Daily Archives

May 6, 2019

‘ଫୋନି’ର କରାଳ ରୂପକୁ ପାଖରୁ ଦେଖିଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପୁରୀକୁ ଗୁରୁତ୍ୱ, ସ୍ଥିତି ସୁଧୁରିଲେ କାର୍ଯ୍ୟକ୍ଷମ…

କନକ ବ୍ୟୁରୋ: ମହାବାତ୍ୟା ଫୋନିର ପ୍ରଭାବରେ ରାଜ୍ୟରେ ଯେଉଁ ପ୍ରଳୟ ହେଲା ଏହା ରାଜ୍ୟପାଇଁ ଅପୂରଣୀୟ କ୍ଷତି । ଓଡିଶାର ଏହି ପ୍ରାକୃତିକ ବିପତିର ଗମ୍ଭୀରତାକୁ ଦେଖି ପୁନଃରୁଦ୍ଧାର ପାଇଁ ଭାରତ ସରକାର ତତ୍ପରତା  ପ୍ରକାଶ କରିଛନ୍ତି । ଫୋନି ଆସିବା ପୂର୍ବରୁ ୩୪୧ କୋଟି ଟଙ୍କା ଘେ।।ଷଣା କରିବାର…

ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ । ମାତ୍ର ୪୮ ଘଣ୍ଟା ମଧ୍ୟରେ…

କନକ ବ୍ୟୁରୋ : ଜୁନ ୧୬ ତାରିଖରେ ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ଲଢେଇ । ବିଶ୍ୱକପ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଯେଉଁ ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି । ଏସବୁ ଭିତରେ ଏହି ମ୍ୟାଚ୍ ପାଇଁ ମାତ୍ର ୪୮ ଘଣ୍ଟା…

ଭୋଟ ଦେଲେ ମହେନ୍ଦ୍ର ସିଂ ଧୋନି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଝିଅ ଜିଭା କଲେ ଅପିଲ, ଭିଡିଓ ହେଲା ଭାଇରାଲ ।

କନକ ବ୍ୟୁରୋ : ପଞ୍ଚମ ପର୍ଯ୍ୟାୟରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଭୋଟଗ୍ରହଣ ହେଉଥିବା ବେଳେ ଅନେକ ସେଲିବ୍ରିଟି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିଥିଲେ ।…

ଗଣତନ୍ତ୍ରର ସଚେତନ ନାଗରିକ । ବାପାଙ୍କ ଜୁଇରେ ମୁଖାଗ୍ନି ଦେଲେ, ପରେ ଭୋଟକେନ୍ଦ୍ରରେ ନେତା ବାଛିଲେ ।

କନକ ବ୍ୟୁରୋ : ଗଣତନ୍ତ୍ରର ଏମିତି ଜଣେ ନାଗରିକଙ୍କୁ ନେଇ ଏବେ ଚର୍ଚ୍ଚା, ଯିଏ ପ୍ରଥମେ ପୁଅର କର୍ତ୍ତବ୍ୟ ସମ୍ପାଦନ କଲେ ଏବଂ ପରେ ଭାରତର ଜଣେ ନାଗରିକର ଦାୟିତ୍ୱ ମଧ୍ୟ ନିର୍ବାହ କଲେ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଯେତେବେଳେ ଭୋଟ୍ ଗ୍ରହଣ ଚାଲିଥିଲା, ସେତେବେଳେ ଏହି…

ବାତ୍ୟା ‘ଫୋନି’ ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ! ‘ପୂର୍ବ ପ୍ରସ୍ତୁତି ନେଇ ଓଡ଼ିଶା ଠାରୁ ଦେଶ ଶିଖିବା ଆବଶ୍ୟକ’

କନକ ବ୍ୟୁରୋ: ‘ଫୋନି’ ଗଲା ପରେ ଜାତୀୟ ଗଣମାଧ୍ୟରେ ଓଡ଼ିଶାକୁ ନେଇ ଚର୍ଚ୍ଚା । ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଲା ଓଡ଼ିଶା । ଆଉ ଏଭଳି ପ୍ରଳୟଙ୍କାରୀ ବାତ୍ୟାକୁ କିଭଳି ରାଜ୍ୟ ସରକାର ମୁକାବିଲା କଲେ ତାହାକୁ ଅନ୍ୟ ରାଜ୍ୟ ଗୁଡ଼ିକ ଅନୁକରଣ କରିବା ଆବଶ୍ୟକ ବୋଲି ଜାତୀୟସ୍ତରରେ ଆଲୋଚନା ଜୋର…