Daily Archives

April 27, 2019

ମୋଦିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଆପ୍ ସାଂସଦ । କହିଲେ, ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ ୧.୨୭ କୋଟି ଟଙ୍କା…

ଗତକାଲି ବାରଣାସୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ସୋ’ରେ ଆସିଥିଲେ ମୋଦି । ଯାହାକୁ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସଞ୍ଜୟ ସିଂହ ଶନିବାର ପ୍ରଧାନମନ୍ତ୍ରୀ…

ଟିକେଟ ଦେବାକୁ ମିଳିଥିଲା ପ୍ରତିଶୃତି, ଶେଷ ମୁହୂର୍ତ୍ତରେ ପ୍ରତିଶୃତି ଭାଙ୍ଗିଦେଲା ବିଜେପି । ବିନୋଦ ଖାନ୍ନାଙ୍କ ପତ୍ନୀ…

ସ୍ୱର୍ଗତଃ ବଲିଉଡ୍ ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ବିଜେପି ଉପରେ ପ୍ରତିଶ୍ରୁତି ଭାଙ୍ଗିବାର ଅଭିଯୋଗ ଆଣିଛନ୍ତି । ଗୁରୁଦାସପୁର ଲୋକସଭା ଆସନ ପାଇଁ ବିଜେପି ଟିକେଟ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରେ ଟିକେଟ୍…

ପାକିସ୍ତାନରୁ ଗୁଳି ଆସିଲେ, ଭାରତରୁ ଗୋଳା ଯିବ । ପୁଣି ଥରେ କ୍ଷମତାକୁ ଆସିଲେ ଜମ୍ମୁ-କାଶ୍ମୀରରୁ ହଟାଯିବ ଧାରା ୩୭୦ ।…

ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସବୁ ଦଳ ଏବେ ପ୍ରଚାର ପ୍ରସାରରେ ଲାଗି ପଡ଼ିଛି । ଏ ମଧ୍ୟରେ ଝାଡଖଣ୍ଡର ପଲାମୁରେ ନିଜର ଦଳ ପାଇଁ ପ୍ରଚାର କରିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେଠାରେ ପହଞ୍ଚି ସେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା…

ନିର୍ବାଚନ ସଭାରେ ଭାଷଣ ଦେଉଥିଲେ, ହଠାତ୍ ମଞ୍ଚ ଉପରେ ବେହୋସ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ ବେହୋସ ହୋଇପଡିଛନ୍ତି । ଗଡକରୀ ଶିରିଡିର ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ଭାଷଣ ଶେଷ ସମୟରେ ବେହୋସ ହୋଇପଡିଥିଲେ । ପରେ ମଞ୍ଚ ଉପରେ ଥିବା ଲୋକମାନେ ନୀତିନ ଗଡକରୀଙ୍କୁ…

ଓଡ଼ିଶା ରାଜନୀତି ଇତିହାସର ପୁରୁଣା କଥା । କୁଳବୃଦ୍ଧଙ୍କ ଗେହ୍ଲାଝିଅ ରାଜ୍ୟସଭାର ‘ଦାଦି ମା’ ।

କନକ ବ୍ୟୁରୋ: (ସ୍ୱରାଜ ମିଶ୍ର) କୁଳବୃଦ୍ଧ ମଧୁସୂଦନ ଦାସ ଅନେକ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ । ସେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ପୁଣି ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ମନ୍ତ୍ରୀ । ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ଦୁଇ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଥିବାରୁ ସେ…