ଓଡିଶାର ବିପଦ ସମୟରେ ସମବେଦନା ଜଣାଇଲେ ଭାରତୀୟ କ୍ରିକେଟର ଓ ବଲିଉଡ ସେଲିବ୍ରିଟି । ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା…
କନକ ବ୍ୟୁରୋ : ପୁଣିଥରେ କରାଳ ରୂପ ଦେଖାଇଲା ପ୍ରକୃତି । ୧୯୯୯ ମସିହା ମହାବାତ୍ୟା ଭଳି ରଚିଲା ପ୍ରଳୟ । ଛାରଖାର କରିଦେଲା ଅଧା ଓଡିଶା । ମାତ୍ର କିଛି ଘଣ୍ଟା ମଧ୍ୟରେ ଫୋନି ରାଜ୍ୟବାସୀଙ୍କ ମନରେ ଯେଉଁ ଛାପ ଛାଡିଗଲା ତାହାକୁ ଭୁଲିବା କଷ୍ଟକର । ଫୋନି ସ୍ଥଳଭାଗକୁ ଆସିବାର କିଛି ଘଣ୍ଟା ମଧ୍ୟରେ…