Daily Archives

May 2, 2019

ଘରୋଇ ଚିକିତ୍ସାଳୟକୁ ସଜାଗ ପାଇଁ ସରକାରଙ୍କ ନିର୍ଦ୍ଦେଶ । ମା’ ଗୃହକୁ ୧୩୧୭ ଗର୍ଭବତୀ ସ୍ଥାନାନ୍ତର ।

କନକ ବ୍ୟୁରୋ : ବାତ୍ୟା ମୁକାବିଲା ଲାଗି ଘରୋଇ ଡାକ୍ତରଖାନା ଗୁଡିକ ସଜାଗ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି । ବିଶେଷକରି କ୍ଷତିଗ୍ରସ୍ତଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଲାଗି ଅଧିକ ଶଯ୍ୟା ସଂରକ୍ଷିତ…

ବାତ୍ୟା ପାଇଁ ବ୍ୟାପକ ପ୍ରସ୍ତୁତି । ରିଲିଫ୍ ଏବଂ ରେସକ୍ୟୁ ପାଇଁ ନିୟୋଜିତ ଅଛନ୍ତି ୧୮ ଓଡ୍ରାଫ୍ ଓ ୨୬ ଏନଡିଆରଏଫ୍ ଟିମ୍…

କନକ ବ୍ୟୁରୋ : ବାତ୍ୟାରେ କ୍ଷୟକ୍ଷତି ନେଇ ସମସ୍ତେ ଆଶଙ୍କାରେ ଅଛନ୍ତି । ଏବଂ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ବି କରାଯାଉଛି । ଓଡ୍ରାଫ, ଏନଡିଆରଏଫ୍ ଟିମ୍ ଏଥିପାଇଁ ପୁରା ପ୍ରସ୍ତୁତି ସହ ସଜାଗ ଅଛନ୍ତି । ବାତ୍ୟା ଆସି ଓଡ଼ିଶାର କବାଟ ବାଡ଼େଇଲାଣି । ଏଭଳି ସ୍ଥିତିରେ…

ବାତ୍ୟା ‘ଫୋନି’ । ଜଗନ୍ନାଥ ଧାମ ଆଡକୁ ମାଡି ଆସୁଛି, ଅଧା ରାଜ୍ୟ ଭିଜୁଛି ।

କନକ ବ୍ୟୁରୋ : ଜଗନ୍ନାଥଧାମ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ସକାଳ ୮ରୁ ୧୦ଟା ସୁଦ୍ଧା ପୁରୀ ଉପକୂଳ ଛୁଇଁବ ଏହି ସାମୁଦ୍ରିକ ଝଡ । କିନ୍ତୁ ଫୋନିର ପ୍ରଭାବ ଏବେ ଠାରୁ ରାଜ୍ୟର ଅଧା ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଫୋନି ପୁରୀ ଉପକୂଳ ଆଡକୁ ଯେତିକି ପାଖେଇ ଆସୁଛି ପବନର ବେଗ ସେତିକି…

କ’ଣ ଏହି ଲ୍ୟାଣ୍ଡଫଲ୍ ? ବାତ୍ୟା ସ୍ଥଳଭାଗ ଛୁଇଁଲେ କ’ଣ ହୋଇଥାଏ, କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ? 

କନକ ବ୍ୟୁରୋ : କ’ଣ ଏହି ଲ୍ୟାଣ୍ଡଫଲ୍ ? କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ? ବାତ୍ୟାକୁ ନେଇ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଲ୍ୟାଣ୍ଡଫଲ୍ ଉପରେ ଥାଏ ସମସ୍ତଙ୍କ ନଜର । ଏହାର ଅର୍ଥ ହେଉଛି ବାତ୍ୟା ଯେତେବେଳେ ସ୍ଥଳ ଭାଗକୁ ଛୁଇଁଥାଏ । ଅର୍ଥାତ୍ ଏହି ସମୟରେ ଘୂର୍ଣ୍ଣିଝଡ଼ ସହ…

ଫୋନିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ଆସନ୍ତାକାଲି ସକାଳୁ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ କହିଲେ ନବୀନ ।

କନକ ବ୍ୟୁରୋ : ଆଉ ମାତ୍ର ୨୭୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫୋନି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀ ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି ।…