Daily Archives

April 24, 2019

ମୋଦୀଙ୍କ ଆକ୍ରମଣ ପରେ ନବୀନଙ୍କ ନିମନ୍ତ୍ରଣ । ବିଜେଡି ସୁପ୍ରିମୋ କହିଲେ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ଦଳକୁ ମିଳିସାରିଛି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତିର ଜବାବ୍ ଦୃଢ଼ତାର ସହ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ବାଲେଶ୍ୱରରେ ନରେନ୍ଦ୍ର ମୋଦି ବିଜେପି ସରକାର ଗଢ଼ିବ ଏବଂ ବିଜେଡି ଗଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ, ସେହି ବାଲେଶ୍ୱରରେ ମୋଦିଙ୍କୁ ଜବାବ୍ ଦେଇଛନ୍ତି ନବୀନ…

ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ରଦ୍ଦ କରାଯାଉ, ପୁଣିଥରେ ତାଙ୍କୁ କେନ୍ଦ୍ରାପଡାବାସୀଙ୍କୁ ଠକିବାକୁ ସୁଯୋଗ ଦିଆନଯାଉ ।…

କନକ ବ୍ୟୁରୋ : କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ରଦ୍ଦ କରାଯାଉ । ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିବା ବୈଜୟନ୍ତଙ୍କ ନାମାଙ୍କନ ପତ୍ର ରଦ୍ଦ କରଯାଉ । ପୁଣିଥରେ ତାଙ୍କୁ କେନ୍ଦ୍ରାପଡାବାସୀଙ୍କୁ ଠକିବାକୁ ସୁଯୋଗ ଦିଆ ନଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ…

ଆଜି ଆଇପିଏଲରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ । ମୁହାଁମୁହିଁ ହେବେ ପଞ୍ଜାବ-ବାଙ୍ଗାଲୋର । ଗତ ୨ ବର୍ଷ ହେଲା ରୟାଲ…

ଆଇପିଏଲରେ ଆଜି ପଞ୍ଚାବ-ବାଙ୍ଗାଲୋର ମଧ୍ୟରେ ହାଇଭୋଲଟେଜ ଟକ୍କର ଦେଖିବାକୁ ମିଳିବ । ଆଇପିଏଲର ୧୨ ତମ ସିଜିନରେ ଏହା ୪୨ ତମ ମ୍ୟାଚ୍ ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେଉଛନ୍ତି ୨ ଦଳ । ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ ।…

୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୮ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା…

ଚୁପ୍ ରହିଲେ ବିଜେପିରେ ମିଳେ ପୁରସ୍କାର । ମୁଁ ସ୍ୱର ଉତ୍ତୋଳନ କଲି, ମୋ ଟିକେଟ କାଟି ଦିଆଗଲା । ଜାଣନ୍ତୁ କାହିଁକି…

ବିଜେପିରେ ଚୁପ ରହିଲେ ମିଳେ ପୁରସ୍କାର । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ସଜ ସଜ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଉଦିତ ରାଜ । ଲୋକସଭା ନିର୍ବାଚନ ଲଢିବା ପାଇଁ ତାଙ୍କୁ ବିଜେପି ଟିକେଟ ନ ଦେବାରୁ କଂଗ୍ରେସରେ ସାମିଲ ହୋଇଛନ୍ତି ଉଦିତ । ଆଉ କଂଗ୍ରେସରେ ସାମିଲ ହେବା ସହ ବିଜେପି…

ଟଙ୍କା ବଦଳରେ ଏଟିଏମ୍ ମେସିନରୁ ବାହାରିଲା ବିଷଧର ସାପ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

କନକ ବ୍ୟୁରୋ: ଆପଣମାନେ ଏଟିଏମ୍ ମେସିନ୍ ଭିତରୁ ଟଙ୍କା ବାହାରିବା କଥା ଶୁଣିଥିବେ । ହେଲେ ଟଙ୍କା ବଦଳରେ କେବେ ବିଷଧର ସାପ ବାହାରି ତାହା ହୁଏତ ଖୁବ୍ କମ୍ ଶୁଣିଥିବେ । କିନ୍ତୁ ଏଭଳି କିଛି ଘଟିଛି ତାମିଲନାଡୁର କୋଇମ୍ବାଟୁର ଅଞ୍ଚଳରେ । ଯାହା ଆପଣଙ୍କୁୁ ଆଶ୍ଚର୍ଯ୍ୟ କରିଦେବ । କୋଇମ୍ବାଟୁର…