Daily Archives

April 29, 2019

ତାତିରେ ସିଝୁଛି ଓଡିଶା । ୪୦ ଡିଗ୍ରୀ ଉପରେ ୧୩ଟି ସହର ।

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ପଟେ ବାତ୍ୟାକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ତାତିରେ ସିଝୁଛି ଓଡିଶା । ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଛି ଏବଂ ଏଠାରେ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ…

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘ଫୋନି’ । ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ଗତି କରିବ ବାତ୍ୟା । ୭ଟି ରାଜ୍ୟକୁ…

କନକ ବ୍ୟୁରୋ : ଭାରତୀୟ ସ୍ୟାଟେଲାଇଟ୍ ଦ୍ୱାରା ନିଆଯାଇଥିବା ଚିତ୍ର ସାଇକ୍ଲୋନ ଫୋନିର ବାସ୍ତବ ସ୍ଥିତି ଦର୍ଶାଉଛି । ଚେନ୍ନାଇ ଠାରୁ ୮୪୦ କିଲୋମିଟର ଏବଂ ମଛଲିପଟନମ ଠାରୁ ୯୯୦ କିଲୋମିଟର ଦୁରରେ ଥିବା ଏହି ବାତ୍ୟା, ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୁପ ନେଇ, ଘଂଟାକୁ ପ୍ରାୟ ୧୧ କିଲୋମିଟର…

ଓଡିଶା ବିଧାନସଭାର ପ୍ରଥମ ମହିଳା ମନ୍ତ୍ରୀ । ରାଜ୍ୟର ସ୍ୱାସ୍ଥ୍ୟ ରାଜମାତାଙ୍କ ହାତରେ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ନିର୍ବାଚନ ରାଜନୀତିରେ ମହିଳାଙ୍କର ଭୂମିକା ସଦାବେଳେ ଗୁରୁତ୍ଵପୂର୍ଣ୍ଣ ରହିଆସିଛି । ସ୍ୱାଧୀନତା ପୂର୍ବରୁ ୬୦ ଜଣିଆ ଓଡ଼ିଶା ବିଧାନସଭାରେ ମହିଳାଙ୍କ ପାଇଁ ଦୁଇଟି ଆସନ ସଂରକ୍ଷିତ ଥିଲା । ବ୍ରହ୍ମପୁର ମହିଳା ଆସନରୁ ଜିଣି ଏ. ଲକ୍ଷ୍ମୀବାଈ ରାଜ୍ୟର…

କହ୍ନେୟାଙ୍କୁ ଭୋଟ୍ ଦେବାକୁ ଯାଇଥିଲେ ମହିଳା । ବିଜେପି ପ୍ରାର୍ଥୀ ଗିରିରାଜଙ୍କ ବଟନ ଦବାଇଦେଲେ ପୋଲିଂ ଅଫିସର ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ଆଉ ଏହାରି ଭିତରେ ବିହାରର ବେଗୁସରାଏରେ ମତଦାନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ମହିଳା ଅଫିସରମାନଙ୍କ ଉପରେ ଗମ୍ଭୀର…

ଟିକେଟ୍ ପାଇବା ପରେ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ସାବିତ୍ରୀ । କହିଲେ, ସ୍ୱାମୀଙ୍କ ଅଧୁରା ସ୍ୱପ୍ନ କରିବି ପୂରଣ । 

କନକ ବ୍ୟୁରୋ : ମେ ୧୯ ତାରିଖରେ ମହାଲଢେଇ । କୁହାଯାଉଛି ଗତ ବିଜେପୁର ନିର୍ବାଚନ ସମୟରେ, ରାଜ୍ୟରେ ଯେଉଁ ରାଜନୈତିକ ଚିତ୍ର ସାମ୍ନାକୁ ଆସିଥିଲା, ପୁଣି ଥରେ ତା’ର ପୁନରାବୃର୍ତ୍ତି ହେବାକୁ ଯାଉଛି । କାରଣ ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସମୟରେ…