ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ କସରତ । ଡୋର୍ ଟୁ ଡୋର୍ ବୁଲି କରୁଛନ୍ତି ପ୍ରଚାର ।
କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋର୍ ଚାଲିଛି ନିର୍ବାଚନ ପ୍ରଚାର । କାରଣ ହାତରେ ଆଉ ଦିନ କେଇଟା ବାକି । ଜନତା ପାଖରେ ପହଂଚିବା ପାଇଁ ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି । ଡୋର ଟୁ ଡୋର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।
ବାଲେଶ୍ୱର ସହର ବିଧାନସଭା ଆସନ…