Daily Archives

April 19, 2019

ସାଂସଦ ପ୍ରାର୍ଥୀଙ୍କ ଫେକ୍ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା । ଭୁବନେଶ୍ୱରରୁ ସାମ୍ବାଦିକ ସୀମାଞ୍ଚଳଙ୍କୁ ଗିରଫ କଲା ପୋଲିସ…

କନକ ବ୍ୟୁରୋ : ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ତଥାକଥିତ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ । ଗିରଫ ସାମ୍ବାଦିକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ପାତ୍ର । ସୀମାଂଚଳଙ୍କୁ ମିଶାଇ ଏହି ଘଟଣାରେ ମୋଟ ୫ ଜଣ ଗିରଫ ହୋଇଛନ୍ତି । ଗତ ୧୫ ତାରିଖରେ ଏଟିଆର ୱେବ୍…

ରାଜନୀତିକୁ ଫେରିଲା ଚପଲ ଓ ଚାପୁଡା ମାଡ ! ଗୁଜୁରାଟରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା ମାଡ, ସେପଟେ ଦିଲ୍ଲୀରେ ଜିଭିଏଲ…

କନକ ବ୍ୟୁରୋ : ରାଜନୀତିକୁ ପୁଣି ଫେରିଛି ଜୋତା ଓ ଚାପୁଡା ମାଡ କାଣ୍ଡ । ଲଗାତାର ଦୁଇ ଦିନ ଭିତରେ ଦେଖିବାକୁ ମିଳିଛି ଏଭଳି ଦୁଇଟି ଘଟଣା । ଆଜି ଗୁଜରାଟର ସୁରଜନଗର ବଡଗାମରେ ଆୟୋଜିକ କଂଗ୍ରେସ ଜନଆକ୍ରୋଶ ସଭାରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଆକ୍ରମଣ କରିଛନ୍ତି ତରୁଣ ଗଜ୍ଜନ ନାମକ…

୨୦୧୪ ତୁଳନାରେ ଏଥର ୩ପ୍ରତିଶତ ଅଧିକ ପଡିଲା ଭୋଟ୍ ! ସେପଟେ ଆରମ୍ଭ ହେଲା ରାଜନୈତିକ ଦଳଙ୍କ ଅଙ୍କକଷା, ଦମ୍ଭୋକ୍ତି…

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ରାଜନୈତିକ ଦଳଙ୍କ ଭିତରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୪ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଏହି ପର୍ଯ୍ୟାୟରେ ହୋଇଥିବା ଆସନରେ ଭୋଟ୍ ପରିମାଣ ୩ ପ୍ରତିଶତ ଅଧିକ ପଡିବା ପରେ କିଏ କରିବ ବାଜିମାତ ତାଙ୍କୁ ନେଇ ନିଜ ନିଜ…

୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ପୋଲିସ ଅଫିସର କାରକେରଙ୍କ ସର୍ବନାଶ ଚାହୁଁଥିଲେ ବିଜେପି ସାଂସଦ ପ୍ରାର୍ଥୀ ।…

କନକ ବ୍ୟୁରୋ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ପୋଲିସ ଅଫିସର ହେମନ୍ତ କାରକେରଙ୍କୁ ଅପମାନିତ କରିବାକୁ ଯାଇ ବିବାଦୀୟ ବୟାନ ଦେଇଛନ୍ତି ସ୍ୱାଧୀ । ହେମନ୍ତ କାରେକର…

୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦଙ୍କ ବଳିଦାନକୁ ଅପମାନିତ କଲେ ବିଜେପି ପ୍ରାର୍ଥିନୀ ସାଧ୍ୱୀ ପ୍ରଜ୍ଞା : କହିଲେ, “ମୋ…

ଭାରତୀୟ ଜନତା ପାର୍ଟି(ବିଜେପି)ର ଭୋପାଳ ଲୋକସଭା ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କରକରେଙ୍କୁ ଅପମାନିତ କରି ତାଙ୍କ ବିପକ୍ଷରେ ନିଜର ମତ ରଖିଛନ୍ତି। ସ୍ୱାଧୀ ପ୍ରଜ୍ଞା କହିଛନ୍ତି କି, ସେ…

ବିଜେପି ଗଡକୁ କଂଗ୍ରେସର ଟାର୍ଗେଟ ! ଗୁଜୁରାଟରେ ବିଜୟ ଧାରା ବଜାୟ ରଖିପାରିବ କି ବିଜେପି, ନା କମାଲ କରିବ କଂଗ୍ରେସ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଶକ୍ତି ପରୀକ୍ଷା ହେବ । କାରଣ ମୋଦି-ଶାହାଙ୍କ ଘରୋଇ ରାଜ୍ୟ ଗୁଜୁରାଟର ସମସ୍ତ ୨୬ଟି ଲୋକସଭା ଆସନରେ ଏପ୍ରିଲ ୨୩ ତାରିଖରେ ଭୋଟ୍ ପଡିବ । ଗତ ଦୁଇ ଦଶନ୍ଧି…