Daily Archives

April 22, 2019

ରାହାଣେଙ୍କ ଦମଦାର ଶତକ । ଦିଲ୍ଲୀ ଆଗରେ ୧୯୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ରାଜସ୍ଥାନ ।

କନକ ବ୍ୟୁରୋ : ଜୟପୁରରେ ଭାରତୀୟ ଟେଷ୍ଟ କ୍ରିକେଟର ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଜବରଦସ୍ତ ବ୍ୟାଟିଂ । ଆଇପିଏଲର ୪୦ ତମ ମ୍ୟାଚରେ ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁରରେ ଆଜି ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍…

ଝାରପଡା ଜେଲ ଗଲେ ପ୍ରଦୀପ ମହାରଥୀ । ଆସନ୍ତା ୨୪ରେ ହେବ ଜାମିନ ନେଇ ଶୁଣାଣି

କନକ ବ୍ୟୁରୋ : ଜେଲ ଗଲେ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଜାମିନ ଆବେଦନ ଶୁଣାଣି ସ୍ଥଗିତ ହେବା ପରେ ପ୍ରଦୀପ ମହାରଥୀଙ୍କୁ ଝାରପଡା ଜେଲ ପଠାଇ ଦଆଯାଇଛି । ପ୍ରଦୀପଙ୍କ ଜାମିନ ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ । ଜେଲ ୱାର୍ଡ ମଧ୍ୟରେ ପ୍ରଦୀପଙ୍କୁ ଚିକିତ୍ସା କରାଯିବ ।…

ରାତି ପାହିଲେ ନିର୍ବାଚନ । ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଦେଶର ୧୧୭ ଲୋକସଭା ଆସନ ପାଇଁ ପଡିବ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବ । ୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୭ ଲୋକସଭା ଆସନରେ କାଲି ଭୋଟ ଗ୍ରହଣ ହେବ । ୧୧୭ ଲୋକସଭା ଆସନରେ ୧୬୩୦ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମତଦାନ ପାଇଁ ଆଜି ସକାଳୁ ବୁଥ ମୁହାଁ…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ନେତା ବାଛିବେ ଜନତା । ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ଭୋଟ୍,…

କନକ ବ୍ୟୁରୋ : ଗତ ୧୧ ଓ ୧୮ ତାରିଖରେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଓ ଏହା ଅନ୍ତର୍ଗତ ୬୩ଟି ବିଧାନସଭା ଆସନରେ ଭୋଟ୍ ହୋଇସାରିଛି । କାଲି ତୃତୀୟ ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୪୬୪ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ୯୨ ଲକ୍ଷ ୫୬ ହଜାର ୯୨୨ ମତଦାତା । ଏହି ପର୍ଯ୍ୟାୟରେ ଓଡିଶା…