Daily Archives

April 19, 2019

ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କୁ ବଡ ଝଟକା । ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଧାୟଙ୍କୁ ଝଟକା । ୨୨ ବର୍ଷ ପରେ ମିଳିଲା ସଜା । ଉତ୍ତର ପ୍ରଦେଶ ହମିରପୁର ଆସନର ବିଜେପି ବିଧାୟକ ଅଶୋକ ଚାଣ୍ଡେଲଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କୁ ୧୯୯୭ରେ କରିଥିବା ଏକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଆହ୍ଲାବାଦ ହାଇକୋର୍ଟ ଆଜୀବନ ଜେଲଦଣ୍ଡରେ…

ଭୁବନେଶ୍ୱରରେ କାହାକୁ ବାଛିବେ ଜନତା? ଫଟୋରେ ଫଟୋରେ ଦେଖନ୍ତୁ ପ୍ରତି ନିର୍ବାଚନମଣ୍ଡଳୀର ଟିକିନିକି ତଥ୍ୟ

କନକ ବ୍ୟୁରୋ : ଭୁବନେଶ୍ୱରବାସୀଙ୍କ ଭରସା ଜିତିବ କିଏ । ଗତ ୨ ଦଶନ୍ଧି ଧରି ଏହା ବିଜେଡିର ଗଡ ରହିଛି । ତେବେ ଚଳିତ ଥର ଗଡ ରକ୍ଷା କରିବାର ଦାୟିତ୍ୱ ନୂଆ ସିପାହୀଙ୍କ ହାତରେ ଦେଇଛନ୍ତି ଦଳପତି ନବୀନ । ପାଟ୍ଟଶାଣୀଙ୍କ ବଦଳେରେ ଦଳ ଏଠାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ…

ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’ । ଜନସଭାରେ ବିଜେପିକୁ କଲେ ଟାର୍ଗେଟ, କହିଲେ ଚିଲିକାକୁ ବିକ୍ରି କରିବାକୁ ବିଜେପି…

କନକ ବ୍ୟୁରୋ : ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଆଜି ନୟାଗଡର ରଣପୁର ଏବଂ ଚିଲିକାର ନିର୍ବାଚନୀ ସଭାରେ ସିଧା ସିଧା ବିଜେପିକୁ ଟାର୍ଗଟ କରିଛନ୍ତି ନବୀନ । କହିଛନ୍ତି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା କେନ୍ଦ୍ର । ବିଜେଡି ଏହାକୁ ଅଟକାଇଛି । ଏପରିକି କାଳିଆ…

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୮ ପୋଲିଂ କର୍ମଚାରୀ ।

କନକ ବ୍ୟୁରୋ : ନୟାଗଡ଼ରେ ମତଦାନ ବିଭ୍ରାଟ ଓ ଅନୁପସ୍ଥିତିକୁ ନେଇ ନୟାଗଡ଼ ଜିଲ୍ଲାପାଳ ଏନ. ଥିରୁମାଲା ନାଏକ ୮ଜଣ ପୋଲିଂ କର୍ମଚାରୀଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି । ଏଥିରେ ୨ ପ୍ରିଜାଇଡିଂ ଅଫିସର, ୨ ସେକ୍ଟର ଅଧିକାରୀ ଓ ୪ ପୋଲିଂ ଅଧିକାରୀ ସାମିଲ ଅଛନ୍ତି । ସୂଚନାଯୋଗ୍ୟ, ନୟାଗଡ଼ର ୨୧୦ ଓ…

୧୯୭୧ ଏକାମ୍ର ମହାସମର । ନିର୍ବାଚନୀ ମଇଦାନରେ ଦୁଇ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ । ମୁହାଁମୁହିଁ ହୋଇଥିଲେ ବିଜୁ ପଟ୍ଟନାୟକ ଓ…

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ହରପାର୍ବତୀ ଆକାଶ ପଥରେ ଉଡ଼ି ଯାଉଯାଉ ଛାୟାପ୍ରଦ ଆମ୍ବ ଗଛଟିଏ ଦେଖି ଯେଉଁ ରମଣୀୟ ସ୍ଥାନରେ ଓହ୍ଲାଇ ପଡ଼ିଥିଲେ, ତାହା ଆଜି ଏକାମ୍ରକ୍ଷେତ୍ର ନାମରେ ପରିଚିତ ବୋଲି ପୌରାଣିକ କିଂବଦନ୍ତୀ କହେ । ଏହି ପ୍ରସିଦ୍ଧ ଶୈବପୀଠ, ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର…