Daily Archives

April 27, 2019

କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଜିତିବ କିଏ? ଫଟୋରେ ଦେଖନ୍ତୁ କେନ୍ଦ୍ରାପଡା ଲୋକସଭା ଓ ୬ ବିଧାନସଭା ଆସନର ଟିକିନିକି…

କନକ ବ୍ୟୁରୋ : କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିଜୟ ହାସଲ କରିବାକୁ ଜି ଜାନ ଲଗାଇ ଦେଇଛନ୍ତି ୩ ଦଳ । ଅଣ କଂଗ୍ରେସ ଓ ଅଣବିଜେପି ଗଡ ରହି ଆସିଥିବା କେନ୍ଦ୍ରାପଡାରେ ଗତ ୫ଟି ନିର୍ବାଚନରେ ବିଜୟ ବାନା ଉଡାଇ ଆସୁଛି ବିଜେଡି । ଚଳିତଥର ରାଜ୍ୟ ରାଜ୍ୟନୀତିର ସବୁଠୁ ବଡ ଲଢେଇ ହେଉଛି…

ସରିଲା ପ୍ରଚାର ରଜନୀ । ଆଉ ଗାଁ ଛକରେ ବସିବେନି ରାଜନୀତି ପଣ୍ଡିତ, ହେବନି ଗୋଟି ଚାଳନା, କି ମିଳିବନି ପ୍ରତିଶ୍ରୁତିର…

କନକ ବ୍ୟୁରୋ : ଆଉ ରଙ୍ଗୀନ୍ ହେବନି ଗାଁ ଗହଳିରେ ଥିବା କାନ୍ଥ କି ରାସ୍ତା ଘାଟରେ ଶୁଭିବନି ମା’ ମାଉସୀ ଡ଼ାକ । କାରଣ ୧୯ ଯୁଦ୍ଧ ପାଇଁ ଶେଷ ପ୍ରଚାର କରି ନିଜ ନିଜ ଶିବିରକୁ ଫେରିଛନ୍ତି ଶୀର୍ଷ ନେତା । ଗତ ଏକମାସ ଧରି ରାଜ୍ୟରେ ଗଣତନ୍ତ୍ରର ମହାପର୍ବକୁ ନେଇ ସହରଠୁ ଆରମ୍ଭ କରି ଗାଁ ଗଳିକନ୍ଦି…

ଧୂଆଁଧାର ପ୍ରଚାର ଶେଷ, ଆରମ୍ଭ ହେଲା ନୀରବ ମୁହୂର୍ତ୍ତ । ଦିନକ ପରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ପଡିବ ଭୋଟ୍

କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି ଚତୁର୍ଥ ପର୍ଯ୍ୟାୟରେ ଅପ୍ରେଲ ୨୯ ତାରିଖ ସୋମବାର ପଡିବ ଭୋଟ । ତେବେ ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ସହ ପୁରା ଦମ ଲଗାଇ ଜୋରଦାର ପ୍ରଚାର କରିଛନ୍ତି…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ-ବିଗ ଫାଇଟ । ଲୋକସଭା-କାହାକୁ କିଏ ଦେଉଛି ଟକ୍କର ।

କନକ ବ୍ୟୁରୋ: ଆଉ ଦିନକ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନରେ ଦେଖିବାକୁ ମିଳିବ ବିଗ ଫାଇଟ୍ । କେନ୍ଦ୍ରାପଡାରେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ସହ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ବାଲେଶ୍ୱର ଲୋକସଭା…

ନବୀନଙ୍କ ଫୋକସରେ କେନ୍ଦ୍ରାପଡା, ଟାର୍ଗେଟରେ ବୈଜୟନ୍ତ। ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: କେନ୍ଦ୍ରାପଡାରେ କୁରୁକ୍ଷେତ୍ର । ନବୀନଙ୍କ ଫୋକସରେ କେନ୍ଦ୍ରାପଡା, ଟାର୍ଗେଟରେ ବୈଜୟନ୍ତ । ଆଜି ରୋଡ ସୋ ବେଳେ ନାଁ ନ ନେଇ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି ନବୀନ । ନବୀନ କହିଛନ୍ତି, କେନ୍ଦ୍ରାପଡାର ବିକାଶ ସେ ନିଜେ ଦେଖିବେ । ଜଣେ ଯୁବ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ବି ଭୋଟ୍ ଦେବେନି ବିରାଟ କୋହଲୀ ! ଜାଣନ୍ତୁ କଣ ରହିଛି ମୁଖ୍ୟ କାରଣ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦେଶର ବିଭିନ୍ନ ନିର୍ବାଚନୀ କ୍ଷେତ୍ରର ଶୀର୍ଷ ନେତାମାନଙ୍କୁ ନିବେଦନ କରିଥିଲେ କି ସେମାନେ ଭୋଟ୍ ଦେବାକୁ ଯାଆନ୍ତୁ । ଏହା ଏଥିପାଇଁ, କାହିଁକି ନା ସେମାନେ ହେଉଛନ୍ତି ଜଣେ ଲେଖାଏଁ ଆଇକନ ଏବଂ ସେମାନେ ୧୩୦ କୋଟି ଭାରତୀୟଙ୍କୁ ମତାଦାନ…