Daily Archives

May 2, 2019

ପାଖଉଛି ବାତ୍ୟା, ବଢାଉଛି ଭୟ । ଭୟଙ୍କର ହୋଇପାରେ ‘ଫୋନି’, ଲ୍ୟାଣ୍ଡଫଲ୍ ସମୟରେ ୨୨୫ କିଲୋମିଟର ବେଗରେ ବୋହିପାରେ ପବନ ।…

କନକ ବ୍ୟୁରୋ : ସମସ୍ତଙ୍କ ନଜର ରହିଛି ଯେତେବେଳେ ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡଫଲ କରିବ, ସେତେବେଳେ କଣ ରହିବ ପବନର ବେଗ । ଭାରତୀୟ ପାଣିପାଗ ବିଭାଗ କହୁଛି, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ପୂର୍ବ ନିର୍ଦ୍ଧାରିତ ଠାରୁ ଅଧିକ ରହିବ ବୋଲି ଜଣାପଡିଛି । ଫୋନି ଯେତିକି ଯେତିକି ଓଡିଶା ଉପକୂଳ…

ପୁରୀ ଠାରୁ ୨୭୫ କିମି ଦୂରରେ ବାତ୍ୟା ‘ଫୋନି’ : ସର୍ବାଧିକ ୨୨୫ କିମି ବେଗରେ ପବନ ବହିବା ଆଶଙ୍କା

କନକ ବ୍ୟୁରୋ : ଫୋନିର ଭୟାବହତା ଧୀରେ ଧୀରେ ଆହୁରି ଭୟଙ୍କର ହେବାରେ ଲାଗିଛି । ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫୋନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେବାରେ ଲାଗିଛି ବାତ୍ୟା ଫୋନି । ପୁରୀ ଠାରୁ ବର୍ତ୍ତମାନ ସମୟରେ ୨୭୫ କିମି ଦୂରରେ ରହିଛି ବାତ୍ୟା ।…

କାଲି ସକାଳ ୮ ରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୟଙ୍କର ବାତ୍ୟା ‘ଫୋନି’ । ପୂର୍ବ ନିର୍ଦ୍ଧାରିତ ସମୟର ୮ ଘଂଟା…

କନକ ବ୍ୟୁରୋ : ବାତ୍ୟା ଫୋନିର ଲ୍ୟାଣ୍ଡଫଲ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା । ପ୍ରଥମେ କୁହାଗଲା ଶୁକ୍ରବାର ସନ୍ଧ୍ୟା ସାଢେ ୫ଟାରେ ଫୋନି ଲ୍ୟାଣ୍ଡଫଲ କରିବ । ପରେ କୁହାଗଲା ସକାଳ ୧୨ ଟା ଏବଂ ଏଯାଏଁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ସକାଳ ୮ ରୁ ୧୦ ଟା ଭିତରେ ପୁରୀରେ ସ୍ଥଳଭାଗ ଛୁଇଁବ…

ଭୟଙ୍କର ରୂପ ନେଇ ଘଣ୍ଟାପ୍ରତି ୧୭ କିମି ବେଗରେ ମାଡିଆସୁଛି ‘ଫୋନି’ । ବାତ୍ୟାର ତାଣ୍ଡବ ଦେଖିପାରେ ଓଡିଶା, ଲ୍ୟାଣ୍ଡଫଲ୍…

କନକ ବ୍ୟୁରୋ : ଅତି ଭୟଙ୍କର ରୂପ ନେଇ ହାରାହାରି ଘଂଟା ପ୍ରତି ୧୭ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ଫୋନି । ସଂଧ୍ୟା ସୁଦ୍ଧା ଏହା ପୁରୀ ଠାରୁ ମାତ୍ର ୩୨୦ କିଲୋମିଟର ଦୂରରେ ରହିଛି । ପୁରୀର ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି ବାତ୍ୟାର କେନ୍ଦ୍ର ସ୍ଥଳ । ସେହିପରି ବିଶାଖାପାଟଣା…

ଫୋନି ପାଇଁ ୨୪ ଘଣ୍ଟା ବିମାନ ବନ୍ଦ । ଆଜି ମଧ୍ୟରାତ୍ରୀରୁ ଭୁବନେଶ୍ୱର ବିମାନମନ୍ଦରରେ ଲ୍ୟାଣ୍ଡିଂ କିମ୍ବା ଉଡାଣ ଭରି…

କନକ ବ୍ୟୁରୋ : ପୁରୀ ଠାରୁ ଆଉ ମାତ୍ର ୩୨୦ କିଲୋମିଟର ଦୂରରେ ରହିଛି ଭୟଙ୍କର ବାତ୍ୟା ଫୋନି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ ଫୋନି । ଏହି ସମୟରେ ସ୍ଥଳଭାଗରେ ପ୍ରାୟ ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବ । ଏପରିକି କିଛି ସ୍ଥାନରେ ୨୦୦…

ଲୋକଙ୍କ ସୁରକ୍ଷା ପାଇଁ ଶକ୍ତି ବିଭାଗର ବଡ ନିଷ୍ପତ୍ତି । ୫୦ କିମିରୁ ଅଧିକ ବେଗରେ ପବନ ବୋହିଲେ କଟିବ ବିଜୁଳି ।

କନକ ବ୍ୟୁରୋ : ଭୟଙ୍କର ବାତ୍ୟା ‘ଫୋନି’ ଯେତିକି ପାଖଉଛି, ଲୋକମାନଙ୍କ ମନରେ ସେତିକି ଛନକା ପଶୁଛି । ଆଉ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବଡ ନିଷ୍ପତ୍ତି ନେଇଛି ଶକ୍ତି ବିଭାଗ । ପବନର ବେଗ ୫୦ କିଲୋମିଟର ଛୁଇଁଲେ ବିଦ୍ୟୁତ ସରବରାହ କାଟି ଦିଆଯିବ । ଏହା…