Monthly Archives

May 2019

ମନ ଜିଣିଲେ ଏହି ଦୁଇ ସାଂସଦ ! ଶପଥ ଗ୍ରହଣ ସମାରୋହରେ ସାଇକେଲରେ ମାରିଲେ ଏଣ୍ଟ୍ରି ।

କନକ ବ୍ୟୁରୋ : ଗତକାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନେକ ବଡ଼ ବଡ଼ ନେତା, କଳାକାର ଏବଂ ବ୍ୟବସାୟୀମାନେ ସମାରୋହରେ ଯୋଗ ଦେଇଥିଲେ । ତେବେ ୬,୫୦୦ ଅତିଥିଙ୍କ ମଧ୍ୟରେ ଦୁଇ ସାଂସଦଙ୍କ ଏଣ୍ଟ୍ରି ସମସ୍ତଙ୍କଠାରୁ ଭିନ୍ନ ଥିଲା । ସମସ୍ତେ…

ବିପୁଳ ଭୋଟରେ ଜିତିଲେ, ହେଲେ ମିଳିଲାନି ମନ୍ତ୍ରିପଦ ! ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେନି ଏହି ସବୁ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ବିଜୟୀ ହେଲା ବିଜେପି । କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏହି ସମାରୋହରେ ପ୍ରାୟ ୬,୦୦୦ରୁ ଅଧିକ ଲୋକେ ସାମିଲ ହୋଇଥିଲେ । ଏହି…

ଖୁସି ହୋଇଗଲେ ଚାଷୀ । ନବୀନଙ୍କ ରାସ୍ତା ଆପଣାଇଲେ ମୋଦି, କାଳିଆ ବଢିଲା, କିଷାନ ବଢିଲା ।

କନକ ବ୍ୟୁରୋ : ନବୀନଙ୍କ ରାସ୍ତାରେ ମୋଦି । ନିର୍ବାଚନ ପୂର୍ବରୁ ରାଜ୍ୟରେ ନବୀନ କାଳିଆ ଯୋଜନା ଆଣି କୃଷକଙ୍କ ମନ ଜିଣିଥିଲେ । ଆଉ କେନ୍ଦ୍ରରେ ସମାନ ଫର୍ମୁଲା ଆପଣାଇଥିଲେ ମୋଦି । ପିଏମ କିଷାନ ଯୋଜନାର ଘୋଷଣା କରି କୃଷକ କାର୍ଡ ଖେଳିଥିଲେ ମୋଦି ସରକାର । ନିର୍ବାଚନ ପୂର୍ବରୁ ଏହି କୃଷକ କାର୍ଡ…

ଏଣିକି ଛୋଟ ବ୍ୟବସାୟୀଙ୍କୁ ମିଳିବ ପେନସନ୍ । ୧୭ ଜୁନରୁ ଚାଲିବ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ, ଜୁଲାଇ ୫ରେ ବଜେଟ୍ ।

କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସ ୧୭ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିବ ସଂସଦ ଅଧିବେଶନ । ଜୁନ୍ ୧୭ ଏବଂ ୧୮ ତାରିଖରେ ସଂସଦରେ ପଦ ଓ ଗୋପନୀୟତାର ଶପଥ ନେବେ ଦେଶର ନବ ନିର୍ବାଚିତ ସାଂସଦ । ଏହା ପରେ ଜୁନ୍ ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏବଂ ଜୁନ୍ ୨୦…

ପ୍ରତିଶୃତି ମିଳିଲା, ଯୁଦ୍ଧ ସରିଲା । ଏବେ ପ୍ରଦର୍ଶନ କରିବାର ବେଳ, ସେବା ନ କଲେ ସରକାରଙ୍କ ପାଇଁ ଅଡୁଆ ।

କନକ ବ୍ୟୁରୋ : ୧୯ ନିର୍ବାଚନ ଯୁଦ୍ଧର ଅଧ୍ୟାୟ ଶେଷ । ଦୀର୍ଘ ୨ ମାସ ଧରି ପୂରା ଦେଶରେ ଯେଉଁ ନିର୍ବାଚନ ଯୁଦ୍ଧ ଲାଗି ରହିଥିଲା ତାହାର ପରିସମାପ୍ତି ଘଟିଛି । ଆଉ ଏହାସହ ଦୀର୍ଘ ୨ ମାସ ଧରି ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ନିର୍ବାଚନକୁ ନେଇ ଯେଉଁ କୋଳାହଳ ଦେଖିବାକୁ ମିଳୁଥିଲା…

ମୋଦି ସରକାରଙ୍କ ପ୍ରଥମ ଦିନରେ ଦେଶର ଅର୍ଥନୀତିକୁ ବଡ ଝଟକା । ୫.୮ ପ୍ରତିଶତକୁ ଖସିଲା ଜିଡିପି, ବେକାରି ହାର ୪୫ ବର୍ଷରେ…

କନକ ବ୍ୟୁରୋ: ମୋଦି ସରକାରଙ୍କ ପ୍ରଥମ ଦିନରେ ଦେଶର ଅର୍ଥନୀତିକୁ ଲାଗିଛି ଏକ ବଡ ଝଟ୍କା । ଦେଶର ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ୫ ଦଶମିକ୍ ୮ ପ୍ରତିଶତକୁ ଖସି ଆସିଛି । ଯାହା ଗତ ୪ବର୍ଷ ମଧ୍ୟରେ ସର୍ବନିମ୍ନ । ଜାନୁୟାରୀରୁ ମାର୍ଚ୍ଚ ତିନିମାସରେ ଭାରତର ଜିଡିପି ୬ ପ୍ରତିଶତରୁ ତଳକୁ ଖସି…