ଶ୍ରୀଲଙ୍କାରେ ଆତ୍ମଘାତୀ ବୋମା ବିସ୍ଫୋରଣ । ୨୧୫ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ୩ ଭାରତୀୟ ।
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ରବିବାର ଘଟିଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୧୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ସେହିଭଳି ମୃତକଙ୍କ ମଧ୍ୟରେ ମୋଟ ୩୫ ଜଣ ବିଦେଶୀ ରହିଥିବା ଜଣାପଡିଛି । ପୂର୍ବରୁ କେବଳ ଜଣେ ଭାରତୀୟ ମହିଳା ନିହତ…