Daily Archives

April 20, 2019

ରେଙ୍ଗାଲୀରୁ ସମ୍ବଲପୁର ନବୀନଙ୍କ ରୋଡ୍ ସୋ’ । ସମଲେଶ୍ୱରୀ ମନ୍ଦିରରେ କଲେ ଆରାଧନା, ବିଶାଳ ରାଲିରେ ବିଜେଡି ପାଇଁ…

କନକ ବ୍ୟୁରୋ : ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ସୋ’ । ରେଙ୍ଗାଲିରୁ ବାହାରିଥିବା ଏହି ରୋଡ୍ ସୋ ସମ୍ବଲପୁରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ସହରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା…

କେନ୍ଦ୍ରମନ୍ତ୍ରୀ ଗଣପତଙ୍କ ବିବାଦୀୟ ବୟାନ୍ ! ରାହୁଲଙ୍କୁ କୁକୁର ଛୁଆ ସହ କଲେ ତୁଳନା, ମୋଦିଙ୍କୁ କହିଲେ ସିଂହ ।

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସରିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜନେତା । ନିର୍ବାଚନକୁ ଆଖି ଆଗରେ ରଖି କିଛି ଦିନ ତଳେ ଆରମ୍ଭ ହୋଇଥିବା ବୟାନବାଜି ଏବେ ଆହୁରି ତୀବ୍ର ହେଉଥିବା ଦେଖିବାକୁ ମିଳିଛି ।…

ସଙ୍କଟରେ ସିଦ୍ଧୁ ! ଧର୍ମୀୟ ରାଜନୀତିକୁ ନେଇ ଦେଇଥିଲେ ବୟାନ, ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ବାଚନ…

କନକ ବ୍ୟୁରୋ : ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୨୪ ଘଣ୍ଟା ଭିତରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍ ସମୁଦାୟ ଏକ ହୋଇ କଂଗ୍ରେସକୁ ଭୋଟ୍…

କାମାକ୍ଷାନଗର କିଙ୍ଗ୍ କିଏ? ପଞ୍ଚମ ଥର ‘ଶଙ୍ଖ’ ଫୁଙ୍କିବାକୁ ବିଜେଡିର ପୁରୁଣା ସିପାହୀ ତୟାର, ଚେକ୍ ଦେବାକୁ ବିରୋଧୀଙ୍କ…

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ଅଣସଂରକ୍ଷିତ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଘମାସାନ୍ ପ୍ରଚାର ଚଳାଇଛନ୍ତି । ଅଞ୍ଚଳର ବିକାଶ ପ୍ରତି ସରକାରଙ୍କ ଅବହେଳା ବିରୋଧୀ ଦଳର ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶାସକ ଦଳ କିନ୍ତୁ…

ଗେଲଙ୍କ ଦମଦାର ଅର୍ଦ୍ଧଶତକ । ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୪ ରନର ଟାର୍ଗେଟ୍ ଦେଲା ପଞ୍ଜାବ ।

କନକ ବ୍ୟୁରୋ : ଆଇପିଏଲର ୩୭ ତମ ମ୍ୟାଚରେ ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି କିଙ୍ଗସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ରୋମାଞ୍ଜକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…

ପ୍ରଚାର ମଇଦାନରେ ହେଭିୱେଟ୍ ! ପରସ୍ପରକୁ ଟାର୍ଗେଟ୍ କରି ଭୋଟ ହାତେଇବାକୁ ରଣନୀତି ।  ରାହୁଲଙ୍କ ପାଇଁ ପ୍ରିୟଙ୍କାଙ୍କ…

କନକ ବ୍ୟୁରୋ : ଲୋକସଭା ତୃତୀୟ ପ୍ରର୍ଯ୍ୟାୟ ନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ମଇଦାନ ସେତିକି କମ୍ପୁଛି । କଳ ବଳ କୌଶଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରଚାର ଚଳାଇଛନ୍ତି । ଆଜି ପଶ୍ଚିମବଙ୍ଗ ଓ ବିହାରରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ।…