Daily Archives

April 25, 2019

ଭୋଟ୍ ଦେବେନି ପୀଡିତା ନିର୍ଭୟାଙ୍କ ମାତା-ପିତା । କହିଲେ, ମିଳିଲାନି ନ୍ୟାୟ । ‘ମିଛ ପ୍ରତିଶ୍ରୁତି ଶୁଣି ଶୁଣି ଆମେ…

କନକ ବ୍ୟୁରୋ : ଦିଲ୍ଲୀରେ ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଜୋରସୋର ଆରମ୍ଭ ହୋଇଥିବା ବେଳେ ନେତାମାନେ ନିଜ ନିଜର ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଏ ମଧ୍ୟରେ ୨୦୧୨ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ନିର୍ଭୟାଙ୍କ ମାତା-ପିତା ଚଳିତବର୍ଷ ଭୋଟ୍ ଦେବେ ନାହିଁ…

ଓଡିଶା ରାଜନୀତିର ରୋଚକ କଥା ! ଅଭିନେତ୍ରୀଙ୍କ ଜେଜେବାପା ମନ୍ତ୍ରୀ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଜନପ୍ରିୟ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାର ପରମ୍ପରା ଓଡ଼ିଶାରେ ଅନେକ ଦିନ ତଳୁ ଆରମ୍ଭ ହୋଇସାରିଛି । କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅତି ପରିଚିତା ଅଭିନେତ୍ରୀଙ୍କର ଜେଜେବାପା…

ଭୋଟ ଦିଅନ୍ତୁ ପୁରସ୍କାର ଜିତନ୍ତୁ । ନଗଦ ଟଙ୍କା ସାଙ୍ଗକୁ ମାଗଣାରେ ମିଳିବ ଟି-ସାର୍ଟ ଓ ପେନଡ୍ରାଇଭ । ଜାଣନ୍ତୁ କେଉଁଠି…

ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମତଦାତାମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରେରିତ କରିବାକୁ ଏକ ନୂଆ ବାଟ ଆପଣାଇଛନ୍ତି । କିଛି ଲୋକ ସୁବିଧା ଥାଇ ମଧ୍ୟ ଭୋଟ୍ ଦେବାକୁ ଯାଉ ନଥିବା ଦେଖି ମୁଖ୍ୟ ନିର୍ବାଚନ ଅଧିକାରୀ ଉପହାରର ବ୍ୟବସ୍ଥା କରିଛନ୍ତି । ମତଦାତାମାନେ ଭୋଟ୍ ଦେଲେ ସେମାନଙ୍କୁ ନଗଦ…

ସମ୍ବଲପୁରରେ ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହୋଇଥିଲେ ଆଇଏଏସ ଅଫିସର ମହସିନ । ନିଲମ୍ବନ ଉପରେ ରୋକ ଲଗାଇଲେ…

କନକ ବ୍ୟୁରୋ : ଆଇଏଏସ୍ ଅଧିôକାରୀ ମହମ୍ମଦ ମହସିନଙ୍କ ନିଲମ୍ବନ ଉପରେ ରହିତାଦେଶ ଜାରି କରିଛିନ୍ତି ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରି ନିଲମ୍ବନ ହୋଇଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଧିକାରୀ ମହମ୍ମଦ ମହସିନଙ୍କ ନିଲମ୍ବନ ଉପରେ…

ମାରୁତି ସୁଜୁକି କମ୍ପାନି ନେଲା ବଡ ନିଷ୍ପତି । ୨୦୨୦ରୁ ଏପ୍ରିଲ ପହିଲାରୁ ଏହି ଧରଣର କାର କିଣିପାରିବେନି ଗ୍ରାହକ ।

ଦେଶର ସବୁଠୁ ବଡ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ଇଣ୍ଡିଆ ବଡ ନିଷ୍ପତି ନେଇଛି । ଯାହା କାର କିଣିବାକୁ ଥିବା ସାଧାରଣ ଗ୍ରାହକଙ୍କୁ ଖୁବ ପ୍ରଭାବିତ କରିବାକୁ ଯାଉଛି । ୧ ଏପ୍ରିଲ ୨୦୨୦ ପରଠାରୁ ଭାରତରେ ଡିଜେଲ କାର ବିକ୍ରି କରିବନି ବୋଲି ମାରୁତି ସୁଜୁକି ପକ୍ଷରୁ ନିଷ୍ପତି ନିଆଯାଇଛି…