାରଖାର ହୋଇଗଲା ଏକର ଏକର ପାନ ଚାଷ, ମୁଣ୍ଡରେ ହାତଦେଇ ବସିଛନ୍ତି…

କନକ ବ୍ୟୁରୋ: ଉଡିଗଲା ବରଜ, ବୁଡିଗଲା ବେଉସା । କେଇ ଘଂଟାର ଝଡ ତୋଫାନରେ ଛାରଖାର ହୋଇଗଲା ଏକର ଏକର୍ ପାନ ଚାଷ । ଫୋନିର ତାଣ୍ଡବ ପରେ ଇଏ ହେଉଛି ଅସ୍ତରଙ୍ଗ ଅଂଚଳର ଦୃଶ୍ୟ । ଉଜୁଡ଼ି ଯାଇଥିବା ପାନ ବରଜକୁ ସଜାଡିବା ପାଇଁ ଏବେ ଚାଷୀ କରୁଛି କସରତ । ଭଙ୍ଗା ତାଟିକୁ ଉଠାଇ ପୁଣି ଥରେ ସଳଖି ଠିଆ…

ପାନୀୟ ଜଳ ପାଇଁ ଚାରିଆଡେ ଲୋକ ଡହଳବିକଳ । ବିଭିନ୍ନ ସ୍ଥାନରେ ରାସ୍ତାରୋକ, ୨ରୁ ୩ ହଜାର ଟଙ୍କାରେ ଜେନେରେଟର୍ ଲଗାଇ…

କନକ ବ୍ୟୁରୋ : ରାଜଧାନୀରେ ଉତ୍କଟ ହେଲାଣି ଜଳ ସମସ୍ୟା । ବାତ୍ୟା ଫୋନିର ପ୍ରଭାବରେ ବିଜୁଳି ନଥିବାରୁ ପାଣି ପାଇଁ ଉପୁଜିଛି ହାହାକାର ସ୍ଥିତି । ଲୋକଙ୍କ ପାଖରେ ୩ ଦିନ ହେଲା ପିଇବା ପାଣି ପହଁଚି ପାରିନି । କିଛି ଲୋକ ଦୋକାନରୁ ପାଣି କିଣିକି ପିଉଛନ୍ତି । ଆଉ ବସ୍ତି ଅଂଚଳରେ ନଳକୂପ ସାଜିଛି…

ଅନ୍ଧାରରେ ଉପକୂଳ ଓଡିଶା । ନବୀନ କହିଲେ, କେନ୍ଦ୍ରାପଡାରେ ୩ଦିନ ଓ ଜଗତସିଂହପୁରରେ ୭ ଦିନ ମଧ୍ୟରେ ବିଦ୍ୟୁତ ଯୋଗାଣ…

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଉଜୁଡିଯାଇଛି ଉପକୂଳ ଓଡିଶା । ଲକ୍ଷ ଲକ୍ଷ ଘର ଭୁଷୁଡି ପଡିଥିବା ବେଳେ ଅନେକ ଗଛ ମାଟିକାମୁଡି ପଡିଛି । ପିଇବାକୁ ପାଣି ମିଳୁନଥିବା ବେଳେ ଅନ୍ଧାରରେ ରହିଛି ସମଗ୍ର ଉପକୂଳ ଓଡିଶା । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଗାମୀ ୩  ଦିନ ମଧ୍ୟରେ…