Daily Archives

April 28, 2019

ରୋଚକ ହେଲା ବାରଣାସୀ ରାଜନୀତି । ମୋଦିଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କଲେ ୫୦ ଜଣ କୃଷକ ।

କନକ ବ୍ୟୁରୋ : ରୋଚକ ସ୍ଥିତିରେ ପହଞ୍ଚିଲା ବାରଣାସୀ ରାଜନୀତି । ପ୍ରଥମେ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଦେଖାଯାଇଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ମୋଦିଙ୍କ ପାଇଁ ସୃଷ୍ଟି ହୋଇଛି ପୁଣି ଏକ ଚ୍ୟାଲେଞ୍ଜ । ଗତ ୨୬ ତାରିଖରେ ବିଶାଳ ରୋଡ୍ ସୋ’ରେ ଯାଇ ନାମାଙ୍କନ ପତ୍ର ଦାଖଲ…

‘ଲୋକସଭା ନିର୍ବାଚନ ପରେ ସୁଧୁରିଯିବ ଭାରତ-ପାକିସ୍ତାନ ସମ୍ପର୍କ’ ! କାହିଁକି ଏମିତି କହିଲେ ପାକ୍ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକ୍ ପ୍ରଧାନମନ୍ତ୍ରୀ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେବା ପରେ ଜାତୀୟସ୍ତରରେ ଜୋର ଧରିଛି ଆଲୋଚନା । ସେ କହିଛନ୍ତି, ଭାରତ ଏବଂ…

ଶ୍ରୀଲଙ୍କାର ଛାତିଥରା ବିସ୍ଫୋରଣ ପରେ ଆଜି ଥିଲା ପ୍ରଥମ ରବିବାର । ଚର୍ଚ୍ଚ ଗୁଡିକରେ ବନ୍ଦ ହେଲା ସାମୁହିକ ପ୍ରାର୍ଥନା ।

କନକ ବ୍ୟୁରୋ : ଶ୍ରୀଲଙ୍କା ସିରିଜ ବୋମା ବିସ୍ଫୋରଣ ଘଟଣା ପରେ ଆଜି ହେଉଛି ପ୍ରଥମ ରବିବାର । ଗତ ରବିବାର ଦିନ ଶ୍ରୀଲଙ୍କାରେ ହୋଇଥିବା ଏହି ଆତଙ୍କବାଦୀ କାଣ୍ଡ ସାରା ବିଶ୍ୱକୁ ଥରେଇ ଦେଇଥିଲା । କିନ୍ତୁ ଶ୍ରୀଲଙ୍କାର ସ୍ଥିତି ଏବେ ସୁଧୁରିନଥିବାରୁ ଆଜି କଲମ୍ବୋ ସମେତ ଅନ୍ୟ ପ୍ରମୁଖ ସହରରେ ଥିବା…

କେନ୍ଦ୍ରାପଡ଼ା ଉପରେ ସ୍ୱତନ୍ତ୍ର ନଜର । ସହରର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସର ଚଢାଉ । ହୋଟେଲ ସମେତ…

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ ଅଧିକାରୀ ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଉପରେ ନଜର ରହିଛି କହିଥିବା ବେଳେ ସେପଟେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ ମିଳିତ ଭାବେ ଚଢଉ କରିଛନ୍ତି । କିଛି ରାଜନୈତିକ ବ୍ୟକ୍ତି ବିଭିନ୍ନ ହୋଟେଲରେ ରହି ଭୋଟରଙ୍କୁ ପ୍ରଭାବିତ କରିବାକୁ…

କିଙ୍ଗଫିସର ଓ ଜେଟ୍ ଏୟାରୱେଜ ପରେ ଆର୍ଥିକ ସଙ୍କଟରେ ପୱନହଂସ । କର୍ମଚାରୀଙ୍କୁ ମିଳିବନି ଚଳିତ ମାସ ଦରମା ।

କନକ ବ୍ୟୁରୋ :  ଦେଶରେ ବିମାନ ସେବା ଯୋଗାଉଥିବା କିଙ୍ଗ୍‌ଫିସର୍‌ ଓ ଜେଟ୍‌ ଏୟାରେଓ୍ଵଜ୍‌ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ବନ୍ଦ ହୋଇଯିବା ପରେ ଏବେ ପାଳି ପଡ଼ିଛି ପବନହଂସର । ପବନହଂସ ମଧ୍ୟ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ପବନହଂସ ସଂସ୍ଥାର…

ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷା କଲା କୋଲକାତା । ଶୁଭମାନ, ଲିନ୍ ଓ ରସେଲଙ୍କ ଦମଦାର ଅର୍ଦ୍ଧଶତକ, ମୁମ୍ବାଇ ଆଗରେ…

କନକ ବ୍ୟୁରୋ : ଐତିହାସିକ ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷା କରିଛି କୋଲକାତା ନାଇଟ୍ ରାଇଡର୍ସ । ସୁପର ସଣ୍ଡେର ସୁପର ମୁକାବିଲା । ଆଇପିଏଲର ୪୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଟସ୍ ଜିତି ପ୍ରଥମେ…